Browsing Category

National

କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ ଚାପୁଡ଼ା, ଗାମୁଛାକୁ ଭିଡ଼ି ମାରିଲେ ଯୁବକ

ଜୟପୁର : ରାଜସ୍ଥାନ ଜୟପୁରରେ ଏକ ପ୍ରତିବାଦ ସମୟରେ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ ଜଣେ ଯୁବକ ଚାପୁଡ଼ା ମାରିଛନ୍ତି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ବେଙ୍ଗାଲୁରୁରେ ପ୍ରତିବାଦ କରିବ CJP: ଯୋଗଦେବେ ପ୍ରକାଶ ରାଜ

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଫ୍ରିଡମ୍ ପାର୍କରେ କୋକରୋଚ୍ ଜନତା ପାର୍ଟି (CJP) ଆଜି ବିରୋଧ ପ୍ରଦର୍ଶନ କରିବ। ଅଭିନେତାରୁ ରାଜନେତା ହୋଇଥିବା ପ୍ରକାଶ ରାଜ ଏହି ପ୍ରତିବାଦରେ ଅଂଶଗ୍ରହଣ କରିବେ।…

ତାମିଲନାଡୁ ରାଜନୀତିରେ ତୀବ୍ର ହେଲା ବାକ୍‌ଯୁଦ୍ଧ: ବିଜୟଙ୍କୁ ଟାର୍ଗେଟ କଲେ ଷ୍ଟାଲିନ

ଚେନ୍ନାଇ:  ତାମିଲନାଡୁ ରାଜନୀତିରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଆହୁରି ତୀବ୍ର ହୋଇଛି। ଦ୍ରାବିଡ ମୁନେତ୍ର କାଝାଗମ (ଡିଏମକେ) ସଭାପତି ଏମ.କେ. ଷ୍ଟାଲିନ ତାମିଲାଗା ଭେଟ୍ରି…

ଆଜି ଭାରତ-ପାକିସ୍ତାନ ମୁକାବିଲା

ବର୍ମିଂହାମ: ଆଇସିସି ମହିଳା ଟି୨୦ ବିଶ୍ବକପର ଦଶମ ସଂସ୍କରଣ-୨୦୨୬ ରବିବାର ଗ୍ରୁପ-ଏର ମ୍ୟାଚରେ ଭାରତ-ପାକିସ୍ତାନକୁ ଭେଟିବ। ଉକ୍ତ ମ୍ୟାଚ ବର୍ମିଂହାମର ଏଜବାଷ୍ଟନ ଷ୍ଟାଡ଼ିୟମରେ ଖେଳାଯିବ।…

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଟିଏମ୍‌ସି ନେତା

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ସିଂହଙ୍କୁ ଭେଟିଛନ୍ତି ତୃଣମୂଳ କଂଗ୍ରେସ ନେତା ତଥା ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ…

ପୋଲିସ ପରୀକ୍ଷା ଆଶାୟୀଙ୍କ, ପାଟଳିପୁତ୍ର ରେଳଷ୍ଟେସନରେ ତୀବ୍ର ଉତ୍ତେଜନା

ପାଟନା: ବିହାରର ରାଜଧାନୀ ପାଟନାର ପାଟଳିପୁତ୍ର ରେଳଷ୍ଟେସନରେ ଛାତ୍ରଙ୍କ ତୀବ୍ର ଉତ୍ତେଜନା। ପୋଲିସ ନିଯୁକ୍ତି ପରୀକ୍ଷା ଦେବାକୁ ଯାଉଥିବା ଆଶାୟୀ ପରୀକ୍ଷାର୍ଥୀମାନେ ପ୍ରବଳ ହଙ୍ଗାମା…

ଅଡ଼ୁଆରେ ମମତା, ଭଣଜା ଅଭିଷେକ ବାନାର୍ଜୀଙ୍କ ଘରେ ପହଞ୍ଚିଲା ପୋଲିସ

କୋଲକାତା : ମମତା ବାନାର୍ଜୀ ଏବଂ ତାଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କ ସମସ୍ୟା କମିବାର ନାଁ ନେଉନି । ଦଳର ବିଦ୍ରୋହ ମଧ୍ୟରେ ଉଭୟ ନେତା ତଦନ୍ତ ଏଜେନ୍ସିଙ୍କ ଟାର୍ଗେଟରେ ଆସିଛନ୍ତି । ଆଜି…

ଆସାମ ଜୋରହାଟରେ ବାୟୁସେନା ବିମାନ କ୍ରାସ୍, ଉଦ୍ଧାର କାର୍ଯ୍ୟ ଜାରି

ଗୌହ୍ବାଟୀ : ଆସାମ ଜୋରହାଟରେ ଖସିପଡ଼ିଲା ବାୟୁସେନା ବିମାନ । ଜୋରହାଟ ଏୟାରବେସରେ ଖସିପଡିଲା AN-32 ବିମାନ । ଅବତରଣ ବେଳେ ବିମାନରେ ନିଆଁ ଲାଗିଯାଇଥିଲା । ଏୟାରବେସରେ ଲ୍ୟାଣ୍ଡିଂ ବେଳେ…

ଗ୍ରାହକଙ୍କୁ ବଡ଼ ଝଟକା, ମହଙ୍ଗା ହେଲା ବିଦ୍ୟୁତ୍ ବିଲ୍

ନୂଆଦିଲ୍ଲୀ : ଜୁନ୍‌ ମାସର ଭୀଷଣ ଗରମ ମଧ୍ୟରେ ଦିଲ୍ଲୀରେ ବିଦ୍ୟୁତ ମହଙ୍ଗା ହୋଇଛି। ଏବେ ଦିଲ୍ଲୀରେ ପ୍ରତିମାସ ବିଦ୍ୟୁତ ଦର ବଢ଼ିବ। DERC ଙ୍କ ଆଦେଶ ପରେ ବର୍ତ୍ତମାନ ବିଦ୍ୟୁତ ବଣ୍ଟନ…

ନିଟ୍‌ ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମାଗଣା ବସ୍‌ରେ ଯିବେ ନିଟ୍‌ (UG) ପରୀକ୍ଷାର୍ଥୀ

ଭୁବନେଶ୍ବର: ବଡ଼ ଘୋଷଣା କଲେ ରାଜ୍ୟ ସରକାର । ନିଟ୍ ୟୁଜି ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍ ସେବା । ଆଡମିଟ୍‌ କାର୍ଡ ଦେଖାଇ ପରୀକ୍ଷାର୍ଥୀ OSRTC ବସରେ ମାଗଣାରେ ଯାଇପାରିବେ । ପରୀକ୍ଷା…