Browsing Category
National
WTC ଫାଇନାଲରେ ଅଷ୍ଟ୍ରେଲିଆର ସ୍ଵପ୍ନ ଧୂଳିସାତ: ୨୭ ବର୍ଷ ପରେ ICC ଟ୍ରଫି ଜିତିଲା ଦକ୍ଷିଣ ଆଫ୍ରିକା
ନୂଆଦିଲ୍ଲୀ (ଆମ ଟିଭି): ଦକ୍ଷିଣ ଆଫ୍ରିକା ଏବେ ICC ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ନୂତନ ଚାମ୍ପିଅନ। ୨୦୨୫ WTC ଫାଇନାଲରେ, ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ 5 ୱିକେଟରେ ପରାସ୍ତ କରିଛି।…
ଯାଜପୁରରେ ଝାଡ଼ାବାନ୍ତି ଆତଙ୍କ: ସରକାରୀ କର୍ମଚାରୀଙ୍କ ରଜ ଛୁଟି ବାତିଲ
ଯାଜପୁରରେ ଝାଡ଼ାବାନ୍ତି ଆତଙ୍କ । ଏନେଇ ଯାଜପୁର ଜିଲ୍ଲାରେ ଛୁଟି ବାତିଲ କରିଯାଇଛି । ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । କାଲିଠୁ ୧୬ ତାରିଖ ଯାଏଁ ଛୁଟି…
ଅହମଦାବାଦ ବିମାନ ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ନୂଆଦିଲ୍ଲୀ(ଆମ ଟିଭି): ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଃଖ ପ୍ରକାଶ କରିଛନ୍ତି । ସେ ଏହାକୁ ଏକ ଭୟଙ୍କର ଦୁର୍ଘଟଣା…
ଇସ୍ରାଏଲୀ ଆକ୍ରମଣରେ ଇରାନକୁ ବଡ଼ ଝଟକା, ଚିଫ୍ ଅଫ୍ ଷ୍ଟାଫ୍ ଏବଂ ସେନା ମୁଖ୍ୟ ନିହତ
ନୂଆଦିଲ୍ଲୀ(ଆମ ଟିଭି): ଇରାନର ସଶସ୍ତ୍ର ବାହିନୀର ଚିଫ୍ ଅଫ୍ ଷ୍ଟାଫ୍ ମହମ୍ମଦ ବାଘେରି ଇସ୍ରାଏଲୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ଏହି ଆକ୍ରମଣ ସମୟରେ ଇସ୍ରାଏଲୀ ସେନା ଇରାନର ପ୍ରମୁଖ…
ବିମାନ ଦୁର୍ଘଟଣା ଯୋଗୁଁ ୨୬୫ ମୃତ: ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ତଦନ୍ତ ଆରମ୍ଭ କଲା ଏନଏସଜି
ନୂଆଦିଲ୍ଲୀ(ଆମ ଟିଭି): ଏୟାର ଇଣ୍ଡିଆ ଗୁରୁବାର ବିଳମ୍ବିତ ରାତିରେ ଜାରି ଏକ ବିବୃତ୍ତିରେ କହିଛି, “ଆମେ ଦୁଃଖର ସହିତ ଜଣାଇ ଦେଉଛୁ ଯେ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କ…
କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କ ମୃତ୍ୟୁ, ସ୍ୱାମୀ ସୈଫଙ୍କ ଭଉଣୀ ଘରେ ପହଞ୍ଚିଲେ କରୀନା
ନୂଆଦିଲ୍ଲୀ(ଆମ ଟିଭି): ବ୍ୟବସାୟୀ ଏବଂ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କ ଗୁରୁବାର ରାତିରେ ଇଂଲଣ୍ଡରେ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କୁ ୫୩ ବର୍ଷ ହୋଇଥିଲା। ଏହି…
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଆସିଲା ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ…
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ସମଗ୍ର ଦେଶକୁ ମର୍ମାହତ ଏବଂ ଦୁଃଖିତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପୋଷ୍ଟରେ ଏହି ଦୁଃଖଦ ଘଟଣାଟିକୁ ହୃଦୟବିଦାରକ ବୋଲି ବର୍ଣ୍ଣନା…
ଅହମ୍ମଦାବାଦ ବିମାନ ଦୁର୍ଘଟଣା, ଚାଲିଗଲା ୧୩୩ ଜୀବନ !
ଗୁଜରାଟ ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ୧୩୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏୟାର ଇଣ୍ଡିଆର ଯାତ୍ରୀବାହୀ ବିମାନ AI-171 ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ । ପୂରା…
୨୦ ଡିଗ୍ରୀ ତଳକୁ କରିହେବନି AC: AC ଚଳାଇବାକୁ ଆସିବ ନୂଆ ନିୟମ
ନୂଆଦିଲ୍ଲୀ(ଆମ ଟିଭି): ଏଣିକି ଘରେ ନିଜର କୋଠରୀକୁ ସିମଲା ଭଳି ଥଣ୍ଡା କରିହେବ ନାହିଁ। ୨୦ ଡିଗ୍ରୀ ତଳକୁ କରିହେବନି AC। ଏ ନେଇ ଖୁବଶୀଘ୍ର ସରକାର ନୂଆ ନିୟମ ଆଣିବାକୁ ଯାଉଛନ୍ତି। କେନ୍ଦ୍ର…
ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆ ପ୍ଲେନ୍ କ୍ରାସ୍, ୨୪୨ ଜଣ ଯାତ୍ରୀ ଥିବା ସୂଚନା
ନୂଆଦିଲ୍ଲୀ (ଆମ ଟିଭି): ଗୁଜୁରାଟର ଅହମ୍ମଦାବାଦରେ ଘଟିଛି ବଡ଼ ବିମାନ ଦୁର୍ଘଟଣା । ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟେକ୍ ଅଫ୍ ସମୟରେ…