Browsing Category
National
ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ଇଲେକ୍ଟୋରାଲ ବଣ୍ଡ୍ ମାଧ୍ୟମରେ ଦେଇଛି ଚାନ୍ଦା
ନୂଆଦିଲ୍ଲୀ (ଆମ ଟିଭି): ଇଲେକ୍ଟୋରାଲ ବଣ୍ଡ୍ର ସବିଶେଷ ତଥ୍ୟ ସାର୍ବଜନୀନ ହେବା ପରେ ପ୍ରତିଦିନ ଏହା ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବଣ୍ଡ୍ଗୁଡିକର ସବିଶେଷ ତଥ୍ୟରୁ ଏହା ମଧ୍ୟ…
ପୁଣି ରାଜ୍ୟ ସରକାର ଏବଂ ରାଜ୍ୟପାଳ ମୁହାଁମୁହିଁ
ନୂଆଦିଲ୍ଲୀ (ଆମ ଟିଭି): ତାମିଲନାଡୁରେ ରାଜ୍ୟ ସରକାର ଏବଂ ରାଜ୍ୟପାଳ ପୁଣି ମୁହାଁମୁହିଁ ହୋଇଛନ୍ତି। ସିଏମ ଷ୍ଟାଲିନଙ୍କ ସୁପାରିଶ ସତ୍ତ୍ୱେ ବିଧାୟକ ଭାବେ ପୁନଃସ୍ଥାପିତ ହୋଇଥିବା କେ.…
ଚାଇନାକୁ ପାନେ ଦେଲା ଭାରତ
ନୂଆଦିଲ୍ଲୀ (ଆମ ଟିଭି): ସ୍ମାର୍ଟଫୋନ ଉତ୍ପାଦନରେ ଚାଇନା ବହୁତ ମଜଭୁତ। କିନ୍ତୁ ଏହି ଏକଚାଟିଆକୁ ଭାଙ୍ଗିବା ପାଇଁ ଆମେରିକୀୟ କମ୍ପାନୀଗୁଡିକ ଚାଇନାରୁ ଭାରତକୁ ଆସି ଉତ୍ପାଦନ ଆରମ୍ଭ କଲେ।…
ଇସ୍ତଫା ଦେଲେ ରାଜ୍ୟପାଳ: ଲଢିପାରନ୍ତି ନିର୍ବାଚନ
ନୂଆଦିଲ୍ଲୀ (ଆମ ଟିଭି): ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନ ଇସ୍ତଫା ଦେଇଛନ୍ତି। ତାମିଲନାଡୁରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି। ୨୦୧୯…
ସୁପ୍ରିମକୋର୍ଟରୁ ଏସବିଆଇକୁ ପୁଣି ଝଟକା: ଗୁରୁବାର ସନ୍ଧ୍ୟା ୫ଟା ସୁଦ୍ଧା ସମସ୍ତ ତଥ୍ୟ ଦେବ ଏସବିଆଇ
ନୂଆଦିଲ୍ଲୀ (ଆମ ଟିଭି): ସୁପ୍ରିମକୋର୍ଟରୁ ଏସବିଆଇକୁ ପୁଣି ଝଟକା । ନିର୍ବାଚନୀ ବଣ୍ଡ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି । ପୁଣି ଏସବିଆଇ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । କଣ ପାଇଁ ପୂରା…
ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହେଲେ ପୁଟିନ, ୫ମ ଥର ରାଷ୍ଟ୍ରପତି ଭାବେ ନେବେ ଶପଥ
ଋଷର ରାଷ୍ଟ୍ରପତି ନିର୍ବାଚନରେ ଭ୍ଲାଦିମିର୍ ପୁଟିନ୍ ପ୍ରାୟ 88 ପ୍ରତିଶତ ଭୋଟ୍ ସହ ଏକ ପରାଜୟ ନେତା ହୋଇପାରିଛନ୍ତି । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଏହାର ରିପୋର୍ଟରେ କହିଛି ଯେ ରବିବାର ଦିନ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ସମନ
ନୂଆଦିଲ୍ଲୀ (ଆମ ଟିଭି): କେଜ୍ରିୱାଲଙ୍କୁ ପୁଣି ସମନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଥରେ ସମନ ପଠାଇଛି ପ୍ରବର୍ତ୍ତର୍ନ ନିର୍ଦ୍ଦେଶାଳୟ ଇଡି । ଏହା କେଜ୍ରିୱାଲଙ୍କୁ…
ଓଡ଼ିଶାରେ ନିର୍ବାଚନ ଲଢିବ ଆପ୍: ଅରବିନ୍ଦ କେଜରିୱାଲ ଓଡ଼ିଶା ଆସିବେ
ଭୁବନେଶ୍ୱର (ଆମ ଟିଭି): ଓଡ଼ିଶା ରାଜନୀତିରେ ଏକ ପରିବର୍ତ୍ତନର ସଙ୍କେତ ମିଳୁଛି। ଭାଜପା ଓ ବିଜେଡି ମେଣ୍ଟ ହେବ ବୋଲି କୁହାଯାଉଛି। ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି, ବିଜେଡିକୁ କବ୍ଜାକୁ…
ବିଜେପିରେ ମିଶିଲେ ପ୍ରସିଦ୍ଧ ଗାୟିକା ଅନୁରାଧା ପୌଡଓ୍ବାଲ
ନୂଆଦିଲ୍ଲୀ (ଆମ ଟିଭି): ପ୍ରସିଦ୍ଧ ଗାୟିକା ଅନୁରାଧା ପୌଡଓ୍ବାଲ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି। ଶନିବାର ଅପରାହ୍ନରେ ଭାଜପା ଅଫିସରେ ପହଞ୍ଚି ସେ ଦଳରେ ସାମିଲ ହୋଇଛନ୍ତି।…
ନିର୍ବାଚନ କମିଶନରଙ୍କ ବଡ ଘୋଷଣା, ପ୍ରାର୍ଥୀ ଦେଇ ପାରିବେ ନାହିଁ ଏହି ଦଳ
ନୂଆଦିଲ୍ଲୀ (ଆମ ଟିଭି): ଲୋକସଭା ନିର୍ବାଚନ ନେଇ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି । ରାଜୀବ କୁମାରଙ୍କ ସୂଚନା ମୁତାବକ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ହେବ । ମେ ମାସ ୧୩…