Browsing Category

Politics

ମାଓବାଦୀଙ୍କୁ ଘେରି ଚାଲିଛି ବଡ଼ ଧରଣର ମାଓ ଅପରେସନ

ନୂଆଦିଲ୍ଲୀ (ଆମ ଟିଭି): ମାଓବାଦୀଙ୍କୁ ଘେରି ଚାଲିଛି ବଡ଼ ଧରଣର ମାଓ ଅପରେସନ।  କନ୍ଧମାଳ, ବୌଦ୍ଧରେ ଚାଲିଛି ବଡ଼ ଧରଣର ମାଓ ଅପରେସନ । ମାଓବାଦୀଙ୍କୁ ଉଭୟ ପଟୁ ଘେରି ସର୍ଚ୍ଚ ଅପରେସନ୍…

ଶଙ୍ଖ ଭବନରେ ଆରମ୍ଭ ହେଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର (ଆମ ଟିଭି): ୨୦୨୪ ପାଇଁ ବିଜେଡି ଆରମ୍ଭ କଲା  ରଣନୀତି ।  ଶଙ୍ଖ ଭବନରେ ଆରମ୍ଭ ହେଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା…

୨୪ ନିର୍ବାଚନରେ ବିଜେପି ଓଡିଶାର ୧୫ଟି ଲୋକସଭା ଆସନରୁ ଅଧିକ ଜିତିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର (ଆମ ଟିଭି): ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। ରାଜନୀତିରେ ୩ ମାସ ହିଁ ଯଥେଷ୍ଟ । ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ଚମକାଇ…

ଶୀତକାଳୀନ ଅଧିବେଶନରୁ ବିଦା ହେଲେ ୫ଜଣ କଂଗ୍ରେସ ସାଂସଦ

ନୂଆଦିଲ୍ଲୀ (ଆମ ଟିଭି): ବିରୋଧୀଙ୍କ ହଙ୍ଗାମା ପରେ ବାଚସ୍ପତିଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ । ରାଜ୍ୟସଭାରୁ ଟିଏମସି ସାଂସଦ ଡେରେକ ଓ’ବ୍ରାୟନ ନିଲମ୍ବିତ ହେବା ପରେ ଏବେ ଲୋକସଭାରୁ ୫ ଜଣ…

କୋରାପୁଟରେ ଗଡ଼ିଲା ଲକ୍ଷ୍ମୀ ବସ୍

ଭୁବନେଶ୍ୱର (ଆମ ଟିଭି): କୋରାପୁଟରେ ଗଡ଼ିଲା ଲକ୍ଷ୍ମୀ ବସ୍।  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ…

ଏଣିକି କାଗଜରେ ସିଝିବ ଅଣ୍ଡା: ଜାଣନ୍ତୁ କେମିତି?

ନୂଆଦିଲ୍ଲୀ (ଆମ ଟିଭି): ଏଣିକି ଅଣ୍ଡା ସିଝାଇବା ହେଲା ଆହୁରି ସହଜ । ଅଣ୍ଡା ସିଝାଇବା ପାଇଁ ବଜାରରେ ଏବେ ବିଭିନ୍ନ ପ୍ରକାର ବିଦ୍ୟୁତ୍ ଉପକରଣ ମିଳୁଛି। ଗରମ ପାଣିରେ ଅଣ୍ଡା ସିଝାଇବା ବ୍ୟତୀତ…

ସଂସଦରେ ସୁରକ୍ଷାରେ ତ୍ରୁଟି: ୮ କର୍ମଚାରୀ ନିଲମ୍ବିତ

ନୂଆଦିଲ୍ଲୀ (ଆମ ଟିଭି): ସଂସଦରେ ସୁରକ୍ଷା ଭଙ୍ଗ ପ୍ରସଙ୍ଗକୁ ନେଇ  ରାଜନୀତି ସର ଗରମ ହେବାରେ ଲାଗିଛି । ସଂସଦ ଭବନରେ ସୁରକ୍ଷା ଭଙ୍ଗ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।…

ରାଜ୍ୟସଭାରୁ ନିଲମ୍ବିତ ହେଲେ TMC ସାଂସଦ ଡେରେକ୍‌ ଓବ୍ରାଇନ୍‌

ନୂଆଦିଲ୍ଲୀ(ଆମ ଟିଭି): ତୃଣମୂଳ କଂଗ୍ରେସ ସାଂସଦ ଡେରେକ୍‌ ଓବ୍ରାଇନ୍‌ଙ୍କୁ ଗୁରୁବାର ରାଜ୍ୟସଭାରୁ ନିଲମ୍ବନ କରାଯାଇଛି। ସଂସଦରେ ସୁରକ୍ଷା ଭଙ୍ଗ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ସମୟରେ…

ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ମୋହନ ଯାଦବ

ନୂଆଦିଲ୍ଲୀ (ଆମ ଟିଭି): ଆଜି ମଧ୍ୟପ୍ରଦେଶ ପାଇଲା ନୂଆ ମୁଖ୍ୟମନ୍ତ୍ରୀ ।  ମଧ୍ୟପ୍ରଦେଶରେ ଆରମ୍ଭ ହେଲା ମୋହନ ସରକାର । ବୁଧବାର ଲାଲ ପରେଡ୍ ଗ୍ରାଉଣ୍ଡରେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ…

ଲୋକସଭା ଭବନ ଭିତରକୁ ଡେଇଁଲେ ୨ଜଣ ଯୁବକ

ନୂଆଦିଲ୍ଲୀ(ଆମ ଟିଭି): ସଂସଦର ଶୀତକାଳୀନ ଅଧିବେଶନର ଆଜି ହେଉଛି ଅଷ୍ଟମ ଦିନ। ଲୋକସଭା ଚାଲିଥିବା ସମୟରେ ହଠାତ୍‌‌ ଦର୍ଶକ ଗ୍ୟାଲେରୀରୁ ୨ ଅଜ୍ଞାତ ଯୁବକ ଡେଇଁ ହଇଚଇ ସୃଷ୍ଟି କରିଛନ୍ତି। ଏହି…