Browsing Category
National
ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୦ ମୃତ୍ୟୁ
ଭୋପାଳ (ଆମ ଟିଭି): ମଧ୍ୟପ୍ରଦେଶ ଜବଲପୁର ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ । ଜବଲପୁର ନ୍ୟୁଲାଇଫ ମଲ୍ଟିସ୍ପେଶାଲିଟି ହସ୍ପିଟାଲରେ ନିଆଁ ଲାଗିବାରୁ ୧୦…
ସଂସଦରେ କଞ୍ଚା ବାଇଗଣ ଖାଇଲେ ଟିଏମସି ସାଂସଦ: ଜାଣନ୍ତୁ କାହିଁକି?
ନୂଆଦିଲ୍ଲୀ (ଆମ ଟିଭି): ପ୍ରତିଦିନ କିଛି ନା କିଛି ପ୍ରସଙ୍ଗକୁ ନେଇ ବିରୋଧୀ ସଂସଦରେ ବିରୋଧ କରୁଛନ୍ତି । କେତେବେଳେ ଦରବୃଦ୍ଧି ତ ଆଉ କେତେବେଳେ ବେରୋଜଗାର ପ୍ରସଙ୍ଗକୁ ନେଇ ସଂସଦରେ…
ପ୍ରଧାନମନ୍ତ୍ରୀଙ୍କୁ ୫ ବର୍ଷର ଝିଅର ଚିଠି: ପେନସିଲ୍ ଓ ରବର ରେଟ୍ ମହଙ୍ଗା ହୋଇଯାଇଛି, ମାଗିଲେ ମା’ ମାରୁଛି
ନୂଆଦିଲ୍ଲୀ(ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୫ ବର୍ଷର ଝିଅର ଚିଠି। ଉତ୍ତର ପ୍ରଦେଶର କନୌଜ୍ରେ ରହୁଥିବା ୫ ବର୍ଷର ଏକ ଝିଅ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନିଜର ମନ କଥା…
ଆଜି ଗୁଜରାଟ ଗସ୍ତରେ ଅରବିନ୍ଦ କେଜ୍ରିୱାଲ: ଜନସଭାକୁ କରିବେ ସମ୍ବୋଧିତ
ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଆଜି ଗୁଜୁରାଟକୁ ଆସିବେ। ଗୁଜୁରାଟର ସୌରାଷ୍ଟ୍ରର ଭେରାଭାଲରେ ସିଏମ୍…
ପାକିସ୍ତାନ ସଂସଦ ଭବନ ଖାଇବାରେ ମିଳିଲା ଅସରପା: ତାପରେ କ’ଣ ହେଲା ଜାଣନ୍ତୁ ?
ଇସଲାମାବାଦ (ଆମ ଟିଭି): ପାକିସ୍ତାନର ସଂସଦ ଗୃହରେ ଅବସ୍ଥିତ ଦୁଇଟି କାଫେଟେରିଆରେ ଦିଆଯାଉଥିବା ଖାଦ୍ୟରେ ଅସରପା ମିଳିବା ପରେ ତାକୁ ସିଲ୍ କରାଯାଇଥିଲା। ଖାଦ୍ୟରେ ଅସରପା ମିଳିବା ନେଇ…
ସଞ୍ଜୟ ଆରୋରା ଦିଲ୍ଲୀ ପୋଲିସର ନୂତନ କମିଶନର ନିଯୁକ୍ତ
ନୂଆଦିଲ୍ଲୀ (ଆମ ଟିଭି): ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସର ମହାନିର୍ଦ୍ଦେଶକ ସଞ୍ଜୟ ଆରୋରାଙ୍କୁ ଦିଲ୍ଲୀ ପୋଲିସର ନୂତନ କମିଶନର ଭାବେ ନିଯୁକ୍ତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୃହ…
ଇଡି କବ୍ଚାରେ ସଞ୍ଜୟ ରାଉତ
ମୁମ୍ବାଇ (ଆମ ଟିଭି): ଇଡି କବ୍ଚାରେ ସଞ୍ଜୟ ରାଉତ । ଶିବସେନା ସାଂସଦ ସଞ୍ଜୟ ରାଉତ ଅଟକ । ସଞ୍ଜୟ ରାଉତଙ୍କୁ ହେପାଜତକୁ ନେଲା ଇଡି । ପାତ୍ରା ଚୌଲ ସ୍କାମରେ ଆଜି ସକାଳୁ ସଞ୍ଜୟଙ୍କ ଘରେ…
କେବେ ଟିମ୍ ଇଣ୍ଡିଆକୁ ଫେରିବେ ବିରାଟ କୋହଲି? ଆସିଲା ବଡ଼ ସୂଚନା
ନୂଆଦିଲ୍ଲୀ (ଆମ ଟିଭି): ଅଗଷ୍ଟ ୧୮ ରୁ ୨୨ ପର୍ୟ୍ୟନ୍ତ ଜିମ୍ବାୱେ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ପାଇଁ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ ଇଣ୍ଡିଆ (ବିସିସିଆଇ) ଶନିବାର ଟିମ୍…
ତୃଣମୂଳ କଂଗ୍ରେସ ପରେ କଂଗ୍ରେସ: ବିଧାୟକଙ୍କ କାରରୁ ପୁଳା ପୁଳା ଟଙ୍କା ଜବତ
ନୂଆଦିଲ୍ଲୀ (ଆମ ଟିଭି): ତୃଣମୂଳ କଂଗ୍ରେସର ମନ୍ତ୍ରୀଙ୍କ ପରେ କଂଗ୍ରେସର ବିଧାୟକ । ପୁଳା ପୁଳା ଟଙ୍କାରେ ବସିଛନ୍ତି ନେତା । ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ…
ଭୂକମ୍ପରେ ଥରିଲା ନେପାଳ: ଉତ୍ତର ବିହାରରେ ପ୍ରଭାବ
ନେପାଳ (ଆମ ଟିଭି): ପୁଣି ଭୂକମ୍ପରେ ଥରିଲା ନେପାଳ । ଆଉ ଏହାର ପ୍ରଭାବ ଉତ୍ତର ବିହାରରେ ଦେଖିବାକୁ ମିଳିଥିଲା । ଭୂମିକମ୍ପର କେନ୍ଦ୍ର ନେପାଳର ରାଜଧାନୀ କାଠମାଣ୍ଡୁର ଦକ୍ଷିଣ-ପୂର୍ବରେ ୧୪୭…