Browsing Category

International

ଭାରତର ବଡ଼ କୂଟନୈତିକ ବିଜୟ : ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ସବୁ ଦେଶଙ୍କ ସହମତି

ବିଶ୍ବସ୍ତରରେ ଭାରତର ବଡ଼ କୂଟନୈତିକ ବିଜୟ । ସାଂଘାଇ ସହଯୋଗ ସଂଗଠନ- ଏସ୍‌ସିଓ ସମ୍ମିଳନୀରେ ପହଲଗାମ ଆକ୍ରମଣକୁ ନିନ୍ଦା । ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ସବୁ ସଦସ୍ୟ ଦେଶଙ୍କ ମଧ୍ୟରେ ସହମତି…

ଟାରିଫ୍ ମାଡ କରି ଏକୁଟିଆ ହୋଇଗଲେ କି ଟ୍ରମ୍ପ ! ଟ୍ରମ୍ପଙ୍କ ଆଡୁ ମୁହଁ ଫେରାଇଲେଣି ବିଶ୍ବର ବଡ଼ ବଡ଼ ଶକ୍ତି

ନୂଆଦିଲ୍ଲୀ (ଆମ ଟିଭି):  ବଢୁଛି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ଲଡ ପ୍ରେସର ।  ଆଜ୍ଞା ହଁ ବିଶ୍ବ ମଞ୍ଚରେ ବିଶ୍ବ ଶକ୍ତିଙ୍କୁ ଏକଜୁଟ୍‌ ଦେଖି ଆକ୍ତାମାକ୍ତା ହେଲେଣି  ଟ୍ରମ୍ପ ।  ଡୋନାଲ୍ଡ ଟ୍ରମ୍ପ…

ରୁଷ ସହିତ ବଢୁଛି ଭାରତର ବନ୍ଧୁତା, ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ ଘୋଷଣା

ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଆସନ୍ତା ଡିସେମ୍ବରରେ ଭାରତ ଆସିବା କାର୍ଯ୍ୟକ୍ରମ ରହିଛି । କ୍ରେମଲିନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୁଟିନଙ୍କୁ ଭାରତ ନିମନ୍ତ୍ରଣ…

ଆମେରିକା ଓ ଭାରତ ମଧ୍ୟରେ ବାଣିଜ୍ୟିକ ବିବାଦ : ଆଜିଠୁ ୫୦ ପ୍ରତିଶତର ଚଢ଼ା ଶୁଳ୍କ ଲାଗୁ

ନୂଆଦିଲ୍ଲୀ (ଆମ ଟିଭି): ବିଶ୍ବର ଦୁଇ ପ୍ରମୁଖ ଅର୍ଥନୀତି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବାଣିଜ୍ୟିକ ବିବାଦ ଚରମରେ ପହଞ୍ଚିଛି  । ଭାରତର ରପ୍ତାନି ଉପରେ ଅଗଷ୍ଟ ୨୭ ତାରିଖ…

ଆସନ୍ତାକାଲିଠାରୁ ଭାରତୀୟ ଆମଦାନୀ ଉପରେ ଲାଗୁ ହେବ ଟାରିଫ, ବିଜ୍ଞପ୍ତି ଜାରି କଲା ଆମେରିକା

ନୂଆଦିଲ୍ଲୀ (ଆମ ଟିଭି): ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିବା ପାଇଁ ଏକ ସରକାରୀ ବିଜ୍ଞପ୍ତି ଜାରି କରିଛି ଆମେରିକା । ଅଗଷ୍ଟ ୨୭ ତାରିଖରୁ ଭାରତୀୟ ଆମଦାନୀ ଉପରେ ୫୦% ଶୁଳ୍କ ଲାଗୁ…

ବେଜିଂରେ ନିର୍ମାଣଧୀନ ପୋଲ ଭୁଶୁଡିଲା, ୧୨ ମୃତ ୪ ନିଖୋଜ

ବେଜିଂ (ଆମ ଟିଭି): ଚୀନର ଉତ୍ତର-ପଶ୍ଚିମ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଚୀନର ନିର୍ମାଣାଧୀନ ଏକ ରେଳ ପୋଲ ଭୁଶୁଡ଼ି ପଡ଼ି ୧୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ନିଖୋଜ…

ଦୁର୍ନୀତି ଅଭିଯୋଗରେ ଗିରଫ ହେଲେ ପୂର୍ବତନ ରାଷ୍ଟ୍ରପତି

ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରନିଲ ବିକ୍ରମସିଂଘେ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଛନ୍ତି। ସେପ୍ଟେମ୍ବର ୨୦୨୩ରେ ଏକ ବ୍ରିଟିଶ ବିଶ୍ୱବିଦ୍ୟାଳୟରେ ତାଙ୍କ ସ୍ତ୍ରୀଙ୍କ ସମ୍ମାନାର୍ଥେ…

ଇସ୍ରାଏଲକୁ ଇରାନର ଚେତାବନୀ: ଆକ୍ରମଣ କଲେ ଭୋଗିବ ଭୟଙ୍କର ପରିଣାମ

ଇରାନର ଇସ୍ରାଏଲକୁ ମିସାଇଲ୍‌ ଧମକ । ଗତକାଲି ଇରାନ କହିଛି ଯେ ଇସ୍ରାଏଲର ଯେକୌଣସି ନୂଆ ଆକ୍ରମଣ ପାଇଁ ସେ ପ୍ରସ୍ତୁତ ଅଛି । ନିକଟରେ ହୋଇଥିବା ୧୨ ଦିନିଆ ଯୁଦ୍ଧରେ ବ୍ୟବହୃତ ମିସାଇଲରୁ ଅଧିକ…

ଆଲାସ୍କାରେ ଟ୍ରମ୍ପ-ପୁଟିନଙ୍କ ଆଲୋଚନା ସଫଳ, ହେଲେ ଯୁଦ୍ଧ ଶେଷ କରିବା ପାଇଁ ବାହାରିପାରିଲାନି ନିଷ୍କର୍ସ

ନୂଆଦିଲ୍ଲୀ (ଆମ ଟିଭି): ୟୁକ୍ରେନ ଯୁଦ୍ଧବିରତି ପ୍ରସଙ୍ଗରେ ହୋଇପାରିଲାନି ଡିଲ୍ । ଆଲାସ୍କାରେ ଟ୍ରମ୍ପ-ପୁଟିନ ମହାବୈଠକ । ଦୁଇ ସୁପରପାୱାର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ୧୫୦ ମିନିଟ ଧରି…

ସାକ୍ଷାତ ପୂର୍ବରୁ ପୁଟିନଙ୍କୁ ଚେତାବନୀ ଦେଲେ ଟ୍ରମ୍ପ: ଭୋଗିବ ପରିଣାମ

ଅଗଷ୍ଟ ୧୫ରେ ଆଲାସ୍କାରେ ହେବାକୁ ଥିବା ଆଲୋଚନା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି,ଯଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ…