Browsing Category
National
ଆନ୍ଦୋଳନରୁ ଶର୍ମିଲା ଉଠାଇ ନେଇ ଘରେ ଛାଡିଲା ପୋଲିସ
ହାଇଦ୍ରାବାଦ: ପ୍ରଶ୍ନପତ୍ର ଲିକ୍ ବିରୋଧରେ ଆଜି ନାମପାଲ୍ଲୀସ୍ଥିତ ‘ତେଲେଙ୍ଗାନା ଷ୍ଟେଟ୍ ପବ୍ଲିକ୍ ସର୍ଭିସ୍ କମିସନ୍’ ବୋର୍ଡ ସମ୍ମୁଖରେ ବସି ପ୍ରତିବାଦ ପ୍ରଦର୍ଶନ କରୁଥିବା…
ରାହୁଲଙ୍କୁ ଏମିତି କହି ଟାର୍ଗେଟ କଲେ ଉପ ରାଷ୍ଟ୍ରପତି
ନୂଆଦିଲ୍ଲୀ,: ଲୋକସଭା ସଦସ୍ୟତାରୁ ଅଯୋଗ୍ୟ ଘୋଷିତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଜି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ତୀବ୍ର ସମାଲୋଚନା କରିଛନ୍ତି। ଏକ କାର୍ଯ୍ୟକ୍ରମରେ…
୩ରେ ଜାପାନ ଯିବେ ନବୀନ
ଭୁବନେଶ୍ୱର :ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୩ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ କାର୍ଯ୍ୟକ୍ରମ ରହିଛି। ୩ ତାରିଖରୁ ୯ ତାରିଖ ଯାଏଁ ମୁଖ୍ୟମନ୍ତ୍ରୀ…
ଆତ୍ମସମର୍ପଣ କରିବ ନାହିଁ ଅମୃତପାଲ
ନୂଆଦିଲ୍ଲୀ :ପଳାତକ ଘୋଷିତ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ପୁଣି ଗୋଟିଏ ଭିଡିଓ ମେସେଜ ଜରିଆରେ ପ୍ରଶାସନକୁ ତାଚ୍ଛଲ୍ୟ କରିଛି। ଦୀର୍ଘ ଦିନ ହେଲା ସୁରକ୍ଷାକର୍ମୀମାନେ ତାକୁ ଧରିବାକୁ…
ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ନାଁରେ ଅପରାଧିକ ମାମଲା
ନୂଆଦିଲ୍ଲୀ :ଆମେରିକା ଇତିହାସରେ ଗୋଟିଏ ବିରଳ ଘଟଣା ଘଟିବାକୁ ଯାଉଛି। ଦେଶର କୌଣସି କାର୍ଯ୍ୟରତ କିମ୍ବା ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ଆରମ୍ଭ ହେବ ଅପରାଧିକ ମାମଲା। ଆମେରିକାର…
ମାଗଣା ଅଟା ପାଇବାକୁ ପାକିସ୍ତାନରେ ଡହଳବିକଳ
ଇସଲାମାବାଦ(ଆମ ଟିଭି): ପାକିସ୍ତାନରେ ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି ଲୋକେ । ମାଗଣା ଅଟା ପାଇବାକୁ ବିଭିନ୍ନ ସ୍ଥାନରେ ଲାଗିଛି ଲମ୍ବା ଲାଇନ୍ । ଅଟା ଟିକେ ପାଇବାକୁ ଲୋକଙ୍କ ମଧ୍ୟରେ…
ବିଜେପିକୁ ହରାଇବାକୁ ହେଲେ ସବୁ ବିରୋଧୀ ଏକଜୁଟ୍ ହେବା ଆବଶ୍ୟକ: ମମତା
ନୂଆଦିଲ୍ଲୀ(ଆମ ଟିଭି): ପୁଣି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ମମତା । କେନ୍ଦ୍ର ସରକାରଙ୍କ ବିରୋଧରେ କୋଲକାତାରେ ୩ ଦିନ ଧରି ଧାରଣାରେ ବସିଛନ୍ତି ମମତା ବାନାର୍ଜୀ ।୩୦ ଘଣ୍ଟାରୁ ଅଧିକ…
ଆସନ୍ତାମାସରେ ସୁଧ ହାର ଅପରିବର୍ତ୍ତିତ ରଖିପାରେ ଆରବିଆଇ
ନୂଆଦିଲ୍ଲୀ (ଆମ ଟିଭି): ଏପ୍ରିଲରେ ଅପରିବର୍ତ୍ତିତ ରହିପାରେ ସୁଧ ହାର । ଆସନ୍ତା ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଆର୍ଥିକ ନୀତି ସମିତି ବୈଠକ ହେବାକୁ ଯାଉଥିବାବେଳେ ସେଥିରେ ପ୍ରଚଳିତ…
ପୁଣି ଅଡ଼ୁଆରେ ରାହୁଲ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ :ପୁଣି ହରଡ଼ଘଣାରେ ରାହୁଲ ଗାନ୍ଧି। ଗୋଟିଏ ପରେ ଗୋଟିଏ ବିପଦ ରାହୁଲ ଗାନ୍ଧିଙ୍କପିଛା ଛାଡ଼ୁନି। ଏକ ମାନହାନି ମାମଲାରେ ପାଟନାର ଏମ୍ପି-ବିଧାୟକ କୋର୍ଟ ରାହୁଲଙ୍କୁ ଏପ୍ରିଲ ୧୨ରେ…