Browsing Category

Special

ଲଗାତର ତିନିଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ସାରି ଦିଅନ୍ତୁ ଜରୁରୀ କାମ

ଭୁବନେଶ୍ବର (ଆମ ଟିଭି): ଆସନ୍ତା ତିନି ଦିନରେ ଯଦି ଆପଣଙ୍କର ବ୍ୟାଙ୍କରେ କୌଣସି କାମ ଅଛି, ତେବେ ତାହା ପୂରା ହୋଇପାରିବ ନାହିଁ । ପ୍ରକୃତ କଥା ହେଉଛି, ଜୁନ ୨୭ରୁ ୨୯ ପର୍ଯ୍ୟନ୍ତ ଲଗାତର…

ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଜାଣନ୍ତୁ କେଉଁ ସମୟରେ କଣ ରହିଛି ନୀତି, କେତେବେଳ ଗଡିବ ରଥ?

ପୁରୀ(ଆମ ଟିଭି): ଆସନ୍ତାକାଲି ହେଉଛି ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା। ଆଜିଠାରୁ ପୁରୀରେ ଲକ୍ଷଲକ୍ଷ ଭକ୍ତ ଏକାଠି ହେବାରେ ଲାଗିଛନ୍ତି। ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି…

ଜୁଲାଇ ୧୫ ରୁ ଦୁଇ ଚକିଆ ଯାନବାହାନ ଉପରେ ଲାଗିବ କି ଟୋଲ୍ ଟିକସ?: ସ୍ପଷ୍ଟ କଲେ ନୀତିନ ଗଡକରୀ

ନୂଆଦିଲ୍ଲୀ(ଆମ ଟିଭି): କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଥିଲା ଯେ, ଆଗାମୀ ଦିନରେ ମୋଦି ସରକାର ଜାତୀୟ ରାଜପଥ ବ୍ୟବହାର କରୁଥିବା ଦୁଇ ଚକିଆ ଯାନରୁ ମଧ୍ୟ ଟୋଲ୍ ଟିକସ ଆଦାୟ କରିବେ।…

ବଢ଼ିବ ରେଳ ଟିକେଟର ମୂଲ୍ୟ, ଜୁଲାଇ ଏକରୁ ଖାଲି ହେବ ରେଳଯାତ୍ରୀ ପକେଟ

ନୂଆଦିଲ୍ଲୀ (ଆମ ଟିଭି): ଭାରତୀୟ ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର । ବଢ଼ିବାକୁ ଯାଉଛି ଟିକେଟ୍ ମୂଲ୍ୟ । ଯାହା ସାଧାରଣ ଯାତ୍ରୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ପକେଟ କରିବ…

ଅପରେସନ ସିନ୍ଧୁ: ୧୬୫ ଭାରତୀୟ ନାଗରିକଙ୍କୁ ନେଇ ଇସ୍ରାଏଲରୁ ପହଞ୍ଚିଲା ଆଉ ଏକ ବିମାନ

ନୂଆଦିଲ୍ଲୀ (ଆମ ଟିଭି): ‘ଅପରେସନ୍ ସିନ୍ଧୁ’ ଅଧୀନରେ ଇସ୍ରାଏଲରୁ ୧୬୫ ଜଣ ଭାରତୀୟ ନାଗରିକଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ଦିଲ୍ଲୀର ପାଲମ ବାୟୁସେନା ଷ୍ଟେସନରେ ଅବତରଣ କରିଛି।…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି; ପରୀକ୍ଷା ଫି ଛାଡ଼ କଲେ ସରକାର…

ଭୁବନେଶ୍ୱର (ଆମ ଟିଭି): ପରୀକ୍ଷା ପରିଚାଳନା ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ସରକାରଙ୍କ ଅଧୀନରେ ନିଯୁକ୍ତି ସଂସ୍ଥା ଦ୍ୱାରା ପରିଚାଳିତ ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ଫି ଛାଡ଼…

ବନ୍ୟା ସ୍ଥିତି ଭିତରେ ବର୍ଷାକୁ ନେଇ ବଡ଼ ଖବର; ୨୫ରେ ସୃଷ୍ଟି ହେଇପାରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର (ଆମ ଟିଭି):  ୨୫ରେ ସୃଷ୍ଟି ହେଇପାରେ ଘୁର୍ଣ୍ଣିବଳୟ । ଏହାର ପ୍ରଭାବରେ ବଢ଼ିପାରେ ବର୍ଷା । ବାଲେଶ୍ୱରରେ ବନ୍ୟା ଆଶଙ୍କା ଭିତରେ ଆସିଲା ବଡ଼ ବର୍ଷା । ୨୫ ଜୁନ୍ ପାଖାପାଖି…

ରଥଯାତ୍ରା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ 365ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ

ଭୁବନେଶ୍ୱର (ଆମ ଟିଭି): ପୁରୀରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମହୋତ୍ସବକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକର ତୀର୍ଥଯାତ୍ରୀ ଏବଂ ପରିଦର୍ଶକ…

୫ ବର୍ଷ ପରେ ଖୋଲିବ ସ୍ୱର୍ଗକୁ ଯିବାର ପଥ!: ଜୁନ୍ ୩୦ ରୁ ଆରମ୍ଭ ହେବ କୈଳାସ ମାନସରୋବର ଯାତ୍ରା

ନୂଆଦିଲ୍ଲୀ (ଆମ ଟିଭି): କୈଳାସ ମାନସରୋବର ଯାତ୍ରା ଗତ ପାଞ୍ଚ ବର୍ଷ ଧରି ବନ୍ଦ ଥିଲା। କିନ୍ତୁ ଚଳିତ ବର୍ଷ ଜୁନ୍ ୩୦ ତାରିଖରୁ ଏହି ଧାର୍ମିକ ଯାତ୍ରା ପୁଣି ଥରେ ଆରମ୍ଭ ହେଉଛି, ଯାହା ଅଗଷ୍ଟ…

ଏୟାର ଇଣ୍ଡିଆ ବିମାନରେ ବୋମା ଧମକ, ରିୟାଦରେ କଲା ଜରୁରୀକାଳିନ ଅବତରଣ

ନୂଆଦିଲ୍ଲୀ (ଆମ ଟିଭି): ଗତକାଲି ରାତିରେ ୟୁକେର ବର୍ମିଂହାମରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ବୋମା ଧମକ ମିଳିବା ପରେ ଏହାକୁ ରିୟାଦରେ ଜରୁରୀ କାଳିନ ଅବତରଣ କରିଥିଲା। ଏ…