Browsing Category
National
ଶ୍ରୀ ଜଗନ୍ନାଥ ରଥ ଯାତ୍ରା: ୟୁନେସ୍କୋ ସୂଚୀରେ ଯୋଡ଼ିବା ପାଇଁ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ପ୍ରୟାସ
ନୂଆଦିଲ୍ଲୀ (ଆମ ଟିଭି): ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ଆଜି ଲୋକସଭାରେ ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରାକୁ ୟୁନେସ୍କୋର ଲିଷ୍ଟ ଅଫ୍ ଇଣ୍ଟେଞ୍ଜେବଲ୍ କଲ୍ଚରାଲ ହେରିଟେଜ ଅଫ୍…
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ(ଆମ ଟିଭି): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କର ପରଲୋକ ହୋଇଛି। ତାଙ୍କର ବିୟୋଗରେ ସମଗ୍ର ରାଜନୈତିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି। ଦେବେନ୍ଦ୍ରଙ୍କ ନିଧନ ଖବର…
ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦ ଏବଂ ଆର୍ଏସ୍ଏସ୍ର କାମ ଦଙ୍ଗା କରିବା, ଉସୁକାଇବା: ସଞ୍ଜୟ ରାଉତ
ନୂଆଦିଲ୍ଲୀ (ଆମ ଟିଭି): ବିନୋଦ ବଂଶଲଙ୍କ ବୟାନର ଜବାବରେ ବିବାଦୀୟ ବୟାନ ଦେଇଛନ୍ତି ସଞ୍ଜୟ ରାଉତ। ସେ କହିଛନ୍ତି ଯେ, ଦେଶ ବିଭାଜନ ଆଡକୁ ଗତି କରୁଛି। ମୋତେ ଆଜିର ପରିସ୍ଥିତି ୧୯୪୭ ପୂର୍ବ…
ରଙ୍ଗର ପର୍ବରେ ରଙ୍ଗୀନ୍ ହେଲା ଦେଶ: ଶୁଭକାମନା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ରଙ୍ଗର ପର୍ବ ହୋଲି। ଆନନ୍ଦ ଉଲ୍ଲାସର ସହ ହୋଲି ପର୍ବକୁ ପାଳନ କରିବା ଲାଗି ସବୁଠି ବ୍ୟାପକ ଆୟୋଜନ କରାଯାଇଛି। ଗାଁଠୁ ସହର ସବୁଠି ଆରମ୍ଭ ହେଲାଣି ହୋଲି ସେଲିବ୍ରେସନ୍। ଏହି…
ଏବେ ଫେରିବେନି ସୁନୀତା ୱିଲିୟମ୍ସ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲଞ୍ଚ ହୋଇପାରିଲାନି ରକେଟ୍
ନୂଆଦିଲ୍ଲୀ (ଆମ ଟିଭି): ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ତାଙ୍କ ସାଥୀ ବୁଚ ୱିଲମୋରଙ୍କର ଫେରିବା ଆଶା କ୍ଷୀଣ । ମହାକାଶରେ ୯ ମାସ ଧରି ଫସିଥିବା ସୁନୀତା ଏବଂ ୱିଲମୋର ଖୁବଶୀଘ୍ର ଫେରି…
ପାକିସ୍ତାନ ଟ୍ରେନ ଅପହରଣ: ପାକିସ୍ତାନୀ ସେନାକୁ ବଡ଼ ସଫଳତା, ମୁକୁଳିଲେ ୧୫୫ ପଣବନ୍ଦୀ, ୨୭ ଜଣ ଅପହର୍ତ୍ତାଙ୍କ ମୃତ୍ୟୁ
(ଆମ ଟିଭି): ପାକିସ୍ତାନରେ ଟ୍ରେନ ହାଇଜ୍ୟାକ ମାମଲାରେ ପାକିସ୍ତାନୀ ସେନା ବଡ଼ ସଫଳତା ମିଳିଛି । ବାଲୁଚ ବିଛିନ୍ନତାବାଦୀଙ୍କ କବଳରୁ ମୁକୁଳିଲେ ୧୫୫ ପଣବନ୍ଦୀ । ମୁକୁଳିଥିବା ପଣବନ୍ଦୀଙ୍କ…
ହୋଲି ପୂର୍ବରୁ କୋଟି କୋଟି ପରିବାରକୁ ବଡ଼ ଉପହାର ଦେଲେ ସରକାର
ଲକ୍ଷ୍ନୌ (ଆମ ଟିଭି): ହୋଲି ପୂର୍ବରୁ, ଉତ୍ତର ପ୍ରଦେଶ ସରକାର ରାଜ୍ୟର ୧.୮୬ କୋଟି ପରିବାରକୁ ଏକ ବଡ଼ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ, ପରିବାରଗୁଡ଼ିକୁ ୧,୮୯୦…
କିଏ ହେବ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ? ହୋଲି ପରେ ହେବ ନିଷ୍ପତି
(ଆମ ଟିଭି): ବିଜେପିର ପରବର୍ତ୍ତୀ ସଭାପତି ହେବା ପାଇଁ କଣ ଯୋଗ୍ୟତା ହୋଇପାରେ? ଦକ୍ଷିଣ ଓ ପୂର୍ବାଞ୍ଚଳକୁ ଛାଡିଦେଲେ ଦେଶର ଅନ୍ୟଭାଗରେ ବିଜେପି ନିଜକୁ ପ୍ରତିଷ୍ଠିତ କରିପାରିଛି । ପୂର୍ବର…
ପ୍ରେମାନନ୍ଦ ମହାରାଜଙ୍କ ଭୟଙ୍କର ଭବିଷ୍ୟବାଣୀ: କହିଲେ କଳିଯୁଗରେ କ’ଣ ଘଟିବ, ଶୁଣିଲେ ଥରିଉଠିବେ…
ନୂଆଦିଲ୍ଲୀ (ଆମ ଟିଭି): ପ୍ରେମାନନ୍ଦ ଜୀ ମହାରାଜଙ୍କ କୌଣସି ପରିଚୟର ଆବଶ୍ୟକତା ନାହିଁ। ବୃନ୍ଦାବନର ପ୍ରସିଦ୍ଧ ସନ୍ଥଙ୍କୁ ଭେଟିବା ପାଇଁ ଦେଶ ଏବଂ ବିଦେଶରୁ ଲୋକମାନେ ଆସନ୍ତି। ଆଜିକାଲି ସେ…
ଦୁବାଇରେ ଇତିହାସ ରଚିଲା ଭାରତ: ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟରେ ହରାଇ ଜିତିଲା ଚାମ୍ପିୟାନ୍ସ ଟ୍ରଫି
ନୂଆଦିଲ୍ଲୀ: ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ୨୦୨୫ ଚମ୍ପିୟାନ୍ସ ଟ୍ରଫିର ଫାଇନାଲ ମ୍ୟାଚରେ ଭାରତ ଇତିହାସ ସୃଷ୍ଟି କରିଛି। ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇ ଭାରତ ଟାଇଟଲ…