Browsing Category

National

ୟୁକ୍ରେନର ବିଭିନ୍ନ ସହରରେ ୭୦ରୁ ଅଧିକ ମିସାଇଲ ମାଡ଼ କଲା ଋଷ

ନୂଆଦିଲ୍ଲୀ(ଆମ ଟିଭି): ଜାରି ରହିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ଏହାରି ଭିତରେ ଋଷ ୟୁକ୍ରନ୍ ଉପରେ ଘନ ଘନ ଆକ୍ରମଣ କରିଚାଲିଛି । ୟୁକ୍ରେନର ବିଭିନ୍ନ ସହର ଉପରେ ଋଷର ଭୟାନକ ଆକ୍ରମଣ । ଯୁଦ୍ଧ…

ପୁଣି ବଢିଲା ସିଏନଜିର ମୂଲ୍ୟ

ନୂଆଦିଲ୍ଲୀ(ଆମ ଟିଭି): ପୁଣି ଦିଲ୍ଲୀବାସୀଙ୍କୁ ମହଙ୍ଗା ମାଡ଼। ବଢ଼ିଲା ସିଏନଜି ମୂଲ୍ୟ। ଶନିବାର ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ (ଆଇଜିଏଲ୍) ଦିଲ୍ଲୀ-ଏନସିଆରରେ ସିଏନଜି ମୂଲ୍ୟ ବୃଦ୍ଧି…

ରକୁଲ ପ୍ରୀତ ସିଂଙ୍କୁ ପୁଣି ଇଡିର ନୋଟିସ୍

ମୁମ୍ବାଇ (ଆମ ଟିଭି): ପୁଣି ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କୁ ଇଡିର ନୋଟିସ । ବହୁଚର୍ଚ୍ଚିତ ଟଲିଉଡ ଡ୍ରଗ୍ସ ସମ୍ପର୍କିତ ଅର୍ଥଚାଲାଣ ମାମଲାରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କୁ…

ଋଷ-ୟୁକ୍ରେନ୍ ଯୁଦ୍ଧ: ପୁଟିନଙ୍କ ସହ କଥା ହେଲେ ମୋଦୀ

ନୂଆଦିଲ୍ଲୀ (ଆମ ଟିଭି): ଦୀର୍ଘ ଦିନ ହେବ ଜାରି ରହିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ଏହାରି ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ ।…

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ କେନ୍ଦ୍ର ଆଗରେ ବିଜେପି ସାଂସଦ ଦାବି ରଖନ୍ତୁ: ସସ୍ମିତ ପାତ୍ର

ଭୁବନେଶ୍ୱର (ଆମ ଟିଭି): ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରସଙ୍ଗକୁ ନେଇ ସରଗରମ ରାଜ୍ୟ ରାଜନୀତି । ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ବିଜେପିର ପ୍ରେସମିଟର ଜବାବ ରଖିଛନ୍ତି…

୧୦୦ ଦିନରେ ପହଞ୍ଚିଲା କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା

ନୂଆଦିଲ୍ଲୀ (ଆମ ଟିଭି): କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ୧୦୦ ଦିନରେ ପହଞ୍ଚିଛି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ଶୁକ୍ରବାରକୁ ୧୦୦ ଦିନ ପୂରଣ କରିଛି ।…

ମଦ୍ୟପଙ୍କ ପାଇଁ କୋଠର ହୋଇଛନ୍ତି ନୀତିଶ, କହିଲେ ଏମିତି

ପାଟନା:  ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ପ୍ରସଙ୍ଗରେ ବିଧାନସଭା ଅଧିବେଶନରେ କହିଛନ୍ତି। ନୀତୀଶ କହିଛନ୍ତି ଯେ ବିହାରରେ ମଦ୍ୟପାନ କରିବା ପରେ ଯଦି କେହି ମରିଯାଏ ତେବେ ସରକାର…

ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ପଳାତକ ଘୋଷଣା କଲା ଅଦାଲତ

ଶାହଜାହାନପୁର: ଦୁଷ୍କର୍ମ ଅଭିଯୁକ୍ତ ପୂର୍ବତନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ପାଇଁ ଅଡ଼ୁଆ ପୁଣି ଥରେ ବୃଦ୍ଧି ପାଇଛି। ଉତ୍ତରପ୍ରଦେଶ ଶାହଜାହାନପୁରର…

ଓକିଲ ଆନ୍ଦୋଳନ ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ, ବିଜେପି

ଭୁବନେଶ୍ୱର  : ସମ୍ବଲପୁରରେ ଓକିଲ ଆନ୍ଦୋଳନ ବେଳେ ସ୍ପର୍ଶକାତର ଘଟଣା ହୋଇଥିବା ବେଳେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ବିଜେପି…

ପାକିସ୍ତାନ ଉପରେ ବର୍ଷିଲେ ଜୟଶଙ୍କର

ମିଳିତ ଜାତିସଂଘ: ପୁଣିଥରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ଉପରେ ବର୍ଷିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ ବୋଲି ପୂରା ବିଶ୍ୱ ଜାଣିଛି।…