Browsing Category
Politics
ସୁରଙ୍କ ବଡ ପୁଅ ସିଦ୍ଧାର୍ଥଙ୍କ ବଡ ଘୋଷଣା । ଜଟଣୀ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବେ ନିର୍ବାଚନ ।
ଭୁବନେଶ୍ୱର(ଆମ ଟିଭି): ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ସୁରଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ । ନିମାପଡା ନୁହେଁ ବରଂ ଜଟଣୀରୁ ସେ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି । ସାନ…
ବିଜେଡି ଛାଡ଼ିଲେ କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି
ଭୁବନେଶ୍ୱର(ଆମ ଟିଭି): ଧିରେ ଧିରେ ବିଜେଡିକୁ ବାଏ କହୁଛନ୍ତି ହେଭିୱେଟ୍ ନେତା । ଆକାଶଙ୍କ ପରେ ଏବେ ବିଜେଡି ଛାଡ଼ିଲେ କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି । ଦଳ ଛାଡ଼ିବା ନେଇ…
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହଙ୍ଗାମା: ଉତ୍ତେଜନାକୁ ଶାନ୍ତ କଲେ ପ୍ରଶାନ୍ତ ଜଗଦେବ
ଭୁବନେଶ୍ୱର(ଆମ ଟିଭି): ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହାଇଡ୍ରାମା । ଦଳୀୟ କର୍ମୀଙ୍କ ହଙ୍ଗାମା । ଖୋର୍ଦ୍ଧା ବିଜେପି ନେତା କାଳୁ ଖଣ୍ଡାୟତ ରାୟଙ୍କ ବିକ୍ଷୋଭ ପ୍ରଦର୍ଶନ । ଜୟଶ୍ରୀରାମ ନାରା…
ନିର୍ବାଚନୀ ମାହୋଲରେ ନବୀନ ନିବାସରେ କ୍ରୀଡାବିତ୍ ଓ କ୍ରୀଡା ସଂଗଠନର କର୍ମକର୍ତା
ଭୁବନେଶ୍ୱର(ଆମ ଟିଭି): ନିର୍ବାଚନ ମାହୋଲ, ସରଗରମ ରାଜ୍ୟ ରାଜନୀତି । ଟିକେଟ୍କୁ ନେଇ ବିଭିନ୍ନ ରାଜନୈତିକ ଦଳରେ ଚାଲିଛି କସରତ । ଏହାରି ଭିତରେ ନବୀନ ନିବାସରେ କ୍ରୀଡାବିତ୍ ଓ କ୍ରୀଡା…
କଟକରେ ହେବ ଲଢେଇ ମଇଦାନରେ ଭର୍ତ୍ତୃହରୀ ଓ ସଂତୃପ୍ତ
: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼ ଲଢେଇ। ବିଜେଡିରୁ ଇସ୍ତଫା ଦେବା ପରେ…
କୋର୍ଟରେ ଆଜି ବଡ଼ ଖୁଲାସା କରିବେ କେଜ୍ରିଓ୍ବାଲ!
ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନିକଟରେ ମଦ ଦୁର୍ନୀତି ମାମଲାରେ କିଛି ପ୍ରମାଣ ରହିଛି। ଏହା ସମ୍ପୂର୍ଣ୍ଣ ପ୍ରସଙ୍ଗ ଉପରୁ ପରଦା ଉଠାଇପାରେ ବୋଲି…
ନିର୍ବାଚନ ପୂର୍ବରୁ କଂଗ୍ରେସର ‘ହାତ’ ଛାଡିଲେ ଭାରତର ସବୁଠୁ ଧନୀ ମହିଳା
ନୂଆଦିଲ୍ଲୀ (ଆମ ଟିଭି): ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରତିଦିନ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗୁଛି। ବର୍ତ୍ତମାନ ଭାରତର ସବୁଠାରୁ ଧନୀ ମହିଳା ତଥା ଦେଶର ଶ୍ରେଷ୍ଠ ଧନୀ…
ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ
ନୂଆଦିଲ୍ଲୀ (ଆମ ଟିଭି): ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା ଏପ୍ରିଲ ୧୯ରୁ ଆରମ୍ଭ ହୋଇ…
ଖୁବ୍ ଶୀଘ୍ର ବିଜେପି ଘୋଷଣା କରିପାରେ ବିଧାନସଭା ପ୍ରାର୍ଥୀ ତାଲିକା
ଭୁବନେଶ୍ୱର (ଆମ ଟିଭି): ଖୁବ୍ ଶୀଘ୍ର ବିଜେପି ଘୋଷଣା କରିପାରେ ବିଧାନସଭା ପ୍ରାର୍ଥୀ ତାଲିକା । ବିଧାନସଭା ଓ ବାକି ଥିବା ଲୋକସଭା ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିବା ପାଇଁ ରାଜ୍ୟ ବିଜେପି…
ମନରେଗା ପାରିଶ୍ରମିକରେ ୩ରୁ ୧୦ ପ୍ରତିଶତ ବୃଦ୍ଧି କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ (ଆମ ଟିଭି): ଗ୍ରାମାଞ୍ଚଳ ଶ୍ରମିକଙ୍କୁ ଖୁସି କରିବାକୁ ଚେଷ୍ଟା କରିଛନ୍ତି କେନ୍ଦ୍ର ସରକାର । ମନରେଗା ପାରିଶ୍ରମିକ ବୃଦ୍ଧି କଲେ କେନ୍ଦ୍ର ସରକାର । ମନରେଗା ପାରିଶ୍ରମିକରେ ୩ରୁ…