Browsing Category

National

ଜ୍ୱାଳାମୁଖୀ ବିସ୍ଫୋରଣ ପରେ ପ୍ରଭାବିତ ହେଲା ବିମାନ ସେବା

ନୂଆଦିଲ୍ଲୀ(ଆମ ଟିଭି): ହେଲି ଗୁବ୍ବି ଜ୍ୱାଳାମୁଖୀ ବିସ୍ଫୋରଣ ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ଏୟାର ଇଣ୍ଡିଆ ଏହାର ଅନେକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଏବଂ ଘରୋଇ ଉଡ଼ାଣ ବାତିଲ…

ସୃଷ୍ଟି ହେଲା ଆଉ ଏକ ଲଘୁଚାପ; ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ବାତ୍ୟା

ନୂଆଦିଲ୍ଲୀ(ଆମ ଟିଭି): ଶ୍ରୀଲଙ୍କା ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି । ବଙ୍ଗୋପସାଗର ତତ୍‌ସଂଲଗ୍ନ ଶ୍ରୀଲଙ୍କା ଅଞ୍ଚଳରେ ଲଘୁଚାପ । ଭାରତ ପାଣିପାଗ ବିଭାଗର ଅନୁଯାୟୀ, କୋମୋରିନ୍ ଅଞ୍ଚଳ ଏବଂ…

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଶିଖରରେ ଉଡ଼ିଲା ଧର୍ମଧ୍ବଜା; ସ୍ଥାପନା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ(ଆମ ଟିଭି): ସମ୍ପୂର୍ଣ୍ଣ ହେଲା ଅଯୋଧ୍ୟା ରାମମନ୍ଦିର ନିର୍ମାଣ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଶିଖରରେ ଉଡ଼ିଲା ଧର୍ମଧ୍ବଜା। ଆଜି ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଶ୍ରୀରାମ…

ଶପଥ ନେଲେ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି: ୫୩ତମ ପ୍ରଧାନ ବିଚାରପତି ଭାବେ ନେଲେ ଦାୟିତ୍ବ

ନୂଆଦିଲ୍ଲୀ(ଆମ ଟିଭି): ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର ନୂତନ ମୁଖ୍ୟ ବିଚାରପତି ହୋଇଛନ୍ତି ।  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କୁ ସିଜେଆଇ ଭାବରେ ଶପଥ ପାଠ କରାଇଥିଲେ। ଏହି ସମୟରେ…

ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ରଙ୍କ ପରଲୋକ, ଦୀର୍ଘଦିନରୁ ସ୍ବାସ୍ଥ୍ୟାବସ୍ଥା ଥିଲା ଗୁରୁତର

ନୂଆଦିଲ୍ଲୀ(ଆମ ଟିଭି):  ଆରପାରିରେ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର । ମୁମ୍ବାଇର ଏକ ଘରୋଇ ହସ୍ପିଟାରେ ଆଖିବୁଜିଛନ୍ତି ଧର୍ମେନ୍ଦ୍ର । ୮୯ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…

ଦିଲ୍ଲୀରେ ବିଷାକ୍ତ ବାୟୁ ପ୍ରବାହିତ, ୪ ଶହ ପାର କଲା ଦିଲ୍ଲୀ AQI

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀରେ ବିଷାକ୍ତ ବାୟୁ ପ୍ରବାହିତ । ୪ ଶହ ପାର କଲା AQI । ଲଗାତାର ଦିଲ୍ଲୀର ପ୍ରଦୂଷଣ ସ୍ତର ବଢ଼ିବାରେ ଲାଗିଛି। ଫଳରେ ବାୟୁର ଗୁଣବତ୍ତା ଗମ୍ଭୀର ସ୍ତରରେ…

‘ଗୋଟିଏ ଯୁଗର ଅନ୍ତ’… ଧର୍ମେନ୍ଦ୍ରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଃଖ

ନୂଆଦିଲ୍ଲୀ (ଆମ ଟିଭି): ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ ହୋଇଛି । ୮୯ ବର୍ଷ ବୟସରେ ମୁମ୍ବାଇ ସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଧର୍ମେନ୍ଦ୍ରଙ୍କ ମୃତ୍ୟୁରେ…

ଭୂକମ୍ପରେ ଥରିଲା ବାଂଲାଦେଶ, ୨ ଥର ଭୂମିକମ୍ପ ଝଟକା ଅନୁଭୂତ

ବାଂଲାଦେଶ (ଆମ ଟିଭି): ଆଜି ବାଂଲାଦେଶରେ ପୁଣି ଭୂକମ୍ପର ଝଟକା ଅନୁଭୂତ ।  ଗୋଟିଏ ସେକେଣ୍ଡରେ ୨ ଟି ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଭୂକମ୍ପର ତୀବ୍ରତା ୩.୭ ଏବଂ ୪.୩ । ବାଂଲାଦେଶ…

ରୁଷ- ୟୁକ୍ରେନ ମଧ୍ୟରେ ଉତ୍ତେଜନା, ରୁଷୀୟ ବୋମା ବିସ୍ଫୋରଣରେ ୫ ସାଧାରଣ ନାଗରିକ ମୃତ

ରୁଷ (ଆମ ଟିଭି): ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ରୁଷୀୟ ସେନା ଶୁକ୍ରବାର ସକାଳେ ସାଉଥ୍ ୟୁକ୍ରେନର ଜାପୋରିଝିଆ ସହର ଉପରେ ୩ଟି ଶକ୍ତିଶାଳୀ ଗ୍ଲାଇଡ୍ ବୋମା…

ମୁମ୍ବାଇ ଧାରାଭିରେ ଭୟଙ୍କର ଅଗ୍ନିକାଣ୍ଡ, ହାର୍ବର ଲାଇନ ଲୋକାଲ ଟ୍ରେନ୍ ସେବା ପ୍ରଭାବିତ

ମୁମ୍ବାଇ(ଆମ ଟିଭି):  : ଶନିବାର ଅର୍ଥାତ୍ ଆଜି ଅପରାହ୍ନରେ ମୁମ୍ବାଇର ଧାରାଭି ଅଞ୍ଚଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯାହା ବ୍ୟାପକ ଆତଙ୍କ ସୃଷ୍ଟି କରିଛି । ରେଳ କ୍ରସିଂ ଏବଂ ନୁର…