Browsing Category
Politics
ମହଙ୍ଗା ହେବ ରେଳ ଯାତ୍ରା: ଏକ୍ସପ୍ରେସ ଟ୍ରେନ ରେ ରହିବନି ଜେନେରାଲ ବଗି
ଭୁବନେଶ୍ବର(ଆମ ଟିଭି): ଏଣିକି ମହଙ୍ଗା ହେବ ରେଳ ଯାତ୍ରା । ଟ୍ରେନରେ ଜେନେରାଲ କମ୍ପାର୍ଟମେଣ୍ଟ୍ ଓ ସ୍ଲିପର୍ କୋଚ୍ ବଦଳରେ ଲାଗିବ ଏସି କୋଚ୍ । ଚଳିତବର୍ଷଠାରୁ ଆସନ୍ତା ୨ବର୍ଷ ଭିତରେ କେତେକ…
ସାମ୍ନାକୁ ଆସିଲା ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହର ପ୍ରଥମ ଫଟୋ
ନୂଆଦିଲ୍ଲୀ (ଆମ ଟିଭି): ସାମ୍ନାକୁ ଆସିଲା ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହର ପ୍ରଥମ ଫଟୋ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦୁଇଟି ଫଟୋରେ ପ୍ରଭୁ ରାମଲାଲା ବିରାଜମାନ ହେବାକୁ ଥିବା…
ଆସନ୍ତାକାଲି ଆସିପାରେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁ
ନୂଆଦିଲ୍ଲୀ (ଆମ ଟିଭି): ଆସନ୍ତାକାଲି ଏକ ବଡ଼ ଘୋଷଣା ହୋଇପାରେ। ଏ ପର୍ଯ୍ୟନ୍ତ ବିଜେପି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ତାହା ସ୍ଥିର ହୋଇ ନ ଥିବା ବେଳେ…
ଇରାକର ଏକ ବିଶ୍ବବିଦ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ
ଇରାକ (ଆମ ଟିଭି): ଇରାକରେ ଭୟାବହ ଅଗ୍ନିକାଣ୍ଡ। ଇରାକର ଉତ୍ତରାଞ୍ଚଳ ଏରବିଲରେ ଭୟାବହ ଅଗ୍ନିକାଣ୍ଡ । ଏକ ବିଶ୍ବବିଦ୍ୟାଳୟର ଡର୍ମିଟୋରୀରେ ବଡ ଧରଣର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୪ ଜଣ…
ISIS ଲିଙ୍କ ଘଟଣାରେ ୨ ରାଜ୍ୟରେ NIAର ଚଢ଼ାଉ
ନୂଆଦିଲ୍ଲୀ(ଆମ ଟିଭି): ISIS ଲିଙ୍କ ଘଟଣାରେ ଦୁଇ ରାଜ୍ୟର NIAର ଏକକାଳୀନ ଚଢ଼ାଉ କରିଛି । ମହାରାଷ୍ଟ୍ର ଓ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ।…
ତେଲେଙ୍ଗାନାରେ ଶପଥ ନେଲେନି ବିଜେପି ବିଧାୟକ
ନୂଆଦିଲ୍ଲୀ (ଆମ ଟିଭି): ତେଲେଙ୍ଗାନା ପାଇଲା ନୁଆ ସରକାର । ତେଲେଙ୍ଗାନାରେ ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ମାତ୍ର ୮ଟି ଆସନ ମିଳିଛି । ତେଲେଙ୍ଗାନାର…
ଓଡିଶାରେ ଆଇଟି ରେଡ, ସିବିଆଇ ତଦନ୍ତ ଦାବି କଲେ ମନମୋହନ ସାମଲ
ଭୁବନେଶ୍ୱର (ଆମ ଟିଭି): ଓଡିଶାର ଆଇଟି ରେଡକୁ ନେଇ ରାଜନୀତି ସର ଗରମ ହୋଇଛି । ଓଡିଶାରେ ଆଇଟି ରେଡ୍ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଲେ,…
ସମାଜବାଦୀ ପାର୍ଟିରୁ ବିଦା ହେଲେ ସାଂସଦ ଦାନୀଶ ଅଲ୍ଲୀ
ନୂଆଦିଲ୍ଲୀ (ଆମ ଟିଭି): ମହଙ୍ଗା ପଡିଲା ଦଳ ବିରୋଧୀ କାମ।ବହୁଜନ ସମାଜବାଦୀ ପାର୍ଟିର ସାଂସଦ ଦାନୀଶ ଅଲ୍ଲୀଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳର…
ବିନା ଟ୍ରାଏଲରେ କୌଣସି ଅଭିଯୁକ୍ତଙ୍କୁ ଦୀର୍ଘଦିନ ଧରି ଜେଲରେ ରଖାଯାଇପାରିବ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀ ଅବକାରୀ ନୀତି ମାମଲାରେ ଏକ ବଡ଼ ରାୟ ଦେଇଛନ୍ତି ସୁପ୍ରିମ କୋର୍ଟ । ଦିଲ୍ଲୀ ଅବକାରୀ ନୀତି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ମଦ କମ୍ପାନୀ ପେରନୋଡ…
ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଲାଲଡୁହୋମା
ନୂଆଦିଲ୍ଲୀ (ଆମ ଟିଭି): ମିଜୋରାମ କୁ ମିଳିଲା ନୂଆ ମୂଖ୍ୟମନ୍ତ୍ରୀ । ଜେଡପିଏମ ନେତା ଲାଲଡୁହୋମା ଶୁକ୍ରବାର ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ହରି ବାବୁ…