Browsing Category
Politics
ପୁଣି ଆନ୍ଦୋଳନକୁ ଓହ୍ଲାଇବ ଡ୍ରାଇଭର ସଂଘ
ଭୁବନେଶ୍ୱର(ଆମ ଟିଭି) : ପୁଣି ଆନ୍ଦୋଳନକୁ ଓହ୍ଲାଇବ ଡ୍ରାଇଭର ସଂଘ । ପ୍ରାୟ ୯ ମାସ ପରେ ପୁଣି ଥର ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ । ଗତବର୍ଷର ଦାବି ସହ ନୂଆ ଦଣ୍ଡ ବିଧାନ…
ପୁଣି ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ: ଏସସିବିରେ ଭର୍ତ୍ତି
ପୁରୀ(ଆମ ଟିଭି) ପୁଣି ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ । ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ କଟକ ବଡ଼ ମେଡିକାଲ ସ୍ଥାନାନ୍ତର । ତାଙ୍କର ଜ୍ୱର ଏବଂ କାଶ କମିଯାଇଛି । ଡିଏଚ୍ଏଚ୍ରେ ଚିକିତ୍ସା…
ନୂଆଦିଲ୍ଲୀ ଗଣତନ୍ତ୍ର ଦିବସ ପରେଡ୍ରେ ଏଥର ବିଶ୍ୱ ଦେଖିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼
ନୂଆଦିଲ୍ଲୀ(ଆମ ଟିଭି): ରାଜପଥରେ ଏଥର ଝଲସିବ ଓଡ଼ିଶାର ପ୍ରଜ୍ଞାପନ ମେଢ । ନୂଆଦିଲ୍ଲୀ ଗଣତନ୍ତ୍ର ଦିବସ ପରେଡ୍ରେ ଏଥର ବିଶ୍ୱ ଦେଖିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । କର୍ତ୍ତବ୍ୟପଥରେ ଓଡ଼ିଶାର…
ଓକିଲଙ୍କ ଉପରେ ହଠାତ ରାଗିଗଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼
ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ।ସୁପ୍ରିମକୋର୍ଟରେ ଆଜି ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଦେଶର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏକ ମାମଲାର…
ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେନି ପୁରୀ ଶଙ୍କରାଚାର୍ଯ୍ୟ: ଜାଣନ୍ତୁ କାହିଁକି?
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଏହି ସମାରୋହକୁ ଐତିହାସିକ ବନାଇବାକୁ ଉତ୍ତରପ୍ରଦେଶ ସରକାର ଓ ଅଯୋଧ୍ୟା ପ୍ରଶାସନ ପୁରା ଦମରେ…
ବ୍ରିଜ୍ ଭୂଷଣଙ୍କ ଲୋକ ଫୋନ କରି ଧମକ ଦେଉଛନ୍ତି: ସାକ୍ଷୀ ମଲିକ
ନୂଆଦିଲ୍ଲୀ: ପୁଣି ବିବାଦରେ ବ୍ରିଜ ଭୂଷଣ ସିଂ । ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍ପି ବ୍ରିଜ୍ ଭୂଷଣ ସିଂଙ୍କ ବିରୋଧରେ ଅଭିଯୋଗ ଆଉ ଏକ ଅଭିଯୋଗ ଆଣିଛନ୍ତି ସାକ୍ଷୀ ମଲିକ। ସେ କହିଛନ୍ତି,…
ମୁଁ ନିର୍ବାଚନ ଲଢିବି ନାହିଁ: ସୌମ୍ୟରଞ୍ଜନ ପଟ୍ଟନାୟକ
ଭୁବନେଶ୍ୱର: ବହୁ ଦିନ ପରେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି ଖଣ୍ଡପଡ଼ା ବିଧାୟକ ତଥା ପୂର୍ବତ୍ତନ ବିଜେଡି ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ। ବୁଧବାର ଖୋର୍ଦ୍ଧା ଜାନକୀ ଜୟନ୍ତୀ ଅବସରରେ…
ବଲାଙ୍ଗୀର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ବଲାଙ୍ଗୀରବାସୀଙ୍କୁ ନୂଆବର୍ଷ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବଲାଙ୍ଗୀର ଜିଲାରେ ୨୭୨୩ କୋଟି ଟଙ୍କା ବ୍ୟୟରେ ନିର୍ମିତ…
ଖୋଲାରେ ଅଳିଆ ପକାଇଲେ ମୋଟା ଅଙ୍କର ଫାଇନ କାଟିବ ବିଏମସି: ବିଏମସି କମିଶନର
ଭୁବନେଶ୍ୱର: କଠୋର ହେଲା ବିଏମସି । ଖୋଲାରେ ଅଳିଆ ପକାଇଲେ ମୋଟା ଅଙ୍କର ଫାଇନ କାଟିବ ବିଏମସି । ଏମିତି ଚେତାବନୀ ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ । ରାଜଧାନୀକୁ ସଫା ରଖିବା…
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଦିନ ଉପବାସ ରହିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଉଦଘାଟନ ଉତ୍ସବ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଜାନୁଆରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବ ଏହି ଉତ୍ସବ । ଗୁପ୍ତ ଭୋଟ ମାଧ୍ୟମରେ ରାମ…