Browsing Category

National

ଆମେରିକାର ବଡ଼ ବୟାନ: ଭାରତ ହିଁ ବନ୍ଦ କରିପାରିବ ରୁଷିଆ-ୟୁକ୍ରେନ ଯୁଦ୍ଧ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପାଇଁ ରୁଷିଆ ଯାଇଥିଲେ। ସେତେବେଳେ ଆମେରିକା ଉଦ୍‌ବେଗ ପ୍ରକାଶ କରିଥିଲା। ମାତ୍ର ଏବେ ଆମେରିକା…

ନିଆରା ଅନ୍ଦାଜରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଲିମ୍ପିକ୍ସ ବିଜେତା ସାଇନାଙ୍କ ସହ ଖେଳିଲେ ବ୍ୟାଡମିଣ୍ଟନ ।

ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବୁଧବାର ରାଷ୍ଟ୍ରପତି ଭବନରେ ବ୍ୟାଡମିଣ୍ଟନ କୋର୍ଟରେ ବ୍ୟାଡମିଣ୍ଟନ…

ମହାକାଶରୁ ବିଶ୍ୱବାସୀଙ୍କୁ ସମ୍ବୋଧିତ କରିବେ ସୁନିତା ୱିଲିୟମ୍ସ; ଭାରତୀୟ ସମୟ ରାତି ୮.୩୦ରେ ନାସା ଅଫିସିଆଲ ୱେବସାଇଟରେ…

ନୂଆଦିଲ୍ଲୀ(ଆମ ଟିଭି):  ମହାକାଶରୁ ବିଶ୍ବବାସୀଙ୍କୁ ସମ୍ବୋଧିତ କରିବେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ। ଭାରତୀୟ ସମୟ ରାତି ୮ଟା ୩୦ ସମୟରେ ସୁନୀତା ୱିଲିୟମ୍ସ ମହାକାଶରୁ…

ଉତ୍ତରପ୍ରଦେଶ ଉନ୍ନାଓରେ ବଡ଼ ଧରଣର ବସ୍ ଦୁର୍ଘଟଣା; ୧୮ଜଣଙ୍କର ମୃତ୍ୟୁ, ୧୯ଜଣ ଗୁରୁତର ଆହତ

ନୂଆଦିଲ୍ଲୀ (ଆମ ଟିଭି): ଉତ୍ତରପ୍ରଦେଶ ଉନ୍ନାଓରେ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି। ଏଥିରେ ୧୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ଡାକ୍ତରଖାନାରେ…

କେଜ୍‌ରିଓ୍ବାଲଙ୍କୁ ଦିଲ୍ଲୀ କୋର୍ଟଙ୍କ ଓ୍ବାରେଣ୍ଟ  

ନୂଆଦିଲ୍ଲୀ, ୧୦।୭: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ଇଡି ଦାଏର କରିଥିବା ଚାର୍ଜଶିଟ୍‌କୁ ଭିତ୍ତିକରି ମଙ୍ଗଳବାର ତାଙ୍କ ବିରୋଧରେ…

ଆଣବିକ ପ୍ଲାଣ୍ଟ ନିର୍ମାଣ: ସହାୟତା କରିବ ରୁଷିଆ

କ୍ଷୁଦ୍ର ଆଣବିକ ଶକ୍ତି ପ୍ରକଳ୍ପ ନିର୍ମାଣ ପାଇଁ ରୁଷିଆ ଭାରତକୁ ସହାୟତା ଯୋଗାଇଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଆଟମ୍‌ ପାଭିଲିଅନ୍‌…

ଶ୍ରୀଲଙ୍କା ଗସ୍ତ ପାଇଁ ରୋହିତ-କୋହଲିଙ୍କୁ ମିଳିପାରେ ବିଶ୍ରାମ । ଏହି ଖେଳାଳିଙ୍କୁ ମିଳିପାରେ ଅଧିନାୟକ ଦାୟିତ୍ୱ…

ନୂଆଦିଲ୍ଲୀ (ଆମ ଟିଭି); ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ଜିତିସାରିଛି । ଆଉ ବିଶ୍ୱକପ୍ ଜିତିସାରିବା ପରେ ଏବେ ଦଳର ୧୨ ଜଣ ଖେଳାଳି ବିଶ୍ରାମ ନେଉଛନ୍ତି ।…

ହାଥରସ ଦଳାଚକଟା ଘଟଣାରେ ରିପୋର୍ଟ ଦାଖଲ କଲା ଏସଆଇଟି । ୩୦୦ ପୃଷ୍ଠାର ରିପୋର୍ଟରେ ବାବାଙ୍କୁ କ୍ଲିନଚିଟ୍ ।

ହାଥରସ୍ ଦଳାଚକଟା ଘଟଣାରେ ଏସଆଇଟି ଦାଖଲ କରିଛି ତଦନ୍ତ ରିପୋର୍ଟ । ୩୦୦ ପୃଷ୍ଠାର ରିପୋର୍ଟରେ ୧୧୯ ଜଣଙ୍କ ବୟାନ ରେକର୍ଡ କରାଯାଇଛି । ଏହି ରିପୋର୍ଟରେ ଭୋଲେ ବାବାଙ୍କ ନାଁରେ ଜଣାଯାଉଥିବା…

ମୋଦି-ପୁଟିନଙ୍କ ସାକ୍ଷାତକାରକୁ ନେଇ କାହିଁକି ଟେନସନରେ ଆମେରିକା

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ରୁଷିଆ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁଷିଆ ଗସ୍ତ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ: କହିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ରୁଷିଆ ଏବଂ ଅଷ୍ଟ୍ରିଆ ଗସ୍ତରେ ଅଛନ୍ତି। ସେ ମସ୍କୋର ନୁକୋଭୋ-୨ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ପହଞ୍ଚି ସେଠାରେ ତାଙ୍କୁ ସ୍ବାଗତ…