Browsing Category
National
କିଛିଦିନ ମଧ୍ୟରେ ପଶ୍ଚିମବଙ୍ଗ ଆସିବେ ୧ କୋଟି ଶରଣାର୍ଥୀ: ଶୁଭେନ୍ଦୁ ଅଧିକାରୀଙ୍କ ଦାବି
ବାଂଲାଦେଶରେ ହିଂସା ଜାରି ରହିଛି। ଲକ୍ଷ ଲକ୍ଷ ବିକ୍ଷୋଭକାରୀ ସଂରକ୍ଷଣ ନାମରେ ହିଂସାତ୍ମକ ମନୋଭାବ ଗ୍ରହଣ କରିଥିଲେ। ଏହାରି ଭିତରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡିଛନ୍ତି।…
ବାଂଲାଦେଶ ଘଟଣାକୁ ନେଇ ଆସିଲା ମମତାଙ୍କ ପ୍ରଥମ ପ୍ରତିକ୍ରିୟା, ଭାଜପାକୁ ନେଇ କହିଦେଲେ ଏମିତି
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବାଂଲାଦେଶ ବିବାଦକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମମତା କହିଛନ୍ତି, ବାଂଲାଦେଶ ସମସ୍ୟାର ମୁକାବିଲା ପାଇଁ ଭାରତ ସରକାର…
ଇସ୍ତଫା ଦେଲେ ଶେଖ ହସିନା, ଛାଡିଲେ ଦେଶ
ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଶତାଧିକ ବିକ୍ଷୋଭକାରୀ ତାଙ୍କ ବାସଭବନ ଢାକା ପ୍ୟାଲେସରେ ପ୍ରବେଶ କରିଥିଲେ। ଏହା ପରେ ସେ ସାମରିକ ହେଲିକପ୍ଟରରେ…
ଏଲ୍ଡରମ୍ୟାନଙ୍କୁ ନେଇ ଏଲଜିଙ୍କ ନିଷ୍ପତ୍ତି ପୁରା ଠିକ୍ … କେଜ୍ରିୱାଲ ସରକାରଙ୍କୁ ସୁପ୍ରିମ ଝଟକା
ଏଲ୍ଡରମ୍ୟାନ୍ ନିଯୁକ୍ତି ମାମଲାରେ କେଜ୍ରିୱାଲ ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ଲାଗିଛି । ଏମସିଡି ଅର୍ଥାତ୍ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନରେ ୧୦ ଜଣ ଏଲ୍ଡରମ୍ୟାନଙ୍କୁ ମନୋନୀତ…
ଇସ୍ରାଏଲକୁ ଭାରତ ଅସ୍ତ୍ରଶସ୍ତ୍ର ନ ଯୋଗାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନିବେଦନ, ଚିଠିରେ ଲେଖା ଅଛି…
ନୂଆଦିଲ୍ଲୀ(ଆମ ଟିଭି): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଅଧିକ ଆକ୍ରମଣାତ୍ମକ ହେବାରେ ଲାଗିଛି। ଉଭୟ ପରସ୍ପର ଉପରେ ଆତ୍ମଘାତୀ ଆକ୍ରମଣ କରୁଛନ୍ତି। ଏହି ସମୟରେ ଇସ୍ରାଏଲ…
କାନ୍ଥ ଭୁଶୁଡ଼ି ଚାଲିଗଲା ୯ ଶିଶୁଙ୍କ ଜୀବନ, ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ(ଆମ ଟିଭି): ମଧ୍ୟପ୍ରଦେଶର ସାଗର ଜିଲାରେ ଏକ ଭୟଙ୍କର ଅଘଟଣ ଘଟିଛି। ଏଠାରେ ଏକ ମନ୍ଦିରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୯ ଶିଶୁଙ୍କର ଜୀବନ ଯାଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।…
ବିଶାଖାପାଟଣା ଷ୍ଟେସନରେ ଅଗ୍ନିକାଣ୍ଡ: କୋରାବ ଏକ୍ସପ୍ରେସ ଟ୍ରେନର ୩ଟି ବଗିରେ ଲାଗିଗଲା ନିଆଁ
ନୂଆଦିଲ୍ଲୀ(ଆମ ଟିଭି): ବିଶାଖାପାଟଣା ଷ୍ଟେସନରେ ଅଗ୍ନିକାଣ୍ଡ । ଷ୍ଟେସନରେ ଛିଡା ହୋଇଥିବା ବେଳେ ଲାଗିଗଲା ନିଆଁ । କୋରାବ ଏକ୍ସପ୍ରେସ ଟ୍ରେନର ୩ଟି ବଗିରେ ନିଆଁ । ଟ୍ରେନର ଏସି କୋଚରେ ନିଆଁ…
ମନ୍ଦିର ପାଚେରୀ ଭାଙ୍ଗି ଗଲା ୯ ଶିଶୁଙ୍କ ଜୀବନ; ଭାଗବତ କଥା ପାଇଁ ଚାଲିଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ନୂଆଦିଲ୍ଲୀ(ଆମ ଟିଭି): ମଧ୍ୟପ୍ରଦେଶ ସାଗର ଶାହାପୁରରେ ମନ୍ଦିର ପାଚେରୀ ଭୁଶୁଡ଼ି ୯ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତ ଶିଶୁଙ୍କ ବୟସ ୧୦ରୁ ୧୪ ବର୍ଷ ମଧ୍ୟରେ । ଶାହାପୁରର ମନ୍ଦିର ନିକଟରେ…
କଙ୍ଗନାଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଲେ ଶଙ୍କରାଚାର୍ଯ୍ୟ, କହିଲେ ମୁହଁ ଦେଖିଲେ ପାପ ଲାଗିବ…
ଶଙ୍କରାଚାର୍ଯ୍ୟ ତାଙ୍କର ଏକ ବିବୃତ୍ତିରେ ଭାଜପା ଏମପି କଙ୍ଗନା ରଣାୱତଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ, ତାଙ୍କ ମୁହଁକୁ ଦେଖିବା ପାପ। କହିରଖୁଛୁ କି, ଶଙ୍କରଚାର୍ଯ୍ୟ କିଛି…
ଇରାନ ଘଟଣା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଗାଳି ଦେଲେ ବାଇଡେନ
ଇରାନ ରାଜଧାନୀ ତେହେରାନରେ ହାମାସ ମୁଖ୍ୟ ଇସମାଇଲ ହାନିଆଙ୍କ ହତ୍ୟା ପରେ ପଶ୍ଚିମ ଏସିଆରେ ଯୁଦ୍ଧର କଳା ବାଦଲ ଛାଇ ରହିଛି। ହାନିଆଙ୍କ ମୃତ୍ୟୁ ପାଇଁ ଉଭୟ ହାମାସ ଏବଂ ଇରାନ ଇସ୍ରାଏଲକୁ ଦାୟୀ…