Browsing Category
National
ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ: ଏହିଭଳି ରହିବ ସୁରକ୍ଷା ବ୍ୟବସ୍ଥା
ନୂଆଦିଲ୍ଲୀ (ଆମ ଟିଭି): ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଜୁଲାଇ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ରାଷ୍ଟ୍ରପତି ଭୁବନେଶ୍ୱର, ପୁରୀ, ଏବଂ…
ଟିମ୍ ଇଣ୍ଡିଆକୁ ଆଣିବା ପାଇଁ ଯାଇପାରେ ସ୍ୱତନ୍ତ୍ର ବିମାନ; ବାର୍ବାଡୋସରେ ଘୂର୍ଣ୍ଣିଝଡ ‘ବେରିଲ’ରେ ଫସିରହିଛନ୍ତି…
ଭୁବନେଶ୍ବର(ଆମ ଟିଭି): ଘୁର୍ଣ୍ଣିଝଡ଼ ଭିତରେ ୱେଷ୍ଟଇଣ୍ଡିଜର ବାର୍ବାଡୋସରେ ଫସିଛି ଭାରତୀୟ ଟିମ୍ । ସେମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ବିସିସିଆଇ ପଠାଇପାରେ ସ୍ୱତନ୍ତ୍ର ବିମାନ । ପାଗ…
କମିଲା ଏଲପିଜି ସିଲିଣ୍ଡର ଦର; ଜାଣନ୍ତୁ କେଉଁଠି କେତେ ହେଲା ଦର?
ନୂଆଦିଲ୍ଲୀ(ଆମ ଟିଭି): ମହଙ୍ଗାରୁ କିଛିଟା ଆଶ୍ୱସ୍ତି ମିଳିଛି। ତୈଳ କମ୍ପାନୀଗୁଡିକ କମିର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟରେ ସଂଶୋଧନ କରିଛନ୍ତି । ଆଜିଠାରୁ ୧୯ କେଜି କମର୍ସିଆଲ ଏଲପିଜି…
ଆଜିଠୁ ଦେଶରେ ନୂଆ ଅପରାଧିକ ଆଇନ; ସଂକ୍ଷେପରେ ଜାଣନ୍ତୁ କିପରି ହେବ ଆଇନ୍ ବ୍ୟବସ୍ଥା…
ନୂଆଦିଲ୍ଲୀ(ଆମ ଟିଭି): ଆଜିଠୁ ଦେଶରେ ଲାଗୁ ହେଲା ନୂଆ ଅପରାଧିକ ଆଇନ । ଏଣିକି ଦଣ୍ଡ ନୁହେଁ ଜନତାଙ୍କୁ ନ୍ୟାୟ ଦେବା ଉପରେ କାର୍ଯ୍ୟ କରିବ ଦେଶର ନ୍ୟାୟ ବ୍ୟବସ୍ଥା । ଭାରତୀୟ ନ୍ୟାୟ ସଂହିତା,…
ବର୍ଷାରେ ରାଜଧାନୀ ଦିଲ୍ଲୀର ସ୍ଥିତି ବେହାଲ
ଉବୁଟୁବୁ ରାଜଧାନୀ। ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ। ଭୟଙ୍କର ବର୍ଷା ପରେ ସୃଷ୍ଟି ହୋଇଛି ଜଳ ପ୍ରଳୟ ସ୍ଥିତି। ଦୀର୍ଘ ୮ ଦଶନ୍ଧିର ରେକର୍ଡ ଭାଙ୍ଗିଛି ୨୪ ଘଣ୍ଟାର ଅବିଶ୍ରାନ୍ତ ବର୍ଷା। ସବୁଠି…
ହେଲମେଟ୍ ନଥିଲେ ଦରମା ବନ୍ଦ । ବାଇକ୍ ଚଳାଇବାବେଳେ ପ୍ରାଥମିକ ଶିକ୍ଷକ ହେଲମେଟ୍ ନ ପିନ୍ଧିଲେ ବନ୍ଦ ହେବ ମାସିକ ଦରମା
ହେଲମେଟ୍ ନଥିଲେ ଦରମା ବନ୍ଦ । ଗାଡ଼ି ଚଳାଇଲା ବେଳେ ହେଲମେଟ୍ ପିନ୍ଧିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି । ଲୋକେ ଏହାକୁ ଅଣଦେଖା କଲେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଧନ ଜୀବନ ଉଭୟ ନଷ୍ଟ…
ମମତା ବାନାର୍ଜୀଙ୍କ ଅଡୁଆ ବଢିଲା
କୋଲକାତା,୨୯।୬: ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ଶୁକ୍ରବାର କୋଲକାତା ହାଇକୋର୍ଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ଯେଉଁଥିରେ…
ମୋବାଇଲରେ କଥା ହେଲା ପୁଣି ହେଲା ମହଙ୍ଗା; ଜିଓ ପରେ ଟାରିଫ ବଢ଼ାଇଲା ଏୟାରଟେଲ
ନୂଆଦିଲ୍ଲୀ (ଆମ ଟିଭି); ସରିଲା ନିର୍ବାଚନ ବଢିବ କଲ ରେଟ୍ । ଜିଓ ଓ ଏୟାରଟେଲ ନିଜ ନିଜର ଟାରିଫ୍ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ବଜାରରେ ସବୁଠୁ ଅଧିକ ଚାଲୁଥିବା ସିମ୍ ଜିଓ ୧୨ରୁ ୨୫…
ଲୋକପ୍ରିୟ ଅଭିନେତ୍ରୀ ହିନା ଖାନଙ୍କୁ କ୍ୟାନ୍ସର ; ସୋସିଆଲ ମିଡିଆରେ ପୋଷ୍ଟ କଲେ ଦୁଃଖଦ ଖବର
ନୂଆଦିଲ୍ଲୀ (ଆମ ଟିଭି): ଟେଲିଭିଜନ ତାରକା ହିନା ଖାନ ଶୁକ୍ରବାର ଦିନ ତାଙ୍କୁ ସ୍ତନ କର୍କଟ ହୋଇଛି ବୋଲି ଏକ ସୋସିଆଲ୍ ମିଡିଆ ପୋଷ୍ଟ୍ ଜରିଆରେ ପ୍ରକାଶ କରିଛନ୍ତି। ସେ କର୍କଟ ରୋଗରେ…
ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ କି ହେମନ୍ତ ସୋରେନ? ଜେଲରୁ ମୁକୁଳିବା ପୂର୍ବରୁ ଝାଡଖଣ୍ଡରେ ବଢିଲା ଚର୍ଚ୍ଚା
ନୂଆଦିଲ୍ଲୀ (ଆମ ଟିଭି): ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଳିଛି ଜାମିନ । ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ହେମନ୍ତଙ୍କୁ ଝାଡଖଣ୍ଡ ହାଇକୋର୍ଟରୁ ଜାମିନ ମିଳିଛି…