Browsing Category
National
ମହାକୁମ୍ଭ ପାଇଁ ମହା ଆୟୋଜନ ; ଜାନୁଆରୀ ୧୩ରୁ ୨୬ ଚାଲିବ ଭବ୍ୟ ମେଳା
ନୂଆଦିଲ୍ଲୀ (ଆମ ଟିଭି): ହିନ୍ଦୁ ଧର୍ମର ଅନ୍ୟତମ ପବିତ୍ର ପର୍ବ । ପ୍ରତି ୧୨ ବର୍ଷରେ ପାଳନ କରାଯାଉଥିବା ଏହି ଭବ୍ୟ ଉତ୍ସବରେ ବିଶ୍ୱର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଜାନୁଆରୀ…
ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ…
ଦେଶରେ ପ୍ରତିଦିନ ଅନେକ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସେ, ଯେଉଁଥିରେ କେତେକ ଲୋକଙ୍କର ମୃତ୍ୟୁ ମଧ୍ୟ ହୁଏ। ଏହି ସମୟରେ, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ…
ଦିଲ୍ଲୀ ନିର୍ବାଚନ: ବଡ଼ ଚେହେରାଙ୍କ ଉପରେ ବିଜେପିର ଭରସା
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ୨୯ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। କାଉନସିଲରଙ୍କ ସହ ୫ ମହିଳା ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି। ବିଜେପିର ଦ୍ୱିତୀୟ…
ମହାକୁମ୍ଭ ପାଇଁ ଓଡ଼ିଶାରୁ ଗଡ଼ିବ ବସ୍
ଉତ୍ତରପ୍ରଦେଶର ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳା ପାଇଁ ଆଜିଠୁ ଓଡ଼ିଶାରୁ ଯିବ ୮ଟି ବସ୍ । ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ଗଡ଼ିବ ବସ୍। ବ୍ରହ୍ମପୁରରୁ ବସ୍…
ଭାଜପାରେ ମିଶିବେ ଶରଦ ପାଓ୍ବାର- ଉଦ୍ଧବ ଠାକରେ? ଫଡ଼ନଭିସଙ୍କ ବୟାନ ଦେଲା ବଡ଼ ସଙ୍କେତ
ଏନସିପି ନେତା ଶରଦ ପାୱାରଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ। ଦେବେନ୍ଦ୍ର ଫଡନଭିସ କହିଛନ୍ତି ଯେ ଶରଦ ପାୱାର ହେଉଛନ୍ତି ଚାଣକ୍ୟ, ସେ…
ଇଂଲଣ୍ଡ ଟି-୨୦ ପାଇଁ ଭାରତୀୟ ଟିମ୍ ଘୋଷଣା; ଟିମକୁ ଫେରିଲେ ଶାମି
ନୂଆଦିଲ୍ଲୀ(ଆମ ଟିଭି): ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିଛି ଟିମ ଇଣ୍ଡିଆ । ସୂର୍ଯ୍ୟକୁମାର ଯାଦବ ଦଳର ଅଧିନାୟକ ହୋଇଥିବା ବେଳେ ଅକ୍ସର ପଟେଲଙ୍କୁ ଦଳର ଉପ-ଅଧିନାୟକ ପଦ…
୨୦୨୪ ଥିଲା ବିଶ୍ୱର ସବୁଠୁ ଉତ୍ତପ୍ତ ବର୍ଷ
୨୦୨୪ ଥିଲା ବିଶ୍ୱର ସବୁଠୁ ଉତ୍ତପ୍ତ ବର୍ଷ । ପ୍ରଥମ ଥର ପାଇଁ ବିଶ୍ୱର ହାରାହାରି ତାପମାତ୍ରା ପ୍ରାକ୍-ଶିଳ୍ପ ସ୍ତରଠାରୁ ୧ ଦଶମିକ ୫ ଡିଗ୍ରି ସେଲସିୟସ୍ ଅତିକ୍ରମ । ଯାହାକି ଆଗାମୀ ଦିନରେ…
ରାଜ୍ୟପାଳ ଲାଟସାହେବ ନୁହଁନ୍ତି ; ବିଜେପିରେ ମିଶିବା ପରେ ରଘୁବର ଦାସଙ୍କ ବୟାନ
ବିଜେପିରେ ମିଶିବା ପରେ ଓଡିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ବଡ ବୟାନ । କହିଲେ, ରାଜ୍ୟପାଳ ପଦବୀକୁ ସମସ୍ତେ ଲାଟସାହେବ ପଦ ବୋଲି ସମସ୍ତେ ଭାବନ୍ତି । କିନ୍ତୁ ପ୍ରଭୁ ଶ୍ରୀ…
ଅଭିନେତା ଟିକୁ ତଲସାନିୟାଙ୍କୁ ହୃଦଘାତ, ଡାକ୍ତରଖାନାରେ ଭର୍ତ୍ତି
ବଲିଉଡର ଜଣାଶୁଣା ଅଭିନେତା ଟିକୁ ତଲସାନିୟା ହୃଦଘାତର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶନିବାର ୭୦ ବର୍ଷୀୟ ଟିକୁଙ୍କ ସ୍ବାସ୍ଥ୍ୟାବସ୍ଥା…
ନିଜକୁ ଗୁଳି କଲେ ବିଧାୟକ! ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର
ଲୁଧିଆନା (ଆମ ଟିଭି): ପଞ୍ଜାବର ଲୁଧିଆନା ପଶ୍ଚିମ ନିର୍ବାଚନମଣ୍ଡଳୀର ଆମ ଆଦମୀ ପାର୍ଟି (ଆପ) ବିଧାୟକ ଗୁରୁପ୍ରୀତ ଗୋଗୀଙ୍କ ମୁଣ୍ଡରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଛି। ବିଧାୟକ…