National ଆକାଶରେ ଦୃଶ୍ୟମାନ ହେବ କଳା ଜହ୍ନ By Ama Tv On Dec 30, 2024 0 Share ଆକାଶରେ ଦେଖାଯିବ କଳା ଜହ୍ନ। ଚଳିତବର୍ଷ ଆକାଶରେ ବିରଳ ଜହ୍ନ ଦେଖିବାକୁ ମିଳିବ । ଏସିଆ , ଆଫ୍ରିକା ଏବଂ ୟୁରୋପ ମହାଦେଶରେ ଦୃଶ୍ୟମାନ ହେବ। ମଙ୍ଗଳବାର ଭାରତରେ ଭୋର୍ ୪ଟାରେ କଳା ଜହ୍ନ ଦୃଶ୍ୟମାନ ହେବ । ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା ପଡିଲେ ଏହା ଦୃଶ୍ୟମାନ ହୁଏ। 0 Share FacebookTwitterWhatsApp