Browsing Category
National
ଓବାମାଙ୍କୁ ଋଷ ମନା: ପ୍ରତିବନ୍ଧକ ଲଗାଇଲେ ପୁଟିନ୍
ନୂଆଦିଲ୍ଲୀ (ଆମ ଟିଭି): ଋଷରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସି ପହଞ୍ଚିଛି । ତାହା ହେଉଛି, ଓବାମାଙ୍କୁ ରୁଷ ମନା । ଏଣିକି ରୁଷ ପ୍ରବେଶ ଉପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ…
ଆଦାନୀ ଗ୍ରୁପକୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି
ନୂଆଦିଲ୍ଲୀ (ଆମ ଟିଭି): ଦୀର୍ଘଦିନ ଧରି ଆଦାନୀ ଗ୍ରୁପ୍ ଓ ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ଏହାରି ଭିତରେ ଆଦାନୀ ଗ୍ରୁପକୁ ସୁପିମକୋର୍ଟରୁ ଆଶ୍ୱସ୍ତି…
୨୦୦୦ ନୋଟ ବନ୍ଦ ନିଷ୍ପତ୍ତିକୁ ସ୍ୱାଗତ କଲେ ଚନ୍ଦ୍ରବାବୁ ନାଇଡୁ
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ୨୦୦୦ ଟି ନୋଟକୁ ବନ୍ଦ କରିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।…
ବନ୍ଦ ହେବ ୨ହଜାରିଆ ନୋଟ !
ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରିବାକୁ ଯାଉଛି । ତଥାପି, ଏହା ଆଇନଗତ ଟେଣ୍ଡର ରହିବ । ଭାରତର ରିଜର୍ଭ ବ୍ୟାଙ୍କ ବ୍ୟାଙ୍କଗୁଡ଼ିକୁ ୨୦୦୦…
୨୮ରେ ସଂସଦ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ମୋଦୀ
ନୂଆଦିଲ୍ଲୀ (ଆମ ଟିଭି): ଆଗାମୀ ମଇ ୨୮ରେ ନବ ନିର୍ମିତ ସଂସଦ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲୋକସଭାର ବାଚସ୍ପତି ଓମ ବିର୍ଲା ଗୁରୁବାର…
ଚିତା ମୃତ୍ୟୁକୁ ନେଇ କେନ୍ଦ୍ର ସରକାରଙ୍କୁ ଏପରି କହିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ (ଆମ ଟିଭି): ବିଦେଶରୁ ଭାରତ ଆସିଥିବା ୩ ଚିତାଙ୍କ ମୃତ୍ୟୁପରେ ଏବେ ତାକୁ ନେଇ ସବୁଠି ଚର୍ଚ୍ଚା । ଦୁଇ ମାସ ମଧ୍ୟରେ ତିନିଟି ଚିତାଙ୍କ ମୃତ୍ୟୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଉଦବେଗ…
ଆଜିଠୁ ୬ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ (ଆମ ଟିଭି): ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ । ଆଜିଠାରୁ ୬ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମୋଦି ୩ ଟି ଦେଶ ଜାପାନ୍,…
ଆସନ୍ତାକାଲି କର୍ଣ୍ଣାଟକରେ ନୂଆ ସରକାରଙ୍କ ଶପଥ ସମାରୋହ: ଚାଲିଛି ପ୍ରସ୍ତୁତି
ନୂଆଦିଲ୍ଲୀ (ଆମ ଟିଭି): ଆସନ୍ତାକାଲି କର୍ଣ୍ଣାଟକ ପାଇବ ନୂଆ ମୁଖ୍ୟମନ୍ତ୍ରୀ । କର୍ଣ୍ଣାଟକରେ ନୂଆ ସରକାର ଶପଥ ସମାରୋହ ଆସନ୍ତାକାଲି ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ…
ଶପଥ ନେଲେ ସୁପ୍ରିମକୋର୍ଟର ଦୁଇ ନୂଆ ବିଚାରପତି
ନୂଆଦିଲ୍ଲୀ (ଆମ ଟିଭି): ଶପଥ ନେଲେ ସୁପ୍ରିମକୋର୍ଟର ଦୁଇ ନୂଆ ବିଚାରପତି । ସୁପ୍ରିମକୋର୍ଟର ଦୁଇ ନୂତନ ବିଚାରପତିଙ୍କ ଶପଥ ଗ୍ରହଣ ଆଜି ଅନୁଷ୍ଠିତ ହୋଇଛି । ସର୍ବୋଚ୍ଚ କୋର୍ଟର ବିଚାରପତି…
ମୁଖ୍ୟାମନ୍ତ୍ରୀ ନିର୍ଦ୍ଦେଶ ବଞ୍ଜାବରେ ଚାଲିବ ବୁଲଡୋଜର
ପଞ୍ଜାବ: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ସରକାରୀ ଜମିରେ କବଜା କରୁଥିବା ଲୋକଙ୍କ ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି । ସିଏମ୍ ମାନ ଟୁଇଟ୍ କରି ଲେଖିଛନ୍ତି, 'ଯେଉଁମାନେ ପଞ୍ଜାବର…