Browsing Category

National

ଏସିଆନ୍ ଗେମ୍ସରେ ଭାଗ ନେଇଥିବା ଭାରତୀୟ ଖେଳାଳୀଙ୍କୁ ଆଜି ଭେଟିବେ ମୋଦୀ

ନୂଆଦିଲ୍ଲୀ(ଆମ ଟିଭି): ଚଳିତ ବର୍ଷ ଏସିଆନ୍ ଗେମ୍ସରେ ଭାରତୀୟ ଖେଳାଳୀ ସେମାନଙ୍କ ଜଲୱା ଦେଖାଇଛି । ୧୦୭ଟି ପଦକ ଜିତି ରେକର୍ଡ ହାସଲ କରିଛି । ଏହାରି ଭିତରେ ଏସିଆନ୍ ଗେମ୍ସରେ ଭାଗ ନେଇଥିବା…

ଆପ୍ ବିଧାୟକ ଅମାନତୁଲ୍ଲାଙ୍କ ଘରେ ଇଡିର ଚଢାଉ

ନୂଆଦିଲ୍ଲୀ(ଆମ ଟିଭି): ଗତ କିଛି ଦିନ ହେବ ଇଡି ଆକ୍ସନ ମୁଡରେ ରହିଛି । ଇଡି ଟାର୍ଗେଟରେ ବର୍ତ୍ତମାନ ରହିଛି ଆମ୍ ଆଦମୀ ପାର୍ଟି । ଏହାରି ଭିତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)…

ଇସ୍ରାଇଲ୍-ପାଲେଷ୍ଟାଇନ୍ ଯୁଦ୍ଧ: ଇସ୍ରାଇଲକୁ ୫ ରାଷ୍ଟ୍ରର ସମର୍ଥନ

ନୂଆଦିଲ୍ଲୀ(ଆମ ଟିଭି): ଇସ୍ରାଇଲ-ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ହାମାସ ଆତଙ୍କବାଦୀ ଇସ୍ରାଇଲ୍ ଉପରେ ଆକ୍ରମଣ କରିବା ପରେ ଇସ୍ରାଇଲ ମଧ୍ୟ ଯୁଦ୍ଧ ଘୋଷଣା…

ଜାତିଗତ ଜନଗଣନା ହେବ କଂଗ୍ରେସ ଶାସିତ ରାଜ୍ୟରେ

ନୂଆଦିଲ୍ଲୀ: କଂଗ୍ରେସ ଶାସିତ ସମସ୍ତ ରାଜ୍ୟରେ ହେବ ଜାତିଗତ ଜନଗଣନା । ଏନେଇ ଘୋଷଣା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି । ରାହୁଲ ଗାନ୍ଧି ସୋମବାର କହିଛନ୍ତି, କଂଗ୍ରେସ…

ଦଶମ ବୋର୍ଡ ପରୀକ୍ଷାକୁ ନେଇ ଏମିତି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଗୋଟିଏ ବର୍ଷରେ ଦୁଇ ଥର ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବ୍ୟବସ୍ଥା ରହିଛି। କିନ୍ତୁ ଏହା ବାଧ୍ୟତାମୂଳକ ନୁହେଁ। ପିଲାମାନେ ଚାହିଁଲେ ନିଜ ପସନ୍ଦ ଅନୁସାରେ ଗୋଟିଏ ଥର ବୋର୍ଡ ପରୀକ୍ଷା…

୩ ରାଜ୍ୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି,ଜାଣନ୍ତୁ ଶିବରାଜଙ୍କୁ କେଉଠୁ ମିଳିଲା ଟିକେଟ

ନୂଆଦିଲ୍ଲୀ: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା ହେବା ସହିତ ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ପାଇଁ ବିଜେପି ଏହି ତାଲିକା ପ୍ରକାଶ…

ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲ୍ଡିନଙ୍କୁ ଅର୍ଥନୀତି ନୋବେଲ

ଷ୍ଟକହୋମ : ଆମେରିକାର ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲ୍ଡିନଙ୍କୁ ୨୦୨୩ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ଏ ସମ୍ପର୍କରେ ଆଜି  ଷ୍ଟକହୋମଠାରେ ରୟାଲ ସ୍ବିଡିସ ଏକାଡେମି ଅଫ…

୬୦ଲକ୍ଷ ନୂଆ ଭୋଟର ଦେବେ ଭୋଟ

ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କେଉଁ ରାଜ୍ୟରେ କେତେ ଲୋକ ଭୋଟ ଦେବାକୁ ଯାଉଛନ୍ତି। ସେ କହିଛନ୍ତି ଯେ ଏଥର ୬୦…

ବିରାଟଙ୍କୁ ଶୁଭେଚ୍ଛା ଜଣାଇଲେ ଅନୁଷ୍କା

ନୂଆଦିଲ୍ଲୀ: ଗତକାଲି ସମଗ୍ର ଦେଶରେ ଉତ୍ସବର ପରିବେଶ ସୃଷ୍ଟି ହୋଇଥିଲା । 'ବିଶ୍ୱକପ ୨୦୨୩' ର ପଞ୍ଚମ ମ୍ୟାଚରେ ଭାରତ ଅଷ୍‌ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି । ଟିମ୍‌ ଇଣ୍ଡିଆର ଏହି…

ଦେଶରେ ପ୍ରଥମ ୬ଜି ଲ୍ୟାବ ବେଙ୍ଗାଲୁରୁରେ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଇଣ୍ଟରନେଟ୍‌ କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ବିକାଶ ଘଟିଠି । ଦେଶରେ ୫ଏ ଲଞ୍ଚ ହେବାର ପ୍ରାୟ ଏକ ବର୍ଷ ବିତିଗଲାଣି । ଟେଲିକମ୍‌ କମ୍ପାନୀଗୁଡିକ ଦେଶର ପ୍ରତ୍ୟେକ କୋଣକୁ ଶୀଘ୍ର…