ଦ୍ୱାଦଶ ଦିନରେ ଓଡ଼ିଶାରେ ଭାରତ ଯୋଡ଼ ଯାତ୍ରା

ଭୁବନେଶ୍ୱର (ଆମ ଟିଭି): ଆଜି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସକାଳେ ଯଶିପୁର ଠାରୁ “ଭାରତ ଯୋଡ଼ – ଓଡ଼ିଶା”ର ଦ୍ୱାଦଶ ଦିନର ଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରାକୁ…

ଚିଟଫଣ୍ଡ ଭଳି ନ ହେଉ ଅର୍ଚ୍ଚନା ନାଗ ପ୍ରସଙ୍ଗ: ନରସିଂହ ମିଶ୍ର

ଭୁବନେଶ୍ୱର (ଆମ ଟିଭି): ସବୁଠି ଏବେ ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା । ଏହାରି ଭିତରେ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା ସାମ୍ନାକୁ…

ରାଷ୍ଟ୍ରପତିଙ୍କୁ ଅପମାନ ପ୍ରସଙ୍ଗ: କ୍ଷମା ମାଗିଲେ ମମତା ବାନାର୍ଜୀ

କୋଲକାତା (ଆମ ଟିଭି): ମହଙ୍ଗା ପଡ଼ିଲା ରାଷ୍ଟ୍ରପତିଙ୍କୁ ଅପମାନ । କ୍ଷମା ମାଗିଲେ ମମତା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ନିଜ ମନ୍ତ୍ରୀ ଅଶାଳୀନ ଟିପ୍ପଣୀ ଦେବା ନେଇ କ୍ଷମା…

ପଦ୍ମପୁର ଉପନିର୍ବାଚନ: ବିଜେପି ନେତାଙ୍କ ବୋହୂ ବିଜେଡି ପ୍ରାର୍ଥୀ

ପଦ୍ମପୁର (ଆମ ଟିଭି): ବହୁ କସରତ, ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ବିଜେଡି ଘୋଷଣା କଲା ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ । ବିଜେପି ନେତାଙ୍କ ବୋହୂ ହେଲେ ବିଜେଡି ପ୍ରାର୍ଥୀ। ପଦ୍ମପୁର…

ଉତ୍ତରାଖଣ୍ଡରେ କମିଶନ ବିନା କିଛି କାମ ହୁଏନି: ତିରଥ ସିଂ

ଡେରାଡୁନ (ଆମ ଟିଭି): ଉତ୍ତରାଖଣ୍ଡରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଏବେ ସବୁଠି ଚର୍ଚ୍ଚା । ଆମ ରାଜ୍ୟରେ କମିଶନ ବିନା କୌଣସି କାମ ହୁଏନି। ଉତ୍ତରପ୍ରଦେଶରୁ ଅଲଗା ହେବା ପରେ ଆମେ…

ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

ପଦ୍ମପୁର (ଆମ ଟିଭି): ସରଗରମ ହେଉଛି ପଦ୍ମପୁର ଉପନିର୍ବାଚନ ତାତି । ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଜି ନାମାଙ୍କନ ପତ୍ର ଦାଖଲ କରିବେ। କେନ୍ଦ୍ରମନ୍ତ୍ରୀ…

ପଦ୍ମପୁର ଉପନିର୍ବାଚନ: ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି

ପଦ୍ମପୁର (ଆମ ଟିଭି): ପଦ୍ମପୁର ଉପନିର୍ବାଚନ ତାରିଖ ଯେତେ ପାଖେଇ ଅସୁଛି, ଉପନିର୍ବାଚନ ମାହୋଲ ସେତେ ସରଗରମ ହେବାରେ ଲାଗିଛି । ଏହାରି ଭିତରେ ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ…

୨୨ରେ ଗୁଜୁରାଟରେ ପ୍ରଚାର କରିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ଆମ ଟିଭି): ଭାରତ ଯୋଡ଼ୋ ଯାତ୍ରାରୁ ବିରତି ନେଇ ଗୁଜୁରାଟ ନିର୍ବାଚନ ପାଇଁ ପ୍ରଚାର କରିବେ ରାହୁଲ ଗାନ୍ଧୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୨ ନଭେମ୍ବରରେ ଗୁଜରାଟରେ ପ୍ରଚାର…

ବଦଳାଇଦେବୁ ନରେନ୍ଦ୍ର ମୋଦୀ ଷ୍ଟାଡିୟମର ନାଁ: କଂଗ୍ରେସ

ଅହମଦାବାଦ (ଆମ ଟିଭି): ଗୁଜୁରାଟ ନିର୍ବାଚନ ପାଖେଇ ଆସୁଥିବା ବେଳେ ସବୁ ଦଳ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଉଛନ୍ତି । ଏହାରି ଭିତରେ କଂଗ୍ରେସ ଏବ ବଡ଼ ବୟାନ ଦେଇଛି । କଂଗ୍ରେସ ଯଦି…

ହିନ୍ଦୁସ୍ତାନ କରିଡର୍ ଦ୍ୱାରା ଓଡିଶା କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ କାର୍ୟ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର (ଆମ ଟିଭି): ଷ୍ଟାର୍ଟଅପ୍ କମ୍ପାନୀ ମାନଙ୍କୁ ଉତ୍ସାହିତ କରିବା ଏବଂ କର୍ପୋରେଟ୍ ସଂସ୍ଥା ଏବଂ ଶିଳ୍ପ ଅନୁଷ୍ଠାନ ମାନଙ୍କ ଅବଦାନକୁ ସମ୍ମାନ ଦେବା ପାଇଁ ହିନ୍ଦୁସ୍ତାନ କରିଡର୍…