Browsing Category
Politics
ମହାକୁମ୍ଭ ଦଳାଚକଟାରେ ୧୦ରୁ ଅଧିକ ମୃତ, ଯୋଗୀଙ୍କ ମନ୍ତ୍ରୀ କହିଲେ-‘ଛୋଟ ମୋଟ ଘଟଣା…’
ନୂଆଦିଲ୍ଲୀ (ଆମ ଟିଭି): ମହାକୁମ୍ଭ ସଂଘମ କ୍ଷେତ୍ରରେ ବୁଧବାର ଦଳାଚକଟା ଘଟି ୧୦ ରୁ ଅଧିକ ଲୋକେ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ପବିତ୍ର ମୌନି ଅମାବାସ୍ୟା ଅବସରରେ ଏହାପରି…
ନବ ଦାସ ହତ୍ୟା ଘଟଣା: ଦୀପାଳିଙ୍କ ବଡ଼ ବୟାନ, ସିବିଆଇ ତଦନ୍ତକୁ ନେଇ…
ଭୁବନେଶ୍ୱର (ଆମ ଟିଭି): ନବ ଦାସ ହତ୍ୟା ମାମଲାରେ ଝିଅ ଦୀପାଳି ଦାସଙ୍କ ବଡ଼ ବୟାନ ଦେଇଛନ୍ତି। ଦୀପାଳି କହିଛନ୍ତି, ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବୁ। ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ…
ବିସ୍ଫୋରକ ବୟାନ ଦେଲେ ଜୟନାରାୟଣ, ନବ ଦାସଙ୍କ ହତ୍ୟା ଘଟଣାରେ ଏହି ୨ ନେତାଙ୍କ ହାତ…
ଭୁବନେଶ୍ୱର (ଆମ ଟିଭି): ନବ ଦାସ ହତ୍ୟା ଘଟଣାରେ ବିସ୍ଫୋରକ ବୟାନ ଦେଇଛନ୍ତି ଭାଜପା ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି, ନବ ଦାସ ହତ୍ୟା ପଛରେ ଜଣେ IPS ଅଫିସର, ଜଣେ IAS ଅଫିସର ଆଉ ୨…
ଶିଳ୍ପ ବିକାଶ ପାଇଁ ଓଡ଼ିଶାରେ ରହିଛି ଅପାର ସୁଯୋଗ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ଆମ ଟିଭି): ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫ ଭୁବନେଶ୍ବର ଜନତା ମଇଦାନରେ ଉଦ୍ଘାାଟିତ ହୋଇଯାଇଛି। ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।…
ବାଲିଯାତ୍ରାର ଐତିହାସିକ ସୁଖ୍ୟାତି ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ବର ଜନତା ମଇଦାନରେ ଉଦ୍ଘାାଟିତ ହୋଇଯାଇଛି ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫। ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଉତ୍କର୍ଷ…
ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର (ଆମ ଟିଭି): ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ ହୋଇପଡିଛନ୍ତି। ମଙ୍ଗଳବାର ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅଧିକ ଚିକିତ୍ସା…
ପୁଣି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶିଲେ ଚୋର
ଭୁବନେଶ୍ୱର (ଆମ ଟିଭି): ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ପୁଣି ଚୋରି ଉଦ୍ୟମ ହୋଇଛି। ତାଙ୍କ ନୟାପଲ୍ଲୀ IRC ଭିଲେଜସ୍ଥିତ ଏନ/୨୫ ଘରୁ ଚୋରି ଉଦ୍ୟମ ହୋଇଛି। ଝରକା ଭାଙ୍ଗି…
ମହାକୁମ୍ଭରେ ବୁଡ଼ ପକାଇଲେ ଅଖିଳେଶ: କହିଲେ, ନକରାତ୍ମକ ରାଜନୀତି ପାଇଁ ସ୍ଥାନ ନାହିଁ
ନୂଆଦିଳ୍ଲୀ (ଆମ ଟିଭି): ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମହାକୁମ୍ଭରେ ବୁଡ଼ ପକାଇବା ପାଇଁ ପ୍ରୟାଗରାଜରେ ପହଞ୍ଚିଥିଲେ। ଏହି ଅବସରରେ ମହାକୁମ୍ଭରେ ସ୍ନାନ କରିବା ପରେ, ଅଖିଳେଶ ଯାଦବ…
ମହାକୁମ୍ଭରେ ବୁଡ଼ ପକାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା
ନୂଆଦିଲ୍ଲୀ (ଆମ ଟିଭି): ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭର ସୋମବାର ପବିତ୍ର ତ୍ରୟୋଦଶୀ ତିଥିରେ ସାଧୁସନ୍ଥଙ୍କ ସହ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଉତ୍ତର ପ୍ରଦେଶ…
ଉତ୍ତରାଖଣ୍ଡରେ ଲାଗୁ ହେଲା ସମାନ ନାଗରିକ ସଂହିତା (UCC)
ଡେରାଡୁନ (ଆମ ଟିଭି) : ଉତ୍ତରାଖଣ୍ଡରେ ଲାଗୁ ହେଲା ସମାନ ନାଗରିକ ସଂହିତା (UCC)। ମୁଖ୍ୟ ସେବକ ସଦନରେ ୟୁସିସି ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ।…