ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ନିୟମିତ ବେଲ୍

0

ଭୁବନେଶ୍ୱର (ଆମ ଟିଭି): ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ନିୟମିତ ବେଲ୍ । ସୂଚନା ଦେଲେ ଜଗଦ୍ଦେବଙ୍କ ଓକିଲ ପୀତାମ୍ବର ଅଚାର୍ଯ୍ୟ । ଇଭିଏମ୍ ଭଙ୍ଗାରୁଜା ଅଭିଯୋଗରେ ହୋଇଥିଲେ ଗିରଫ । ଏହାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥଲା ।

ସେହି ସମୟ ମଧ୍ୟରେ ତାଙ୍କୁ ୩ ଦିନ ପାଇଁ ଅନ୍ତରୀଣ ଜାମିନ ମିଳିବାରୁ ଜେଲରୁ ମୁକୁଳିଥିଲେ ଜଗଦ୍ଦେବ । ଏବେ ତାଙ୍କୁ ନିୟମିତ ଜାମିନ ମିଳିଛି ।

Leave A Reply

Your email address will not be published.