Browsing Category

National

ସାରା ବିଶ୍ୱ ଦେଖିଲା: କର୍ତ୍ତବ୍ୟପଥରେ ପ୍ରଥମ ଥର ଆଦିବାସୀ ମହିଳା ରାଷ୍ଟ୍ରପତି କଲେ ପତାକା ଉତ୍ତୋଳନ

ନୂଆଦିଲ୍ଲୀ (ଆମ ଟିଭି): ଭାରତ ଇତିହାସରେ ଯୋଡ଼ିହେଲା ନୂଆ ରେକର୍ଡ । କର୍ତ୍ତବ୍ୟପଥରେ ପ୍ରଥମ ଥର ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତୋଳନ କରିଛନ୍ତି । ୭୪ ତମ…

ସାଧାରଣତନ୍ତ୍ର ଦିବସ: ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ୱର(ଆମ ଟିଭି): ଆଜି ସାରା ଦେଶ ପାଳନ କରୁଛି ୭୪ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଆଜି ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜାତୀୟ ପତାକା…

ହକି ବିଶ୍ୱକପ: ସେମିଫାଇନାଲକୁ ଗଲା ଜର୍ମାନୀ ଓ ନେଦରଲାଣ୍ଡ୍ସ

ଭୁବନେଶ୍ୱର(ଆମ ଟିଭି): ଓଡ଼ିଶାରେ ଚାଲିଥିବା ହକି ବିଶ୍ୱକପ୍ ବେଶ୍ ରୋଚକ ସ୍ଥିତିକୁ ଆସିଛି । ଏହାରି ଭିତରେ ସେମିଫାଇନାଲକୁ ଯାଇଛନ୍ତି ଜର୍ମାନୀ ଓ ନେଦରଲାଣ୍ଡ୍ସ । କ୍ୱାଟର ଫାଇନାଲରେ…

ସୂର୍ଯ୍ୟ କୁମାରଙ୍କୁ ମିଳିବ ଶ୍ରେଷ୍ଠ ଟି-୨୦ ଖେଳାଳି ପୁରସ୍କାର

ନୂଆଦିଲ୍ଲୀ : ସମସ୍ତଙ୍କୁ ପଛରେ ପକାଇ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ଜିତିଛନ୍ତି ଆଇସିସିର ବଡ଼ ପୁରସ୍କାର। ୨୦୨୨ ବର୍ଷ ପାଇଁ ଆଇସିସି ପକ୍ଷରୁ ସୂର୍ଯ୍ୟଙ୍କୁ ମିଳିବ ଶ୍ରେଷ୍ଠ ପୁରୁଷ ଟି-୨୦…

ବିବାଦରେ ଗୋଆ ସରକାର, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: କର୍ମଚାରୀଙ୍କୁ ଚାନ୍ଦା ମାଗି ବିବାଦରେ ଗୋଆ ସରକାର। ଦକ୍ଷିଣ ଗୋଆର କଲେକ୍ଟର, ସରକାରୀ କର୍ମଚାରୀମାନଙ୍କୁ ଜାନୁଆରି ୨୬ରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମ ପାଇଁ…

ଗିରଫ ହେଲେ ଟିଏମସି ନେତା ସାକେତ ଗୋଖଲେ

ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତୃଣମୂଳ କଂଗ୍ରେସ (ଟିଏମସି) ମୁଖପାତ୍ର ସାକେତ ଗୋଖଲେଙ୍କୁ ଗିରଫ କରିଛି। ସୂତ୍ରରୁ ପ୍ରକାଶ ଯେ ଇଡି, ଗୋଖଲେଙ୍କୁ…

ଫିଲ୍ମ ଡକ୍ୟୁମେଣ୍ଟାରୀକୁ ନେଇ ଜେଏନୟୁ ଉତ୍ତେଜନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସି ତରଫରୁ ନିର୍ମିତ ଡକ୍ୟୁମେଣ୍ଟାରୀ ଫିଲ୍ମକୁ ନେଇ ଜେଏନ୍‌ୟୁ କ୍ୟାମ୍ପସ୍‌ରେ ଘଟିଛି ତୁମୁଳ କାଣ୍ଡ । କଲେଜ ପ୍ରଶାସନର ବାରଣ…

ପୁଣି କଂଗ୍ରେସକୁ ଝଟକା ଦଳ ଛାଡିଲେ ଅନୀଲ ଆଣ୍ଟୋନୀ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଏକେ ଆଣ୍ଟୋନୀଙ୍କ ପୁଅ ଅନୀଲ ଆଣ୍ଟୋନୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଅନୀଲ ଆଣ୍ଟୋନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

୨୫ଶହ କର୍ମଚାରୀ ଛଟେଇ କରିବ ୩ଏମ କମ୍ପାନୀ

ନୂଆଦିଲ୍ଲୀ (ଆମ ଟିଭି): ସାରା ବିଶ୍ୱରେ ବିଭିନ୍ନ କମ୍ପାନୀ ଏବେ ତାର କର୍ମଚାରୀ ଛଟେଇ ଜାରି ରଖିଛି । ଯାହାକୁ ନେଇ ଚିନ୍ତାରେ କର୍ମଚାରୀ । ମାଇକ୍ରୋସଫ୍ଟ ଓ ଗୁଗଲ ପରେ ଏବେ ବିଶ୍ୱର ଏକ ବଡ…

ଓଡ଼ିଶାରୁ ୨୧ଜଣ ପୁଲିସ ଓ ପ୍ରତିରକ୍ଷା କର୍ମଚାରୀଙ୍କୁ ମିଳିବ ପଦକ

ନୂଆଦିଲ୍ଲୀ (ଆମ ଟିଭି): ଆସନ୍ତାକାଲି ଦେଶ ପାଳିବ ସାଧାରଣତନ୍ତ୍ର ଦିବସ । ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ପାଇଁ ପ୍ରମୋଦ କୁମାର ଦଳାଇଙ୍କୁ, ଭଲ୍ୟୁଣ୍ଟର୍ (ସିଡି)…