Browsing Category

National

ଆସନ୍ତା ୧୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ

ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ହରେ କୃଷ୍ଣ ମହାତବ ଜୟନ୍ତୀ ଉତ୍ସବରେ ଯୋଗ ଦେବେ…

ରାଜ୍ୟରେ ବାହାରିଲା୨୫୦୦ ଗୃହରକ୍ଷୀ ପଦବୀ : ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜ୍ୟରେ ବାହାରିଲା ହୋଇଛି ୨,୫୦୦ ଗୃହରକ୍ଷୀ ପଦବୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ଗୃହରକ୍ଷୀ ପଦବୀ…

ଚାଲି ଚାଲି ଇଡି ଅଫିସ୍‌ରେ ପହଁଚିଲେ ରବର୍ଟ ଭଦ୍ରା

ରବର୍ଟ ଭଦ୍ରାଙ୍କୁ ଇଡିର ସମନ । କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ଇଡି  ଦ୍ବିତୀୟ ଥର ପାଇଁ ସମନ କରିଛି । ପୂର୍ବରୁ ଏପ୍ରିଲ ୮ ତାରିଖରେ ଇଡି ସମନ କରିଥିବା…

BSNL ୟୁଜର୍ସଙ୍କ ପାଇଁ ଖାସ୍ ଅଫର, ମାତ୍ର ୫ଟଙ୍କାରେ ୧୮୦ ଦିନ ପାଇଁ ଦୈନିକ ଅନଲିମିଟେଡ୍ କଲିଂ ଏବଂ ଡାଟା

ନୂଆଦିଲ୍ଲୀ (ଆମ ଟିଭି): ବର୍ତ୍ତମାନ ରିଚାର୍ଜ ପ୍ଲାନକୁ ନେଇ Jio, Airtel, VI ଏବଂ BSNL ମଧ୍ୟରେ କଡ଼ା ପ୍ରତିଯୋଗିତା ଚାଲିଛି । ସମସ୍ତ ଟେଲିକମ୍ କମ୍ପାନୀ ସେମାନଙ୍କର ୟୁଜର୍ସମାନଙ୍କୁ…

ସଲମାନଙ୍କୁ ମିଳିଲା ହତ୍ୟା ଧମକ: ଫୋନ୍ କରି କହିଲେ, ଘରେ ପଶି ମାରିବୁ ..

ନୂଆଦିଲ୍ଲୀ (ଆମ ଟିଭି): ଦିନକୁ ଦିନ ବଢିବାରେ ଲାଗିଛି ବଲିଉଡର ସୁଲତାନ୍ ଅଭିନେତା ସଲମାନ୍ ଖାନଙ୍କ ଟେନସନ୍ । ଅଭିନେତାଙ୍କୁ ୨୦୧୮ ରୁ ଧମକ ପରେ ଧମକ ମିଳିବାରେ ଲାଗିଛି । ଲରେନ୍ସ ବିଷ୍ଣୋଇ…

ଲୋଭ କିମ୍ବା ଭୟରେ ଧର୍ମ ପରିବର୍ତ୍ତନ କର ନାହିଁ: RSS ମୁଖ୍ୟ

ନୂଆଦିଲ୍ଲୀ (ଆମ ଟିଭି): ଆରଏସଏସ ମୁଖ୍ୟ ମୋହନ ଭାଗବତ ଦେଶରେ ଚାଲିଥିବା ଧର୍ମାନ୍ତରୀକରଣ ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି। ଧର୍ମ ସମସ୍ତଙ୍କୁ ଖୁସି ଆଡ଼କୁ ନେଇଯାଇପାରେ। ଆମେ ଲୋଭ କିମ୍ବା…

ଗୋଟିଏ ଘଣ୍ଟାରେ ୨ଥର ଥରିଲା ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ରହିଛି…

ତାଜିକିସ୍ତାନ (ଆମ ଟିଭି): ରବିବାର ତାଜିକିସ୍ତାନରେ ଗୋଟିଏ ଘଣ୍ଟା ମଧ୍ୟରେ ୨ଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଯାହା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ପ୍ରଥମ ଭୂକମ୍ପର…

ତହଉର ରାଣାଙ୍କୁ ଭାରତ ଆଣିବାରେ ମୋଦିଙ୍କର କିଛି ବାହାଦୂରି ନାହିଁ,କାହିଁକି ଏମିତି କହିଲେ ଦିଗବିଜୟ

ନୂଆଦିଲ୍ଲୀ (ଆମ ଟିଭି): ତହଉର ରାଣାଙ୍କ ପ୍ରତ୍ୟର୍ପଣକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି। କଂଗ୍ରେସ ଏବଂ ଭାଜପା ନେତାମାନଙ୍କ ମଧ୍ୟରେ ଶ୍ରେୟ ନେବା ପାଇଁ ପ୍ରତିଯୋଗିତା ଚାଲିଛି।…

ଖୁବଶୀଘ୍ର ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣ: ମୁସଲିମ ଚେହେରାକୁ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ (ଆମ ଟିଭି): ବର୍ତ୍ତମାନ, ଭାରତରେ ୱକଫ ସଂଶୋଧନ ଆଇନ 2025 ଏବଂ ମୁସଲିମ ସମ୍ପ୍ରଦାୟ ସହିତ ଜଡିତ ବିଭିନ୍ନ ଆଲୋଚନାକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ, କେନ୍ଦ୍ର…

ମୁର୍ଶିଦାବାଦ ହିଂସାକୁ ନେଇ ଆସିଲା ମମତାଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ ଦଙ୍ଗା କାହିଁକି, ଲାଗୁ ହେବ ନାହିଁ ଓ୍ବକଫ…

କୋଲକାତା (ଆମ ଟିଭି): ୱକଫ ଆଇନ ବିରୋଧରେ ପଶ୍ଚିମବଙ୍ଗର ଅନେକ ଜିଲାରେ ହିଂସାତ୍ମକ ପ୍ରତିବାଦ କରାଯାଇଥିଲା। ମୁର୍ଶିଦାବାଦ, ହୁଗଲି, ୨୪ ପ୍ରଗଣା ଏବଂ ମାଲଦା ଜିଲାରେ ପୋଲିସ ଗାଡ଼ି ପୋଡ଼ି…