Browsing Category
Politics
କଂଗ୍ରେସ ନେତା ନିରଞ୍ଜନଙ୍କ ଘରୁ ଚୋରି ମାମଲା: ଧରାପଡିଲା ଚୋର
ଭୁବନେଶ୍ୱର (ଆମ ଟିଭି): ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲାରେ କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା। ୧୯ ଦିନ ପରେ ଧରାପଡିଲା ଚୋର। ଆନ୍ଧ୍ରପ୍ରଦେଶର…
ନବ ଦାସ ହତ୍ୟା ତଦନ୍ତର ସ୍ଥିତି ଜଣାଅ; ହାଇକୋର୍ଟ
କଟକ (ଆମ ଟିଭି): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ବୁଧବାର ହୋଇଛି। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ…
ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ: ଉପସ୍ଥାପନ ମୋହନ ସରକାରଙ୍କ ସଫଳତା
ଭୁବନେଶ୍ୱର (ଆମ ଟିଭି) : ଗୁରୁବାର ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଉଛି। ପ୍ରଥମ ଦିନ ଆରମ୍ଭରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଆଭିଭାଷଣ ରଖିଛନ୍ତି। ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ…
ବିଧାନସଭାରେ ସନାଙ୍କୁ ତେରଛା ବାଣ ମାରିଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର (ଆମ ଟିଭି): ଗୁରୁବାର ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେଉଥିଲା ବେଳେ ଆରମ୍ଭରୁ ସକ୍ରିୟ ହୋଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଧାନସଭା ଗୃହରେ ପ୍ରବେଶ ସମୟରେ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କନିଷ୍ଠ ଶିକ୍ଷକଙ୍କ ବଢିଲା ଦରମା
ଭୁବନେଶ୍ୱର (ଆମ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। କନିଷ୍ଠ ଶିକ୍ଷକଙ୍କ ଦରମା ବଢାଇଲେ ରାଜ୍ୟ ସରକାର। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।…
କ୍ଷମତାକୁ ଫେରିଲେ ବି ମୁଖ୍ୟମନ୍ତ୍ରୀ ହେବିନି, କାହିଁକି ଏମିତି କହିଲେ ଭକ୍ତ ଦାସ?
ଭୁବନେଶ୍ୱର (ଆମ ଟିଭି): ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସ ବୁଧବାର ଏକ ବଡ଼ ବୟାନ ଦେଇଛନ୍ତି। ଯେଉଁମାନେ କଂଗ୍ରେସକୁ ଫେରିବେ ଗ୍ରହଣ କରିବୁ। ବିନା ସର୍ତ୍ତରେ ସେମାନଙ୍କୁ ଗ୍ରହଣ କରାଯିବ।…
କିଏ ହେବେ ମଣିପୁରର ପରବର୍ତ୍ତି ମୁଖ୍ୟମନ୍ତ୍ରୀ? ଚର୍ଚ୍ଚାରେ ଏସବୁ ନାମ…
ଇମ୍ଫାଲ (ଆମ ଟିଭି): ମଣିପୁରରେ ଜାତିଗତ ହିଂସା ଘଟିବାର ପ୍ରାୟ ଦୁଇ ବର୍ଷ ପରେ, ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ରବିବାର (୯ ଫେବୃଆରୀ, ୨୦୨୫) ଇମ୍ଫାଲର ରାଜଭବନରେ ରାଜ୍ୟପାଳ ଅଜୟ କୁମାର…
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ
ନୂଆଦିଲ୍ଲୀ(ଆମ ଟିଭି): ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ପରାଜୟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ରବିବାର ଇସ୍ତଫା ଦେଇଛନ୍ତି ଆତିଶୀ ମାର୍ଲେନା। ରାଜଭବନରେ ପହଞ୍ଚି…
ବିଜେପିର ଦିଲ୍ଲୀ ବିଜୟ ପରେ ଚର୍ଚ୍ଚାରେ ସାଂସଦ ବୈଜୟନ୍ତ ପଣ୍ଡା, ମିଳିପାରେ ପୁରସ୍କାର !!
ଭୁବନେଶ୍ବର(ଆମ ଟିଭି): ଦୀର୍ଘ ୨୭ ବର୍ଷ ପରେ ପୁଣି ଥରେ ଦିଲ୍ଲୀ ଦଖଲ କରିଛି ଭାରତୀୟ ଜନତା ପାର୍ଟି। ଦଳ ଦିଲ୍ଲୀ ବିଧାନସଭାରେ ଯେପରି ଆସନ ହାସଲ କରିଛି ତାହା ଏକ ରେକର୍ଡ। ସାରା ଦେଶରେ…
‘ଏଥର ବଙ୍ଗଳାର ପାଳି..’: ଦିଲ୍ଲୀରେ ବିଜେପିର ବିପୁଳ ବିଜୟ ପରେ କହିଲେ ଶୁଭେନ୍ଦୁ ଅଧିକାରୀ
କଲିକତା (ଆମ ଟିଭି): ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟକୁ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରି…