Browsing Category
National
କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି
ଭାଜପା ଏମ୍ପି ଭର୍ତ୍ତୃହରି ମହତାବ ସୋମବାର କାମଚଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥପାଠ କରାଇଛନ୍ତି। ଲଗାତର ୬ ଥର…
ରାଜଧାନୀକୁ ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଆଲର୍ଟ
ଦେଶର ରାଜଧାନୀରେ ଏକ ସପ୍ତାହ ଧରି ବର୍ଷା ହେବା ନେଇ ଜଣାପଡ଼ିଛି । ଏନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ଗତ କିଛିଦିନ ଧରି ଦିଲ୍ଲୀରେ ପ୍ରବଳ ଗରମ ଅନୁଭୂତ ହୋଉଥିଲା । ଯାହାକୁ ନେଇ…
ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିବେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା
ନୂଆଦିଲ୍ଲୀ (ଆମ ଟିଭି): କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ମୌସୁମୀ ଆସିବା ପରେ ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା…
ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରର ତାଗିଦ; ସକାଳ ୯.୧୫ ସୁଦ୍ଧା ଅଫିସରେ ପହଂଚିବାକୁ ନିର୍ଦ୍ଦେଶ, ନିୟମ ଭାଙ୍ଗିଲେ…
ନୂଆଦିଲ୍ଲୀ (ଆମ ଟିଭି): ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରର ତାଗିଦ । ୯ଟା ୧୫ ସୁଧା ଅଫିସ ଆସ ନହେଲେ କଟିବ ଦରମା । ଏଣିକି ବିଳମ୍ବରେ ଅଫିସ୍ ଆସୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ନିଆଯିବ…
ଟି-୨୦ ବିଶ୍ୱକପରେ ଭାରତର ବଡ଼ ବିଜୟ; ବାଂଲାଦେଶକୁ ୫୦ ରନରେ ପରାସ୍ତ କଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ (ଆମ ଟିଭି): ଟି-୨୦ ବିଶ୍ୱକପରେ ବାଂଲାଦେଶକୁ ଧୂଳି ଚଟାଇଛି ଭାରତ । ସୁପର-ଏଇଟ୍ ମୁକାବିଲାରେ ୫୦ ରନରେ ବାଂଲାଦେଶକୁ ହରାଇ ଦେଇଛି ଟିମ୍ ଇଣ୍ଡିଆ । ଏହି ବିଜୟ ସହ ସେମିଫାଇନାଲକୁ…
ଟି-୨୦ ବିଶ୍ୱକପରେ ବଡ ବିପର୍ଯ୍ୟୟ; ଅଷ୍ଟ୍ରେଲିଆକୁ ହରାଇଲା ଆଫଗାନିସ୍ତାନ
ନୂଆଦିଲ୍ଲୀ (ଆମ ଟିଭି): ଟି-୨୦ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ । ସୁପର-୮ ମୁକାବିଲାରେ ଅଷ୍ଟ୍ରେଲିଆକୁ ହରାଇଲା ଆଫଗାନିସ୍ତାନ । ୧୪୯ ରନକୁ ଟାର୍ଗେଟ୍ ପିଛା କରି ୧୨୭ ରନରେ ଅଲଆଉଟ୍ ହେଲା…
କଂଗ୍ରେସ ଓ ମମତାଙ୍କ ମଧ୍ୟରେ ସୁଧୁରୁଛି ଅନ୍ତଃକନ୍ଦଳ; ୱାଏନାଡରେ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ପ୍ରଚାର କରିବେ ମମତା…
ନୂଆଦିଲ୍ଲୀ (ଆମ ଟିଭି): କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କେରଳର ୱାଏନାଡ ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଏହି କ୍ରମରେ ସେ ନିର୍ବାଚନୀ ରାଜନୀତିରେ ପ୍ରବେଶ କରିବା ନେଇ…
କେଜ୍ରିଓ୍ବାଲଙ୍କୁ ବଡ଼ ଝଟକା; ଜାମିନ ଉପରେ ରୋକ ଲଗାଇଲେ ହାଇକୋର୍ଟ
ମଦ ଦୁର୍ନୀତି ମାମଲାରେ ନିମ୍ନ ଅଦାଲତରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଦିଆଯାଇଥିବା ଜାମିନ ହାଇକୋର୍ଟ ସ୍ଥଗିତ ରଖିଛନ୍ତି। ଏହି ମାମଲାର ଶୁଣାଣି ପର୍ଯ୍ୟନ୍ତ…
ଲଗାଣ ବର୍ଷା ପରେ ଆସାମର ହାଲ୍ ବେହାଲ୍; ଭୟଙ୍କର ବନ୍ୟା ସ୍ଥିତି
ନୂଆଦିଲ୍ଲୀ (ଆମ ଟିଭି); ଆସାମରେ ଭୟଙ୍କର ବନ୍ୟା ସ୍ଥିତି । ଲଗାଣ ବର୍ଷା ଯୋଗୁଁ ଅଣାୟତ୍ତ ହୋଇଛି ପରିସ୍ଥିତି । ଘରେ ଘରେ ବନ୍ୟା ପାଣି ପଶିଯାଇଥିବା ବେଳେ ରାସ୍ତାଘାଟ, ଚାଷଜମି ଆଦି ଜଳମଗ୍ନ…
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜରିୱାଲଙ୍କୁ ବଡ ଆଶ୍ୱସ୍ତି ; ଜାମିନ ମଞ୍ଜୁର ପରେ ଆଜି ଜେଲରୁ ମୁକ୍ତି
ନୂଆଦିଲ୍ଲୀ (ଆମ ଟିଭି); ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଆଶ୍ୱସ୍ତି । ଅରବିନ୍ଦଙ୍କୁ ଜାମିନ ପ୍ରଦାନ କରିଛନ୍ତି ଦିଲ୍ଲୀର ରାଉଜ ଆଭେନ୍ୟୁ…