Browsing Category
National
ଏକଜିଟ୍ ପୋଲକୁ ନେଇ ସୋନିଆ ଗାନ୍ଧୀଙ୍କ ପ୍ରତିକ୍ରିୟା; କହିଲେ, ଜୁନ୍ ୪ରେ ଫଳାଫଳକୁ କରନ୍ତୁ ଅପେକ୍ଷା
ନୂଆଦିଲ୍ଲୀ (ଆମ ଟିଭି): ମଙ୍ଗଳବାର ଆସିବାକୁ ଯାଉଛି ନିର୍ବାଚନ ରେଜଲ୍ଟ । ହେଲେ ଏହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଏବଂ ସର୍ଭେ ଏଜେନ୍ସିର ଏକଜିଟ୍ ପୋଲକୁ ନେଇ ଏବେ ଚର୍ଚ୍ଚା ଜୋର୍…
ଅମୁଲ ପରେ ମଦର ଡାଏରୀର; ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଲା କ୍ଷୀର ଦର
ନୂଆଦିଲ୍ଲୀ (ଆମ ଟିଭି): ନିର୍ବାଚନ ଫଳାଫଳ ଘୋଷଣାର ଗୋଟିଏ ଦିନ ପୂର୍ବରୁ ସାଧାରଣ ଖାଉଟିଙ୍କ ଉପରେ ହୋଇଛି ମହଙ୍ଗା ମାଡ । ଅମୁଲ ପରେ ମଦର ଡାଏରୀ ମଧ୍ୟ କ୍ଷୀର ମୂଲ୍ୟ ଲିଟର ପ୍ରତି ୨ ଟଙ୍କା…
ଆସାମରେ ବନ୍ୟା ସ୍ଥିତି ଗମ୍ଭୀର; ୧୩ ଜିଲ୍ଲାରେ ସାଢେ ୫ ଲକ୍ଷ ଲୋକ ପ୍ରଭାବିତ, ୬ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ (ଆମ ଟିଭି): ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବା ସହ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି। ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି, ନଦୀଗୁଡ଼ିକ ଜଳମଗ୍ନ ହୋଇଥିବା ବେଳେ ପ୍ରଭାବିତ ଲୋକମାନେ…
୨୦ଦିନ ଭିତରେ ଏନଡିଏରେ ସାମିଲ ହେବେ ଉଦ୍ଧବ ଠାକରେ! ମିଳିଲା ବଡ଼ ସଙ୍କେତ
ଲୋକ ସଭା ନିର୍ବାଚନ ୨୦୨୪ ପରେ ମହାରାଷ୍ଟ୍ର ରାଜନୈତିକ ମହଲରେ ବଡ଼ ଓଳଟ ପାଲଟ ଦେଖିବାକୁ ମିଳିପାରେ ବୋଲି ଆକଳନ କରାଯାଉଛି। ରେଜଲ୍ଟ ବାହାରିବାର ଦୁଇ ଦିନ ପୂର୍ବରୁ ରାଜ୍ୟର ଜଣେ ବିଧାୟକ ବଡ଼…
ବଢିଲା ସସ୍ପେନ୍ସ: ଫଳାଫଳ ଆସିବା ପୂର୍ବରୁ ପ୍ରେସ୍ କନଫରେନ୍ସ ଡାକିଲେ ନିର୍ବାଚନ ଆୟୋଗ
ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ ଗଣତି ପୂର୍ବରୁ ନିର୍ବାଚନ ଆୟୋଗ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିବେ। ଏହି ସାମ୍ବାଦିକ ସମ୍ମିଳନୀ ଦିନ ୧୨.୩୦ରୁ ଦିଲ୍ଲୀରେ ଆୟୋଜିତ ହେବ। ଏ…
ଭୋଟ୍ ଗଣତି କେନ୍ଦ୍ରକୁ ଖବରଦାତାଙ୍କୁ ମନା
କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ଚାମ୍ପୁଆରେ ମଙ୍ଗଳବାର ହେବାକୁ ଥିବା ବେଳେ ଅନେକ ଖବରଦାତାଙ୍କୁ ଖବର ସଂଗ୍ରହ ପାଇଁ ଏଣ୍ଟ୍ରି ପାସ୍ ମିଳିନାହିଁ। ଏଭଳିସ୍ଥଳରେ…
ଜମ୍ମୁକଶ୍ମୀର ପୁଲଓ୍ୱାମା ଜିଲ୍ଲାର ନିହାମା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ
ଘାଟିରେ ଫୁଟିଲା ଗୁଳି। ଜମ୍ମୁକଶ୍ମୀର ପୁଲଓ୍ୱାମା ଜିଲ୍ଲାର ନିହାମା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଆତଙ୍କବାଦୀଙ୍କୁ ଧରିବା ପାଇଁ ପୂରା ଅଞ୍ଚଳକୁ ସର୍ଚ୍ଚ…
ମୋଦିଙ୍କୁ ହିମାଳୟ ପର୍ବତ ସହ ତୁଳନା କଲେ ରାମଦେବ: ଜାଣନ୍ତୁ କାହିଁକି
୨୦୨୪ ଲୋକ ସଭା ନିର୍ବାଚନ ସହ ଜଡିତ ଏକଜିଟ ପୋଲର ଫଳାଫଳ ଆସିବା ପରେ ଯୋଗଗୁରୁ ବାବା ରାମଦେବଙ୍କ ବଡ ବିବୃତ୍ତି ଆସିଛି। ରାମଦେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହିମାଳୟ ପର୍ବତ ସହ…
ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ, କଂଗ୍ରେସରେ କରିଥିଲେ ବିଦ୍ରୋହ, ଏବେ ୩ୟ ଥର ରାଜଗାଦି ସମ୍ଭାଳିବେ…
୨୦୨୪ ଲୋକସଭା ନିର୍ବାଚନର ଦୁଇଟି ରାଜ୍ୟର ରେଜଲ୍ଟ ପ୍ରକାଶ ପାଇଛି। ଅରୁଣାଚଳ ପ୍ରଦେଶରେ ପୂର୍ବରୁ ଭାଜପା ସରକାର ଥିବାବେଳେ ଚଳିତ ନିର୍ବାଚନରେ ବହୁମତ ସହ ଦଳ ପୁଣି ସରକାର ଗଠନ କରିବାକୁ…
ଜନାଦେଶ ଚୋରଙ୍କ ସହ କଥାବାର୍ତ୍ତା ନାହିଁ’
ପାକିସ୍ତାନ ତେହେରିକ-ଇ-ଇନ୍ସାଫ (ପିଟିଆଇ) ପାକିସ୍ତାନ ମୁସ୍ଲିମ ଲିଗ୍-ନଓ୍ବାଜ ଖାଇବର ପାଖତୁନଖଓ୍ବା ଗଭର୍ନର ଫୈସଲ କରିମ କୁଣ୍ଡି ଦେଇଥିବା ପୁନଃଗଠନ ପ୍ରସ୍ତାବକୁ ଦୃଢ଼ ପ୍ରତ୍ୟାଖ୍ୟାନ…