ଚାଲିଛି ଗଣତି, ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ; ପ୍ରାରମ୍ଭିକ ଟ୍ରେଣ୍ଡରେ ମ୍ୟାଜିକ୍ ନମ୍ବର ଛୁଇଁଲା ଏନଡିଏ

0

ନୂଆଦିଲ୍ଲୀ (ଆମ ଟିଭି): ଚାଲିଛି ଗଣତି, ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ । ଆଉ ପ୍ରାରମ୍ଭିକ ଟ୍ରେଣ୍ଡରେ ମ୍ୟାଜିକ୍ ନମ୍ବର ଛୁଇଁଛି ଏନଡିଏ । ବର୍ତ୍ତମାନ ସୁଦ୍ଧା ୫୩୧ ସିଟର ଟ୍ରେଣ୍ଡ ସାମ୍ନାକୁ ଆସିଥିବାବେଳେ, ୨୮୫ ସିଟରେ ଆଗୁଆ ରହିଛି ଏନଡିଏ । ସେହିପରି ଇଣ୍ଡିଆ ମେଣ୍ଟ ୨୨୩ ଭୋଟରେ ଆଗୁଆ ରହିଛି ଏବଂ ଅନ୍ୟ ୨୩ଟି ସିଟରେ ଆଗୁଆ ରହିଛନ୍ତି ।

ତେବେ ସରକାର ଗଠନ ପାଇଁ ଗୋଟିଏ ଦଳକୁ ମ୍ୟାଜିକ୍ ନମ୍ବର ପାର୍ ହେବାକୁ ପଡିବ । ଯାହାର ସଂଖ୍ୟା ହେଉଛି ୨୭୩ । ତେବେ ବର୍ତ୍ତମାନ୍ ଟ୍ରେଣ୍ଡ ସୁଦ୍ଧା ଏନଡିଏ ମ୍ୟାଜିକ୍ ନମ୍ବର ପାର୍ କରୁଥିବା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.