Browsing Category

International

ଆସନ୍ତାକାଲିଠାରୁ ଭାରତୀୟ ଆମଦାନୀ ଉପରେ ଲାଗୁ ହେବ ଟାରିଫ, ବିଜ୍ଞପ୍ତି ଜାରି କଲା ଆମେରିକା

ନୂଆଦିଲ୍ଲୀ (ଆମ ଟିଭି): ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିବା ପାଇଁ ଏକ ସରକାରୀ ବିଜ୍ଞପ୍ତି ଜାରି କରିଛି ଆମେରିକା । ଅଗଷ୍ଟ ୨୭ ତାରିଖରୁ ଭାରତୀୟ ଆମଦାନୀ ଉପରେ ୫୦% ଶୁଳ୍କ ଲାଗୁ…

ବେଜିଂରେ ନିର୍ମାଣଧୀନ ପୋଲ ଭୁଶୁଡିଲା, ୧୨ ମୃତ ୪ ନିଖୋଜ

ବେଜିଂ (ଆମ ଟିଭି): ଚୀନର ଉତ୍ତର-ପଶ୍ଚିମ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଚୀନର ନିର୍ମାଣାଧୀନ ଏକ ରେଳ ପୋଲ ଭୁଶୁଡ଼ି ପଡ଼ି ୧୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ନିଖୋଜ…

ଦୁର୍ନୀତି ଅଭିଯୋଗରେ ଗିରଫ ହେଲେ ପୂର୍ବତନ ରାଷ୍ଟ୍ରପତି

ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରନିଲ ବିକ୍ରମସିଂଘେ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଛନ୍ତି। ସେପ୍ଟେମ୍ବର ୨୦୨୩ରେ ଏକ ବ୍ରିଟିଶ ବିଶ୍ୱବିଦ୍ୟାଳୟରେ ତାଙ୍କ ସ୍ତ୍ରୀଙ୍କ ସମ୍ମାନାର୍ଥେ…

ଇସ୍ରାଏଲକୁ ଇରାନର ଚେତାବନୀ: ଆକ୍ରମଣ କଲେ ଭୋଗିବ ଭୟଙ୍କର ପରିଣାମ

ଇରାନର ଇସ୍ରାଏଲକୁ ମିସାଇଲ୍‌ ଧମକ । ଗତକାଲି ଇରାନ କହିଛି ଯେ ଇସ୍ରାଏଲର ଯେକୌଣସି ନୂଆ ଆକ୍ରମଣ ପାଇଁ ସେ ପ୍ରସ୍ତୁତ ଅଛି । ନିକଟରେ ହୋଇଥିବା ୧୨ ଦିନିଆ ଯୁଦ୍ଧରେ ବ୍ୟବହୃତ ମିସାଇଲରୁ ଅଧିକ…

ଆଲାସ୍କାରେ ଟ୍ରମ୍ପ-ପୁଟିନଙ୍କ ଆଲୋଚନା ସଫଳ, ହେଲେ ଯୁଦ୍ଧ ଶେଷ କରିବା ପାଇଁ ବାହାରିପାରିଲାନି ନିଷ୍କର୍ସ

ନୂଆଦିଲ୍ଲୀ (ଆମ ଟିଭି): ୟୁକ୍ରେନ ଯୁଦ୍ଧବିରତି ପ୍ରସଙ୍ଗରେ ହୋଇପାରିଲାନି ଡିଲ୍ । ଆଲାସ୍କାରେ ଟ୍ରମ୍ପ-ପୁଟିନ ମହାବୈଠକ । ଦୁଇ ସୁପରପାୱାର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ୧୫୦ ମିନିଟ ଧରି…

ସାକ୍ଷାତ ପୂର୍ବରୁ ପୁଟିନଙ୍କୁ ଚେତାବନୀ ଦେଲେ ଟ୍ରମ୍ପ: ଭୋଗିବ ପରିଣାମ

ଅଗଷ୍ଟ ୧୫ରେ ଆଲାସ୍କାରେ ହେବାକୁ ଥିବା ଆଲୋଚନା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି,ଯଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ…

ସେପ୍ଟେମ୍ବରରେ ମୋଦୀ-ଟ୍ରମ୍ପ ଭେଟଘାଟ! ଟାରିଫ୍ ବିବାଦ ଭିତରେ ଆଗକୁ ମୋଦୀ- ଟ୍ରମ୍ପ ସାକ୍ଷାତକାର

ନୂଆଦିଲ୍ଲୀ (ଆମ ଟିଭି):  ଟାରିଫ୍ ଟେନ୍‌ସନ୍ ଭିତରେ ଆସନ୍ତା ମାସ ଡୋନାଲ୍ଡ ଟ୍ରମ୍ପ ଓ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ହୋଇପାରେ ଭେଟ୍‌ଘାଟ । ଆସନ୍ତା ମାସ ନ୍ୟୁୟର୍କରେ ହେବାକୁ ଯାଉଛି ଜାତିସଂଘ…

BLA ଆତଙ୍କବାଦୀ ସଙ୍ଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଙ୍ଗଠନ ଭାବେ ଘୋଷଣା କଲା ଆମେରିକା

ନୂଆଦିଲ୍ଲୀ (ଆମ ଟିଭି): BLAକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା । ବଲୁଚ ଲିବରେସନ ଆର୍ମି (BLA) ଏକ ଆତଙ୍କବାଦୀ ସଂଗଠନ ବୋଲି ଆମେରିକା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା…

ଦୁଇ ମହାଶକ୍ତିଙ୍କ ଭିତରେ ମୁହାମୁହିଁ ସ୍ଥିତି ; ଋଷ ନିକଟ ସମୁଦ୍ରରେ ମୁତୟନ କଲା ଯୁଦ୍ଧ ବୁଡ଼ାଜାହାଜ

ବିଶ୍ବର ୨ ମହାଶକ୍ତି ଆମେରିକା ଓ ଋଷ ମଧ୍ୟରେ ଉତ୍ତେଜନା ଶୀର୍ଷ ସ୍ତରରେ ପହଞ୍ଚିଛି   । ଋଷ ରାଷ୍ଟ୍ରପତି ପୁଟିନଙ୍କ ସହଯୋଗୀ ଦିମିତ୍ରୀ ମେଦଭେଦେବଙ୍କ ଧମକ ପରେ ଏବେ ଆକ୍ସନ୍‌ ମୋଡ୍‌କୁ ଆସିଛି…

ରୁଷିଆ ଭୂକମ୍ପ ପରେ ଆଉ ୪୪ ଦେଶରେ ଆସିପାରେ ସୁନାମି, ଲୋକେ ଭୟଭିତ, ଜାଣନ୍ତୁ ଭାରତର ସ୍ଥିତି

ରୁଷିଆର କାମଚାଟକା ଉପଦ୍ୱୀପରେ ହୋଇଥିବା ଭୂମିକମ୍ପ ପରେ, ଅନେକ ଦେଶରେ ସୁନାମିର ଆଶଙ୍କା ରହିଛି। ଅନେକ ଦେଶରେ ସୁନାମିର ତରଙ୍ଗ ଉପକୂଳରେ ପହଞ୍ଚିସାରିଛି। ବିଶେଷଜ୍ଞମାନେ କହିଛନ୍ତି ଯେ…