Browsing Category
National
ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି
ପିଏମ ମୋଦୀ ବୁଧବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି । ଏହି ସମୟରେ ସେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ଆଲୋଚନା କରିଥିଲେ ।…
କ୍ଷମା ମାଗିଲା ପ୍ରତାଞ୍ଜଳି
ସୁପ୍ରିମକୋର୍ଟଙ୍କ ନୋଟିସ୍ ପରେ କ୍ଷମା ମାଗିଲା ପତଞ୍ଜଳି। ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ତଥା ଯୋଗ ଗୁରୁ ରାମଦେବଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣ କମ୍ପାନୀ ପକ୍ଷରୁ କ୍ଷମା…
ଆଜି ଟିକେଟ ପାଇଁ ନବୀନ ନିବାସରେ ବୈଠକ
ଗୋଟିଏ ପଟେ ରାଜ୍ୟରେ ମେଣ୍ଟ ସରକାରଙ୍କୁ ନେଇ ଚିତ୍ର ସ୍ପଷ୍ଟ ହୋଇ ନ ଥିବା ବେଳେ ନବୀନ ନିବାସରେ ଟିକେଟ ପାଇଁ କସରତ ଚାଲିଛି। ଗୁରୁବାର ଭୁବନେଶ୍ୱର, କନ୍ଧମାଳ, ବ୍ରହ୍ମପୁର ବିଧାନସଭା…
ଗୋଟାଏ ପରିବାରରେ ୫ ମୃତ
ଜୟପୁରର ବିଶ୍ୱକର୍ମାଠାରେ ଅବସ୍ଥିତ ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି। ନିଆଁ ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଶିଶୁ ସମେତ ୫ ଜିଅନ୍ତା…
ଆଉ ନିର୍ବାଚନ ଲଢ଼ିବେ ନାହିଁ ପୂର୍ବତନ ମୁଖ୍ୟମନ୍ତ୍ରୀ
୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାନନ୍ଦ ଗୌଡା ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ନିର୍ଦ୍ଦଳୀୟ…
ଚାଇନା ଉପରେ ବର୍ଷିଲା ଆମେରିକା
ଆମେରିକା ଅରୁଣାଚଳ ପ୍ରଦେଶ ଉପରେ ଚାଇନାର ଦାବିକୁ ଖଣ୍ଡନ କରିଛି। ଆମେରିକା କହିଛି ଯେ, ଅରୁଣାଚଳ ପ୍ରଦେଶ ଚାଇନାର ନୁହେଁ। ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ଚାଇନାର ସୈନ୍ୟ ବାରମ୍ବାର…
ହେବ ବିଜେପି ଓ ବିଜେଡ଼ି ମେଣ୍ଟ !
ଭୁବନେଶ୍ୱର: ବିଜେଡି-ଭାଜପା ମେଣ୍ଟ ଉପରୁ ପରଦା ଉଠିପାରୁନାହିଁ। ମେଣ୍ଟ ହେବ କି ନାହିଁ, ହେବ ଯଦି କେବେ ଘୋଷଣା ହେବ ତାହାକୁ ନେଇ ସସ୍ପେନ୍ସ ଜାରି ରହିଛି। ଏହି ସମୟରେ ମେଣ୍ଟ ପ୍ରସଙ୍ଗ…
ଇଡିକୁ ଜବାବ ମାଗିଲେ କୋର୍ଟ, ଜାଣନ୍ତୁ କାହିଁକି
ଦିଲ୍ଲୀର ତଥା କଥିତ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୯ଥର ସମନ କରିଛି। କେବଳ ସେତିକି ନୁହେଁ ଦିଲ୍ଲୀ ଜଳ ବୋର୍ଡ ମାମଲାରେ…
ଜେଡିୟୁ ଛାଡ଼ିଲେ ମହାସଚିବ ଅଲି ଅଶରଫ ଫାତମି
ଦରଭଙ୍ଗା,: ଜନତା ଦଳ ୟୁନାଇଟେଡର ଜାତୀୟ ସାଧାରଣ ସମ୍ପାଦକ ବା ରାଷ୍ଟ୍ରୀୟ ମହାସଚିବ ଅଲି ଅଶରଫ ଫାତମି, ଦରଭଙ୍ଗା ଆସନ ଜିତିବାକୁ ଆଶା ରଖିଥିବା ବେଳେ ମଙ୍ଗଳବାର ନ୍ୟାସନାଲ ଡେମୋକ୍ରାଟିକ…
ତେଜସ୍ବୀ ସୂର୍ଯ୍ୟା ଅଟକ
କର୍ନାଟକର ବେଙ୍ଗାଲୁରୁରେ ଅଜାନ ସମୟରେ ହନୁମାନ ଚାଳିଶା ବଜାଇବାକୁ ନେଇ ଉପୁଜିଥିବା ବିବାଦ ବଢ଼ିବାରେ ଲାଗିଛି। ଏଠାରେ ହନୁମାନ ଚାଳିଶା ବଜାଇବାକୁ ନେଇ ଜଣେ ଦୋକାନୀଙ୍କୁ ମାର୍ମିଟ୍…