Browsing Category
National
ପ୍ରାର୍ଥୀ ଦେବାକୁ ଡରୁଛି କଂଗ୍ରେସ, ସ୍ମୃତି ଇରାନି
ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟରେ ସମସ୍ତ ରାଜନୈତିକ ଦଳ ସେମାନଙ୍କ ବିରୋଧୀ ଦଳକୁ ଟାର୍ଗେଟ କରୁଛନ୍ତି। ଏହି ସମୟରେ ସିଟିଂ ଏମପି ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ…
ପୁଣି ବର୍ଷିଲେ ମମତା
ନିର୍ବାଚନ ବେଳେ କିଛି ଲୋକେ ଦଙ୍ଗା ସୃଷ୍ଟି କରିବାକୁ ଚେଷ୍ଟା କରିବେ। ସାବଧାନ ରୁହନ୍ତୁ। ଜାଲରେ ଫସନ୍ତୁ ନାହିଁ। ଆମେ ସୁନ୍ଦର ଓ ଶାନ୍ତ ପରିବେଶ ଚାହୁଁଛୁ। ତେଣୁ ସମସ୍ତଙ୍କୁ ଏକଜୁଟ…
କେ କବିତାଙ୍କୁ ଗିରଫ କଲା ସିବିଆଇ
ତେଲାଙ୍ଗନା ବିଆରଏସ (ଭାରତ ରାଷ୍ଟ୍ର ସମିତି) ନେତ୍ରୀ କେ କବିତାଙ୍କ ପାଇଁ ଅଡ଼ୁଆ ବଢିଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ତାଙ୍କୁ ଗିରଫ କରିଥିବା ବେଳେ ଏବେ ସିବିଆଇ ଗିରଫ କରିଛି। ଆଜି…
ଆମେରିକାର ପ୍ରସିଦ୍ଧ ସାପ୍ତାହିକ ମାଗାଜିନ କଭର ପେଜ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଭାରତର ତତ୍ତ୍କାଳିନ ପ୍ରଧାନମନ୍ତ୍ରୀ ଇନ୍ଦିର ଗାନ୍ଧିଙ୍କ ପରେ ପ୍ରଥମ ଥର ପାଇଁ ଆମେରିକାର ପ୍ରସିଦ୍ଧ ସାପ୍ତାହିକ ମାଗାଜିନ କଭର ପେଜ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୀର୍ଘ ୯୦…
ଓଲଟିଲା ସ୍କୁଲ ବସ୍: ୬ ଶିଶୁ ମୃତ, ୧୫ ଆହତ
ନୂଆଦିଲ୍ଲୀ (ଆମ ଟିଭି): ହରିୟାଣାର ମହେନ୍ଦ୍ରଗଡରେ ଏକ ଘରୋଇ ସ୍କୁଲ ବସ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୬ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଶିଶୁ ଆହତ ହୋଇଛନ୍ତି। ଆହତମାନଙ୍କୁ…
ଆପର ୭ ଏମପି ନିଖୋଜ
ଲୋକ ସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ପାର୍ଟିକୁ ସବୁଠାରୁ ଅଡ଼ୁଆରେ ପକାଇଛି ଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ…
ଜମ୍ମୁ-କଶ୍ମୀରର ପୁଲୱାମାରେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ
ନୂଆଦିଲ୍ଲୀ (ଆମ ଟିଭି): ଜମ୍ମୁ-କଶ୍ମୀରର ପୁଲୱାମାରେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ପୁଲୱାମାରେ ଆଜି ଭୋରୁ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ…
ଚଳିତ ବର୍ଷ ଶୀଘ୍ର ପହଞ୍ଚିପାରେ ମୌସୁମୀ: ଦେଶର ବିଭିନ୍ନ ସ୍ଥାନରେ ଅଧିକ ପରିମାଣର ହେଇପାରେ ବୃଷ୍ଟିପାତ
ନୂଆଦିଲ୍ଲୀ (ଆମ ଟିଭି): ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ମୌସୁମୀ ଋତୁ ପାଇଁ ଏହାର ବହୁ ପ୍ରତୀକ୍ଷିତ ପୂର୍ବାନୁମାନ ଜାରି କରିବାକୁ ଯାଉଛି । ଏହି ସମୟରେ ବିଶେଷଜ୍ଞମାନେ ପୂର୍ବାନୁମାନ…
କଟିଲା ଚଣ୍ଡିଗଡ ସାଂସଦ କିରଣ ଖେର୍ଙ୍କ ଟିକେଟ୍
କଟିଲା ଚଣ୍ଡିଗଡ ସାଂସଦ କିରଣ ଖେର୍ଙ୍କ ଟିକେଟ୍। ବିଜେପିରା ପ୍ରାର୍ଥୀ ତାଲିକାରେ ନାହିଁ ତାଙ୍କ ନାଁ। ଲୋକ ସଭା ନିର୍ବାଚନ ପାଇଁ ବିଜେପି ତା'ର ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି।…
ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ସନ୍ଦେଶଖାଲି ମାମଲାର ତଦନ୍ତ କରିବ ସିବିଆଇ
ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ସନ୍ଦେଶଖାଲି ମାମଲାର ଏବେ ତଦନ୍ତ କରିବ ସିବିଆଇ। ସନ୍ଦେଶଖାଲିର ଦୁଷ୍କର୍ମ, ଯୌନ ନିର୍ଯାତନା ଓ ଜମି ହଡପ ମାମଲାର ସିବିଆଇକୁ ତଦନ୍ତ କରିବାକୁ କଲିକତା ହାଇକୋର୍ଟ…