Browsing Category
Politics
ମାନିଲେନି ବାଚସ୍ପତିଙ୍କ କଥା, ବିଧାନସଭା ଭିତରେ ବଜାଇଲେ ହୁଇସିଲ
ଭୁବନେଶ୍ୱର (ଆମ ଟିଭି): ବିଧାନସଭା ଭିତରେ ବାଜିଲା ହୁଇସିଲ୍। ବାଚସ୍ପତିଙ୍କ ବାରଣ ସତ୍ତ୍ୱେ ମାନିଲେନି ବିରୋଧୀ ବିଧାୟକ। ନିରନ୍ତର ନାରାବାଜି ଶାହ ଗୃହ ଭିତରେ ବଜେଇଲେ ହୁଇସିଲ୍। ଏବେ…
ମହଙ୍ଗା ପଡ଼ିଲା ସୋସିଆଲ ମିଡିଆରେ ଅପଶବ୍ଦର ବ୍ୟବହାର; ଗିରଫ ହେଲେ ୟୁଟ୍ୟୁବର ତପି ମିଶ୍ର
ଭୁବନେଶ୍ବର (ଆମ ଟିଭି): ସୋସିଆଲ ମିଡିଆରେ ଗାଳିଦେବା ମହଙ୍ଗା ପଡ଼ିଲା। ଗିରଫ ହେଲେ ୟୁଟ୍ୟୁବର ତପି ମିଶ୍ର। ଇନଫୋସିଟି ପୋଲିସ ତପି ମିଶ୍ରଙ୍କୁ ଗିରଫ କରିଛି । ଗିରଫ ପରେ ତାଙ୍କୁ କୋର୍ଟ…
ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ
ପୁରୀ (ଆମ ଟିଭି): ପଞ୍ଚଭୂତରେ ଲୀନ ହୋଇଗଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସୋମବାର ପୁରୀ ସ୍ବର୍ଗଦ୍ବାର ଶ୍ମଶାନରେ ଡାକ୍ତର ଦେବେନ୍ଦ୍ର…
IAS ସ୍ତରରେ ପୁଣି ଅଦଳବଦଳ କଲେ ରାଜ୍ୟ ସରକାର
ଭୁବନେଶ୍ବର (ଆମ ଟିଭି): ପୁଣି ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ଦୁଇଜଣ ଅଧିକାରୀଙ୍କୁ ବଦଳି କରି ଆଇଏଏସ୍ କ୍ୟାଡରରେ ଏକ ଛୋଟିଆ ଅଦଳବଦଳ କରିଛନ୍ତି । ଏନେଇ…
ଶ୍ରୀ ଜଗନ୍ନାଥ ରଥ ଯାତ୍ରା: ୟୁନେସ୍କୋ ସୂଚୀରେ ଯୋଡ଼ିବା ପାଇଁ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ପ୍ରୟାସ
ନୂଆଦିଲ୍ଲୀ (ଆମ ଟିଭି): ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ଆଜି ଲୋକସଭାରେ ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରାକୁ ୟୁନେସ୍କୋର ଲିଷ୍ଟ ଅଫ୍ ଇଣ୍ଟେଞ୍ଜେବଲ୍ କଲ୍ଚରାଲ ହେରିଟେଜ ଅଫ୍…
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ(ଆମ ଟିଭି): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କର ପରଲୋକ ହୋଇଛି। ତାଙ୍କର ବିୟୋଗରେ ସମଗ୍ର ରାଜନୈତିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି। ଦେବେନ୍ଦ୍ରଙ୍କ ନିଧନ ଖବର…
ପରଲୋକରେ ଧର୍ମେନ୍ଦ୍ରଙ୍କ ବାପା: ଜାଣନ୍ତୁ ଓଡ଼ିଶାରେ ଭାଜପା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଅବଦାନ
ଭୁବନେଶ୍ୱର(ଆମ ଟିଭି): ଦେବେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ଜୀବନ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଓଡ଼ିଶାରେ ଦଳର ଅଗ୍ରଗତି ସହିତ ଗଭୀର ଭାବେ ଜଡ଼ିତ। ସେ ଓଡ଼ିଶାର ଜଣେ ପ୍ରଭାବଶାଳୀ…
ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦ ଏବଂ ଆର୍ଏସ୍ଏସ୍ର କାମ ଦଙ୍ଗା କରିବା, ଉସୁକାଇବା: ସଞ୍ଜୟ ରାଉତ
ନୂଆଦିଲ୍ଲୀ (ଆମ ଟିଭି): ବିନୋଦ ବଂଶଲଙ୍କ ବୟାନର ଜବାବରେ ବିବାଦୀୟ ବୟାନ ଦେଇଛନ୍ତି ସଞ୍ଜୟ ରାଉତ। ସେ କହିଛନ୍ତି ଯେ, ଦେଶ ବିଭାଜନ ଆଡକୁ ଗତି କରୁଛି। ମୋତେ ଆଜିର ପରିସ୍ଥିତି ୧୯୪୭ ପୂର୍ବ…
ଓଡ଼ିଶା ଆସୁଛନ୍ତି ଅମିତ ଶାହା, BJP ଡାକିଲା ବଡ଼ ବୈଠକ
ଭୁବନେଶ୍ୱର (ଆମ ଟିଭି): ଓଡ଼ିଶା ଆସୁଛନ୍ତି ଅମିତ ଶାହା। ଏନେଇ ବଡ଼ ବୈଠକ କରିଛି ଭାଜପା। ସ୍ବରାଷ୍ଟ୍ର ମନ୍ତ୍ରୀ ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତକୁ ନେଇ ଭାଜପା ଡାକିଛି…
ମାର୍ଚ୍ଚ ୩୧ ପରେ ଆଉ ଧାନ କିଣା ହେବ ନାହିଁ: ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ଖରିଫ ଧାନ କିଣା ସମ୍ପର୍କରେ ରବିବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏକ ବଡ଼ ଘୋଷଣା କରିଛନ୍ତି। ଖରିଫ ଧାନ କିଣା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ…