Browsing Category

International

ଓମାନ ତଟରେ ତୈଳ ଟ୍ୟାଙ୍କର ଉପରେ ଆମେରିକାର ଆକ୍ରମଣ, ୩ ଭାରତୀୟ ନାବିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଓମାନ ତଟ ନିକଟରେ.ଏକ ତୈଳ ଟ୍ୟାଙ୍କର ସେଟେବେଲୋ ଉପରେ ଆକ୍ରମଣ ହୋଇଛି । ଆକ୍ରମଣ ପରେ ଟ୍ୟାଙ୍କର ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ଏଥିରେ ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ…

ଇସ୍ରାଏଲ ଉପରେ ଆକ୍ରମଣ, ଇରାନର କ୍ଷେପଣାସ୍ତ୍ର ମାଡ଼, ହିଜବୋଲା ଡ୍ରୋନ୍ ଆକ୍ରମଣ

ପୁଣି ମଧ୍ୟପ୍ରାଚ୍ୟରେ ପରିସ୍ଥିତି ବିଗିଡିବାରେ ଲାଗିଛି। ଲେବାନନ୍ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି କରିଛି। ଲେବାନନର ରାଜଧାନୀ ବେରୁତ ଉପରେ ହୋଇଥିବା ବୋମାମାଡ଼ର ପ୍ରତିଶୋଧ ନେଇଛି।…

କୁଏତ ଉପରେ ଇରାନର ମିସାଇଲ ଓ ଡ୍ରୋନ୍ ମାଡ, ଆକ୍ରମଣ ପରେ ସାରା ଦେଶରେ ବାଜି ଉଠିଥିଲା ସାଇରନ

ନୂଆଦିଲ୍ଲୀ: ଗଲ୍ଫ ଅଞ୍ଚଳରେ ଦିନକୁ ଦିନ ବଢ଼ୁଛି ଉତ୍ତେଜନା । ଆଜି ଭୋରରୁ କୁଏତବାସୀ ଆଖି ଖୋଲିବା ପୂର୍ବରୁ ପୁଣି ବଡ଼ ବିପଦର ସାମ୍ନା କରିଛନ୍ତି । କୁଏତ ଆକାଶରେ ଇରାନର ଶକ୍ତିଶାଳୀ ମିସାଇଲ୍…

ଟ୍ରମ୍ପଙ୍କୁ ପୁଟିନଙ୍କ କଡ଼ା ଚେତାବନୀ ; ଯଦି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଚାପ ପକାଯାଏ..

ବଡ ଚେତାବନୀ ଦେଲେ ପୁଟିନ୍। ଭାରତକୁ ବିଶ୍ୱସ୍ତ ବନ୍ଧୁ ଏବଂ ସହଯୋଗୀ ବୋଲି କହିଲେ। ରୁଷ ଖୋଲାଖୋଲି ଭାବରେ ଭାରତକୁ ସମର୍ଥନ କରିଛି। ଭାରତର ବୈଦେଶିକ ନୀତି ଏବଂ ଭାରତର ପ୍ରଧାନମନ୍ତ୍ରୀ…

ବାଂଲାଦେଶରେ ମିଳିମିଳା ତାଣ୍ଡବ : ୬୦୦ରୁ ଅଧିକ ମୃତ୍ୟୁ, ଟିକା ଅଭାବରୁ ଜୀବନ ଯାଉଛି

ବାଂଲାଦେଶରେ ସ୍ୱାସ୍ଥ୍ୟ ସେବା ପରିସ୍ଥିତି ଅତ୍ୟନ୍ତ ଖରାପ ହେବାରେ ଲାଗିଛି। ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ମିଳିମିଳା ମହାମାରୀ ସଂକ୍ରମଣ ସାରା ଦେଶରେ ଦ୍ରୁତ ଗତିରେ…

ପୁଣି ଆରମ୍ଭ ହେଲା ଆମେରିକା-ଇରାନ ଯୁଦ୍ଧ; ହର୍ମୁଜ ପ୍ରଣାଳୀରେ ଆମେରିକାର ହସ୍ତକ୍ଷେପ…

ୱାଶିଂଟନ : ପୁଣି ଅଶାନ୍ତ ହେଲା ମଧ୍ୟପ୍ରାଚ୍ୟ। କିଛି ଦିନର ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଛି ଯୁଦ୍ଧ। ଅମାନିଆ ଆମେରିକା ଓ ଇରାନଙ୍କ ମଧ୍ୟରେ ଦେଖାଦେଇଛି ଅପ୍ରୀତିକର ପରିସ୍ଥିତି।…

ଟ୍ରମ୍ପଙ୍କ ବଡ଼ ଘୋଷଣା, ଇସ୍ରାଏଲ୍-ହିଜବୁଲ୍ଲା ମଧ୍ୟରେ ହେବ ଯୁଦ୍ଧବିରତି

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ବଡ଼ ଘୋଷଣା । ଇସ୍ରାଏଲ୍-ହିଜବୁଲ୍ଲା ମଧ୍ୟରେ ହେବ ଯୁଦ୍ଧବିରତି । ବନ୍ଦ ହେବ ଗୁଳିବିନିମୟ । ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୟଙ୍କର ସଂଘର୍ଷ ମଧ୍ୟରେ ଆଶ୍ୱସ୍ତିକର ଖବର…

କମିଲା ତାତି, ୬ ଯାଏ କାଳବୈଶାଖୀ

ପଶ୍ଚିମ ଓଡ଼ିଶାର ଜିଲା ଗୁଡ଼ିକରେ ସର୍ବାଧିକ ତାପମାତ୍ରା ୪୪ରୁ ୪୫ଡିଗ୍ରୀ ରହୁଥିଲା। କିନ୍ତୁ କାଳବୈଶାଖୀ ପ୍ରଭାବ ହେତୁ ପଶ୍ଚିମରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ଝାରସୁଗୁଡ଼ାରେ…

ପୁଣି ଇରାନ ଉପରେ ଆକ୍ରମଣ କଲା ଆମେରିକା ; ବିପଦରେ ହର୍ମୁଜ୍ !

ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧବିରତି ଭାଙ୍ଗିଯିବାର ଆଶଙ୍କା ଜୋର ଧରିଛି। ଆମେରିକା ପୁଣି ଥରେ ଇରାନ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିଛି। ଏହି ଆକ୍ରମଣଗୁଡ଼ିକ ଏପରି ସ୍ଥାନଗୁଡ଼ିକୁ ଟାର୍ଗେଟ…

ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ, ସୁରକ୍ଷିତ ଅଛନ୍ତି ରାଷ୍ଟ୍ରପତି ଟ୍ରମ୍ପ

ନୂଆଦିଲ୍ଲୀ: ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ । ସୁରକ୍ଷିତ ଅଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ହ୍ୱାଇଟ୍ ହାଉସ୍ ସୁରକ୍ଷା ବଳୟ ନିକଟରେ ଏକ ସାଂଘାତିକ ଘଟଣା ଘଟିଯାଇଛି । ଜଣେ ସଶସ୍ତ୍ର…