Browsing Category
National
ବିଜେଡି ନେତାଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ
ଭୁବନେଶ୍ବର: ଗତକାଲି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଗୋପାଳ ପାଣିଗ୍ରାହୀଙ୍କୁ ବିରୋଧ କରାଯାଇଥିଲା। ଏଥିଲାଗି ଯେଉଁ ହାଇ ଡ୍ରାମା ଦେଖିବାକୁ ମିଳିଲା, ତାକୁ ନେଇ କଂଗ୍ରେସ ପ୍ରଚାର କମିଟି…
ୟେଭ୍ଗେନି ପ୍ରିଗୋଜିନ୍ଙ୍କ ମୃତ୍ୟୁକୁ ନେଇ ଏମିତି କହିଲା ଋଷ
ମସ୍କୋ: କ୍ରେମ୍ଲିନ୍ ଆଦେଶକ୍ରମେ ‘ୱାଗ୍ନର୍’ ମୁଖ୍ୟ ୟେଭ୍ଗେନି ପ୍ରିଗୋଜିନ୍ଙ୍କୁ ହତ୍ୟା କରାଯାଇଛି ବୋଲି ପାଶ୍ଚାତ୍ୟ ରାଷ୍ଟ୍ର କରୁଥିବା ଦାବି ‘ଡାହା ମିଛ’ ବୋଲି ଶୁକ୍ରବାର ଦିନ…
ଦିନିକିଆ ବିଶ୍ୱକପ୍ ୨୦୨୩: ଟିକେଟ୍ ବିକ୍ରି ଆରମ୍ଭ ହେଉ ହେଉ କ୍ରାସ୍ ହୋଇଗଲା ୱେବସାଇଟ୍
ନୂଆଦିଲ୍ଲୀ (ଆମ ଟିଭି): ଦିନିକିଆ ବିଶ୍ୱକପ୍ ୨୦୨୩ ଭାରତରେ ଆୟୋଜିତ ହେବାକୁ ଯାଉଛି । ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏହା ଏକ ବଡ ଉପହାର ଯେ ଏଥର କ୍ରିକେଟ୍ ର ମହାକୁମ୍ଭର ସମସ୍ତ…
ମଦୁରାଇରେ ପୁଣି ଟ୍ରେନରେ ଲାଗିଲା ନିଆଁ
ନୂଆଦିଲ୍ଲୀ (ଆମ ଟିଭି): ପୁଣି ଏକ ଟ୍ରେନରେ ଅଘଟଣ ଖବର ସାମ୍ନାକୁ ଆସିଛି । ପୁଣି ଟ୍ରେନ୍ରେ ଲାଗିଛି ନିଆଁ । ଲକ୍ଷ୍ନୌରୁ ରାମେଶ୍ବରମ୍ ଅଭିମୁଖେ ଯାଉଥିବା ଏକ ଟ୍ରେନ୍ର ‘ଟୁରିଷ୍ଟ୍…
ବିଦେଶରୁ ଫେରି ସିଧା ଇସ୍ରୋର ବୈଜ୍ଞାନିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ (ଆମ ଟିଭି): ବିଦେଶ ଗସ୍ତ ସାରି ଆଜି ଭାରତ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସିଧାସଳଖ ସେ ‘ଇସ୍ରୋ’ର ‘ଟେଲିମେଟ୍ରି ଟ୍ରାକିଙ୍ଗ୍ ଆଣ୍ଡ୍ କମାଣ୍ଡ୍ ନେଟ୍ୱାର୍କ…
ଅଗଷ୍ଟ ୨୩ରେ ପାଳନ ହେବ ଜାତୀୟ ମହାକାଶ ଦିବସ
ନୂଆଦିଲ୍ଲୀ (ଆମ ଟିଭି): ଅଗଷ୍ଟ୨୩ରେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିଥିଲା ଚନ୍ଦ୍ରଯାନ-୩ । ତେଣୁ ଏହି ଦିବସକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯିବ । ଏନେଇ ଘୋଷଣା…
ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମଧ୍ୟକାଳୀନ ଜାମିବକୁ ସେପ୍ଟେମ୍ବର ୧କୁ ବୃଦ୍ଧି
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଅର୍ଥ କାରବାର ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଅଗଷ୍ଟ ୨୫ ରୁ…
ଜି-୨୦ ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଆସିବେନି ପୁଟିନ୍
ନୂଆଦିଲ୍ଲୀ (ଆମ ଟିଭି): ଭାରତରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ବ୍ୟକ୍ତିଗତ ଭାବେ ଯୋଗଦେବାକୁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର କୌଣସି ଯୋଜନା ନାହିଁ। କ୍ରେମଲିନକୁ…
ଗୌହାଟୀ ହାଇକୋର୍ଟରେ ବିଚାର ହେବ ମଣିପୁର ହିଂସା ମାମଲା
ନୂଆଦିଲ୍ଲୀ (ଆମ ଟିଭି): ସିବିଆଇ ଦ୍ୱାରା ଅନୁସନ୍ଧାନ କରାଯାଉଥିବା ମଣିପୁର ହିଂସା ମାମଲାର ଆସାମର ରାଜଧାନୀ ଗୌହାଟୀରେ ବିଚାର କରାଯିବ। ସୁପ୍ରିମକୋର୍ଟ ଗୌହାଟି ହାଇକୋର୍ଟର ପ୍ରଧାନ…
ହଠାତ୍ ଅସୁସ୍ଥ ହୋଇପଡ଼ିଲେ ଯାତ୍ରୀ, ଜୟପୁରରେ ଜରୁରୀ ଅବତରଣ କଲା ବିମାନ
ନୂଆଦିଲ୍ଲୀ (ଆମ ଟିଭି): ଆକାଶରେ ଉଡ଼ୁଥିଲା ବିମାନ, ହଠାତ୍ ଜଣେ ଯାତ୍ରୀ ଅସୁସ୍ଥ ହୋଇପଡ଼ିଲେ । ଯେଉଁଥିପାଇଁ ଜୟପୁରରେ ଜରୁରୀ ଅବତରଣ କଲା ଏକ ଘରୋଇ ବିମାନ । ଏୟାରଲାଇନ୍ସ ବିମାନର ବିମାନ…