Browsing Category

National

ମେଡିକାଲରେ ଭର୍ତ୍ତି ହେଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡ଼ି କୁମାରସ୍ବାମୀ

ନୂଆଦିଲ୍ଲୀ : କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି(ଏସ୍) ନେତା ଏଚ୍‌ଡି କୁମାରସ୍ୱାମୀଙ୍କୁ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶନିବାର ସନ୍ଧ୍ୟାରେ ସେ…

ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆସନ୍ତା ସେପ୍ଟେମ୍ବର ମାସ‌ରେ ଭାରତ ଗସ୍ତରେ ଆସିବେ। ୨୦୨୩ ବର୍ଷ ଉଭୟ ଭାରତ-ଆମେରିକା ସମ୍ପର୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବର୍ଷ ହେବ ବୋଲି…

ଧାରଣାରେ ବସିଲେ ସତ୍ୟପାଲ ମଲ୍ଲିକ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଶନିବାର ଦିନ ତାଙ୍କ ସମର୍ଥକମାନଙ୍କ ସହ ନୂଆଦିଲ୍ଲୀର ଏକ ଥାନାରେ ଧାରଣାରେ ବସିବା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। କୌଣସି…

ଆତ୍ମସମର୍ପଣ କଲା ଅମୃତପାଲ ସିଂହ

ନୂଆଦିଲ୍ଲୀ :ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିବା ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ଶେଷରେ ଆତ୍ମସମର୍ପଣ କରିଛି। ପଞ୍ଜାବର ମୋଗା ପୁଲିସ ନିକଟରେ ଅମ୍ରିତପାଲ ଆତ୍ମସମର୍ପଣ କରିବା ପରେ…

ଆସନ୍ତାକାଲି ଠୁ ଭୁବନେଶ୍ୱରରେ ଆରମ୍ଭ ହେବ ଜି୨୦ ସମ୍ମିଳନୀ

ଭୁବନେଶ୍ୱର (ଆମ ଟିଭି): ଜି୨୦ ପାଇଁ ଚଳଚଞ୍ଚଳ ଭୁବନେଶ୍ୱର । ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ଜି ୨୦ ସମ୍ମିଳନୀ । ରାଜଧାନୀର ବିଭିନ୍ନ ସ୍ଥାନରେ ସେମିନାର ଓ ବୈଠକ କରାଯିବ ।…

କଟକରେ ଆଇନ ଛାତ୍ରୀଙ୍କୁ ଦୁଷ୍ମର୍ମ ଅଭିଯୋଗ: ଅଭିଯୋଗ ପରେ ହୋଟେଲ ମ୍ୟାନେଜର ଗିରଫ

ଭୁବନେଶ୍ୱର (ଆମ ଟିଭି): କଟକରେ ଆଇନ ଛାତ୍ରୀଙ୍କୁ ଦୁଷ୍ମର୍ମ ଅଭିଯୋଗ । ମଧୁପାଟଣା ଅଞ୍ଚଳରେ ଥିବା ଏକ ପ୍ରତିଷ୍ଠିତ ହୋଟେଲରେ ନିର୍ୟାତନାର ଶିକାର ହୋଇଥିବା ମଧୁପାଟଣା ଥାନାରେ ଏତଲା ।…

ସରକାରୀ ଘର ଛାଡ଼ିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି

ନୂଆଦିଲ୍ଲୀ :ମୋଦି ସରନେମ’ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଲୋକସଭା ସଦସ୍ୟ ପଦ ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଶନିବାର ଦିଲ୍ଲୀର ୧୨ ତୋଗଲକ ରୋଡ୍‌ ସ୍ଥିତ ତାଙ୍କ…

କର୍ଣ୍ଣାଟକ ନିର୍ବାଚନ : କାହିଁକି କଟିଲା ଟିକେଟ କହିଲେ ଅମିତ୍ ଶାହା

ଭୁବନେଶ୍ୱର :ଚଳିତ କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ କିଛି ବିଧାୟକଙ୍କୁ ଟିକେଟ ଦେଇ ନାହିଁ ବିଜେପି। ଏମିତିକି ଦଳର ଆଗଧାଡ଼ିର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାରଙ୍କ…

ପ୍ରଧାନମନ୍ତ୍ରୀଙ୍କୁ ଧନକପୂର୍ଣ୍ଣ ଚିଠି

ନୂଆଦିଲ୍ଲୀ : ଆସନ୍ତା ସୋମବାର ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ କେରଳ ଗସ୍ତରେ ଯାଉଥିବା ବେଳେ ତାଙ୍କୁ ସେଠାରେ ଆକ୍ରମଣ କରିବାକୁ ଧମକପୂର୍ଣ୍ଣ ଚିଠି ଆସିଛି। ରାଜୀବ…

ମନୀଷ କାଶ୍ୟପ ମାମଲା : ତାମିଲନାଡ଼ୁ ସରକାରଙ୍କୁ ସୁପ୍ରିମକୋର୍ଟ ପ୍ରଶ୍ନ, ଜାଣନ୍ତୁ କଣ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆଜି ୟୁଟ୍ୟୁବର୍‌ ମନୀଷ କାଶ୍ୟପଙ୍କ ଏକ ଆବେଦନର ଶୁଣାଣି କରିବା ସମୟରେ ତାମିଲନାଡ଼ୁ ସରକାରଙ୍କ ଉପରେ ବର୍ଷିଛନ୍ତି। ମନୀଷ କଶ୍ୟପଙ୍କ ବିରୋଧରେ ଏନଏସଏ (ଜାତୀୟ…