Browsing Category
National
ବଡ଼ ଆଶ୍ବସ୍ତି: ଭାରତୀୟ ବଜାରରେ କମିଲା ସୁନା ଦର; ଜଲଦି କିଣନ୍ତୁ ଅଳଙ୍କାର
ନୂଆଦିଲ୍ଲୀ (ଆମ ଟିଭି): ଚମକୁଛି ସୁନା, ବଢୁଛି ଦର । ବିଶ୍ବ ବଜାରରେ ଅସ୍ଥିରତା ଓ ଅନିଶ୍ଚତତା ମଧ୍ୟରେ ସୁନାର ଚମକ ବଢ଼ିଚାଲିଛି । ଯଦି ସୁନା କିଣିବାକୁ ଯାଉଛନ୍ତି ନଜର ପକାନ୍ତୁ ଆଜି…
ଓ୍ବକଫ୍ ବିଲ୍କୁ ନେଇ ବିଜେଡିର ବଦଳ ବେପାର
ଭୁବନେଶ୍ୱର (ଆମ ଟିଭି): ଓ୍ବକଫ୍ ବିଲ୍ ରାଜ୍ୟ ସଭାରେ ପାରିତହେବା ପୂର୍ବରୁ ବିଜେଡିର ରାଜନୈତିକ ଚରିତ୍ର ଆଉ ଥରେ ପଦାରେ ପଡ଼ିଯାଇଛି। ରାଜ୍ୟ ସଭାରେ ଓ୍ବକଫ୍ ବିଲ୍ ଉପରେ ସକାଳବେଳା…
ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଲୋକସଭାରେ ସଙ୍କଳ୍ପ ଆଗତ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ
ନୂଆଦିଲ୍ଲୀ (ଆମ ଟିଭି): କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଲାଗି ଲୋକସଭାରେ ଏକ ବୈଧାନିକ ସଙ୍କଳ୍ପ ଆଗତ କରିଛନ୍ତି। ଏହାପରେ…
ପ୍ରଖ୍ୟାତ ଅଭିନେତା ମନୋଜ କୁମାରଙ୍କ ୮୭ ବର୍ଷ ବୟସରେ ପରଲୋକ
ନୂଆଦିଲ୍ଲୀ (ଆମ ଟିଭି): ପୂର୍ବ ଔର ପଶ୍ଚିମ ଏବଂ କ୍ରାନ୍ତି ଭଳି ଦେଶପ୍ରେମ ଚଳଚ୍ଚିତ୍ର ପାଇଁ ଜଣାଶୁଣା ବରିଷ୍ଠ ଅଭିନେତା ମନୋଜ କୁମାରଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି। ଛାତିରେ…
ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଝଟକା
ମମତା ସରକାରଙ୍କୁ ବଡ ଝଟକା । ପଶ୍ଚିମବଙ୍ଗରେ ୨୫ ହଜାର ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ବାତିଲ କରିବାକୁ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି ।…
ନାରୀ ନିର୍ଯାତନା ନେଇ ଆନ୍ଦୋଳନ ଡାକରା ଦେଲା କଂଗ୍ରେସ
ନାରୀ ନିର୍ଯାତନା ନେଇ ଆନ୍ଦୋଳନଲ ଡାକରା ଦେଲା କଂଗ୍ରେସ । ଏପ୍ରିଲ ୧୫ରେ ରାଜ୍ୟବ୍ୟାପୀ କଂଗ୍ରେସର ମଶାଲ ଶୋଭାଯାତ୍ରା । ସମସ୍ତ ବ୍ଲକ ମୁଖ୍ୟାଳୟରେ ଶୋଭାଯାତ୍ରା କରିବ ଦଳ । ୩୧୫ ବ୍ଲକ…
ଲୋକସଭା ପରେ ଆଜି ଓ୍ବାକଫ୍ ବିଲ ନେଇ ରାଜ୍ୟସଭା ସମର: ପାର୍ କରିପାରିବ ତ ଏନଡିଏ?
ନୂଆଦିଲ୍ଲୀ (ଆମ ଟିଭି): ବିରୋଧୀଙ୍କ ବିରୋଧ, ଯୁକ୍ତିତର୍କ, ପ୍ରାୟ ୧୨ ଘଣ୍ଟାର ସମର ପରେ ଲୋକସଭାରେ ରାତି ଅଧରେ ପାରିତ ହୋଇଛି ୱାକଫ (ସଂଶୋଧନ) ବିଲ୍ । ଲୋକସଭା ବାଧା ଅତିକ୍ରମ କରିବା…
ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୩
(ଆମ ଟିଭି): ମିଆଁମାର ଥାଇଲାଣ୍ଡ ପରେ ଭୂମିକମ୍ପରେ ଥରିଲା ପାକିସ୍ତାନ । ଆଜି ଭୋର ପ୍ରାୟ ୩ଟାରେ ପାକିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ପାଖାପାଖି ୪.୩…
ଅବସର ବିଷୟରେ ବଡ ଅପଡେଟ ଦେଲେ କୋହଲି!: ଗୋଟିଏ ଧାଡ଼ିରେ କଲେ ସ୍ପଷ୍ଟ
ନୂଆଦିଲ୍ଲୀ (ଆମ ଟିଭି): ବିରାଟ କୋହଲି ଟିମ୍ ଇଣ୍ଡିଆ ସହିତ ବିଶ୍ଵ କ୍ରିକେଟର ଫିଟ୍ ଖେଳାଳିଙ୍କ ତାଲିକାରେ ଶୀର୍ଷରେ ଅଛନ୍ତି। କୋହଲିଙ୍କୁ ବର୍ତ୍ତମାନ ପ୍ରାୟ 36 ବର୍ଷ ବୟସ। ସେ ଚାମ୍ପିଅନ୍ସ…
ଅକ୍ଷୟ ତୃତୀୟାରେ କାହିଁକି ବୃଦ୍ଧି ପାଏ ସୁନାର ମୂଲ୍ୟ ? ଜାଣନ୍ତୁ…
ଭୁବେନଶ୍ବର (ଆମ ଟିଭି): ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାକୁ ସବୁଠାରୁ ଶୁଭ ଦିନ ଭାବରେ ବିବେଚନା କରାଯାଏ। ଏହି ଦିନ, ଆପଣ କୌଣସି ଶୁଭ ସମୟକୁ ନଦେଖି ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ।…