Browsing Category
National
ଇସ୍ରାଏଲ ପାଇଁ ଗୁପ୍ତଚର କରିବା ଅଭିଯୋଗରେ ୭୦୦ ଗିରଫ, ୩ ଜଣଙ୍କୁ ଫାଶି ଦେଲେ ଇରାନ
ନୂଆଦିଲ୍ଲୀ (ଆମ ଟିଭି): ଇସ୍ରାଏଲୀ ଗୁପ୍ତଚର ନେଟୱାର୍କ ସହିତ ଲିଙ୍କ୍ ଅଭିଯୋଗରେ ଇରାନରେ ଶହ ଶହ ଲୋକଙ୍କୁ ଗିରଫ କରାଯାଇଛି। ଇରାନର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ଏହା ପ୍ରକାଶ ପାଇଛି।…
ପାକିସ୍ତାନକୁ ଜୋରଦାର ଝଟକା! ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଧରିଥିବା ପାକ ଅଧିକାରୀ ନିହତ
୨୦୧୯ ରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ହେପାଜତକୁ ନେଇଥିବା ଦାବି କରିଥିବା ପାକିସ୍ତାନ ସେନାର ମେଜର ମୋଇଜ ଆବାସ ଶାହଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନର ଦକ୍ଷିଣ ୱାଜିରିସ୍ତାନ…
ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା, ଭାରତ ପାଇଁ ଐତିହାସିକ ଦିନ
ଇତିହାସ ରଚିଲେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା । ସବୁ ଅପେକ୍ଷାର ଅନ୍ତ ଘଟିଛି । ଭାରତୀୟ ସମୟ ଦିନ ୧୨ଟା ୧ରେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଆକ୍ସିଅମ୍ ମିସନ-୪ ଆରମ୍ଭ…
ବଢ଼ିବ ରେଳ ଟିକେଟର ମୂଲ୍ୟ, ଜୁଲାଇ ଏକରୁ ଖାଲି ହେବ ରେଳଯାତ୍ରୀ ପକେଟ
ନୂଆଦିଲ୍ଲୀ (ଆମ ଟିଭି): ଭାରତୀୟ ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର । ବଢ଼ିବାକୁ ଯାଉଛି ଟିକେଟ୍ ମୂଲ୍ୟ । ଯାହା ସାଧାରଣ ଯାତ୍ରୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ପକେଟ କରିବ…
ଅପରେସନ ସିନ୍ଧୁ: ୧୬୫ ଭାରତୀୟ ନାଗରିକଙ୍କୁ ନେଇ ଇସ୍ରାଏଲରୁ ପହଞ୍ଚିଲା ଆଉ ଏକ ବିମାନ
ନୂଆଦିଲ୍ଲୀ (ଆମ ଟିଭି): ‘ଅପରେସନ୍ ସିନ୍ଧୁ’ ଅଧୀନରେ ଇସ୍ରାଏଲରୁ ୧୬୫ ଜଣ ଭାରତୀୟ ନାଗରିକଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ଦିଲ୍ଲୀର ପାଲମ ବାୟୁସେନା ଷ୍ଟେସନରେ ଅବତରଣ କରିଛି।…
‘କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ତୁମେ କିଏ?’: ପାକିସ୍ତାନକୁ ସମର୍ଥନ କରୁଥିବା ୫୭ ଦେଶଙ୍କୁ ଭର୍ତ୍ସନା କଲା ଭାରତ
ନୂଆଦିଲ୍ଲୀ (ଆମ ଟିଭି): ସୋମବାର ଦିନ ଇସଲାମିକ୍ ସହଯୋଗ ସଂଗଠନ (OIC)କୁ ଭାରତ ସମାଲୋଚନା କରି କହିଛି ଯେ, ଏହା ପାକିସ୍ତାନର ପ୍ରଭାବରେ କାଶ୍ମୀର ବିଷୟରେ ଅନୁଚିତ ଏବଂ ତଥ୍ୟହିନ ବୟାନ…
ପୁରୀ ପୋଲିସ ରଥଯାତ୍ରା ଆପ୍ ଆରମ୍ଭ, ଜାଣନ୍ତୁ କେମିତି କରିବେ ଚେକିଂ
ଆସନ୍ତା ୨୭ ତାରିଖରେ ରଥଯାତ୍ରା। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ ‘ପୁରୀ ପୋଲିସ…
ରଥଯାତ୍ରା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ 365ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ
ଭୁବନେଶ୍ୱର (ଆମ ଟିଭି): ପୁରୀରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମହୋତ୍ସବକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକର ତୀର୍ଥଯାତ୍ରୀ ଏବଂ ପରିଦର୍ଶକ…
ସମାଜବାଦୀ ପାର୍ଟିର ବଡ଼ କାର୍ଯ୍ୟାନୁଷ୍ଠାନ, ତିନି ବିଧାୟକଙ୍କୁ ବହିଷ୍କାର, ଏହି କାରଣରୁ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ (ଆମ ଟିଭି): ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତିନି ବିଧାୟକଙ୍କୁ ବାହାରର ରାସ୍ତା ଦେଖାଇଛି। ଦଳ ବିରୋଧୀ…
୫ ବର୍ଷ ପରେ ଖୋଲିବ ସ୍ୱର୍ଗକୁ ଯିବାର ପଥ!: ଜୁନ୍ ୩୦ ରୁ ଆରମ୍ଭ ହେବ କୈଳାସ ମାନସରୋବର ଯାତ୍ରା
ନୂଆଦିଲ୍ଲୀ (ଆମ ଟିଭି): କୈଳାସ ମାନସରୋବର ଯାତ୍ରା ଗତ ପାଞ୍ଚ ବର୍ଷ ଧରି ବନ୍ଦ ଥିଲା। କିନ୍ତୁ ଚଳିତ ବର୍ଷ ଜୁନ୍ ୩୦ ତାରିଖରୁ ଏହି ଧାର୍ମିକ ଯାତ୍ରା ପୁଣି ଥରେ ଆରମ୍ଭ ହେଉଛି, ଯାହା ଅଗଷ୍ଟ…