Browsing Category

National

୨ ଓଡ଼ିଆ ସହିଦଙ୍କ ସମେତ ସଶସ୍ତ୍ର ବାହିନୀର କର୍ମକର୍ତ୍ତାଙ୍କୁ ୧୩ ଶୌର୍ଯ୍ୟ ଚକ୍ର ପୁରସ୍କାରରେ ପ୍ରଦାନ କଲେ…

ନୂଆଦିଲ୍ଲୀ(ଆମ ଟିଭି): ମଙ୍ଗଳବାର ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ୨୦୨୨ ଅଳଙ୍କରଣ ସମାରୋହରେ ଶୌର୍ଯ୍ୟ ଚକ୍ର ପୁରସ୍କାର ପ୍ରଦାନ କରଯାଇଛି | ଏଥିରେ ଓଡ଼ିଶାର ୨ ସହିଦ ଯବାନଙ୍କୁ ମଧ୍ଯ…

ଏଣିକି କ୍ଷୀର ଦେବା ବନ୍ଦ କରିଦେବା ପରେ ଗାଇକୁ ବିକ୍ରୀ କରୁଥିବା ମାଲିକ ବିରୋଧରେ ହେବ FIR

ଲକ୍ଷ୍ନୌ(ଆମ ଟିଭି): ଏଣିକି କ୍ଷୀର ଦେବା ବନ୍ଦ କରିଦେବା ପରେ ଗାଇକୁ ବିକ୍ରୀ କରୁଥିବା ମାଲିକ ବିରୋଧରେ ହେବ FIR। ପଶୁମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ରୋକିବା ପାଇଁ ଏଭଳି ବଡ଼ ପଦକ୍ଷେପ…

ବିଅର ପ୍ରେମୀଙ୍କୁ ବଡ଼ ଝଟକା, ବଢ଼ିବ ବିୟର ଦର

ଭୁବନେଶ୍ବର(ଆମ ଟିଭି): ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ସମସ୍ତଙ୍କୁ ଏକ ପ୍ରକାର ହନ୍ତସନ୍ତ କରିସାରିଲାଣି । ଏତିକି ବେଳେ ବିୟରର ମୂଲ୍ୟ ମଧ୍ଯ ବୃଦ୍ଧି ହେବାକୁ ଯାଉଛି।…

ଭାରତ ଡ୍ରୋନ ମହୋତ୍ସବ ଉଦଘାଟିତ, ୨୦୩୦ ସୁଦ୍ଧା ଭାରତ ପାଲଟିବ ଗ୍ଲୋବାଲ ଡ୍ରୋନ୍ ହବ୍ 

ନୂଆଦିଲ୍ଲୀ (ଆମ ଟିଭି): ଶୁକ୍ରବାର ଭାରତ ଡ୍ରୋନ ମହୋତ୍ସବର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ଆଗାମୀ ଦିନରେ ଗ୍ଲୋବାଲ ଡ୍ରୋନ ହବ୍ ରେ ପରିଣତ ହେବ । ପ୍ରତିରକ୍ଷା…

କଂଗ୍ରେସରେ ଆର୍ଥିକ ସଂକଟ, ବାମ ଦଳର ଫଣ୍ଡା ଆପଣେଇବ ଦଳ

ନୂଆଦିଲ୍ଲୀ(ଆମ ଟିଭି): ଏବେ ଆର୍ଥିକ ସଂକଟ ଦେଇ ଗତିକରୁଛି କଂଗ୍ରେସ। ଦୀର୍ଘଦିନଧରି ରାଜନୈତିକ ସଂକଟର ସମ୍ନା କରୁଥିବା କଂଗ୍ରେସ ପାଇଁ ଏବେ ପାଣ୍ଠି ଯୋଗାଡ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।…

ଦିଲ୍ଲୀ ଉପ-ରାଜ୍ୟପାଳଙ୍କ ଶପଥପାଠ କାର୍ଯ୍ୟକ୍ରମରେ ବସିବାକୁ ଜାଗାପାଇଲେନି ପୂର୍ବତନ କେନ୍ଦ୍ର ମନ୍ତ୍ରୀ, ରାଗିଯାଇ…

ନୂଆଦିଲ୍ଲୀ (ଆମ ଟିଭି ): ଦିଲ୍ଲୀ ଉପ-ରାଜ୍ୟପାଳଙ୍କ ଶପଥପାଠ କାର୍ଯ୍ୟକ୍ରମରେ ସିଟ୍ ପାଇଲେନି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । ରାଗିଯାଇ କାର୍ଯ୍ୟକ୍ରମ ଅଧାରୁ ଫେରିଗଲେ…

କ୍ୟାବିନେଟରେ ଦିଦି ଆଣିବାକୁ ଯାଉଛନ୍ତି ଏମିତି ବିଲ୍, ପଶ୍ଚିମବଙ୍ଗ ରାଜ୍ୟପାଳଙ୍କର ହ୍ରାସ ହେବ କ୍ଷମତା

କୋଲକାତା(ଆମ ଟିଭି): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବିବାଦ ପଶ୍ଚିମବଙ୍ଗ ରାଜନୀତିକୁ ସର୍ବଦା ସରଗରମ କରି ରଖିଆସିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ…

ଜମ୍ମୁ- କାଶ୍ମୀରରେ ଏନକାଉଣ୍ଟର: ୩ ପାକିସ୍ତାନୀ ଆତଙ୍କୀ ନିପାତ, ଜଣେ ସହିଦ୍

ନୂଆଦିଲ୍ଲୀ(ଆମ ଟିଭି): ବୁଧବାର ଜମ୍ମୁ- କାଶ୍ମୀର ବାରାମୂଳାର ନଜିଭାତରେ ସେନା ପକ୍ଷରୁ  ଏନକାଉଣ୍ଟରରେ ହୋଇଛି। ଫଳରେ  ୩ ପାକିସ୍ତାନୀ ଆତଙ୍କୀ ନିପାତ ହୋଇଛନ୍ତି । ଏହା ସହ ଆତଙ୍କବାଦୀଙ୍କ…

ହାଣ୍ଡିଶାଳରେ ଫୁଟିଲା ହସ, ଇନ୍ଧନ ପରେ ୪୦ ଟଙ୍କା କମିଲା ସୋରିଷ ତେଲ

ନୂଆଦିଲ୍ଲୀ: ମହଙ୍ଗା ମାଡ଼ ମଧ୍ୟରେ ହାଣ୍ଡିଶାଳରେ ଫୁଟିଲା ହସ। ପେଟ୍ରୋଲ-ଡିଜେଲ ଦର ପରେ ୪୦ ଟଙ୍କା କମିଲା ଘଣା ସୋରିଷ ତେଲ ଦର। ଦରଦାମ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ଶନିବାର…

ଟୋକିଓରେ ପହଞ୍ଚିଲେ ମୋଦି, ୨୩ ବୈଠକରେ ଅଂଶଗ୍ରହଣ କରିବେ

ନୂଆଦିଲ୍ଲୀ(ଆମ ଟିଭି ): ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ମେ ୨୪ରେ ହେବାକୁ ଥିବା କ୍ୱାଡ ଶିଖର…