Browsing Category
Special
ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଅନୁଧ୍ୟାନ କଲେ ଗଜପତି ମହାରାଜା
ପୁରୀ (ଆମ ଟିଭି): ଗଜପତି ମହାରାଜା ଦିବ୍ୟସିଂହ ଦେବ ଗୁରୁବାର ଶ୍ରୀମନ୍ଦିର ଯାଇ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି।…
ପୁରୀରେ ମୃତବରଣ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ଭେଟିଲେ ଆଇନ ମନ୍ତ୍ରୀ, ପ୍ରଦାନ କଲେ ୨୫ ଲକ୍ଷ ଟଙ୍କା
ଭୁବନେଶ୍ବର(ଆମ ଟିଭି): ଶରଧାବାଲି ଦଳାଚକଟାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ଭେଟିଲେ ଆଇନ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ। ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକ…
ଜାମ୍ମୁ କାଶ୍ମୀରରେ ସେନାର ଏନକାଉଣ୍ଟର
ନୂଆଦିଲ୍ଲୀ (ଆମ ଟିଭି): ଜାମ୍ମୁ କାଶ୍ମୀରରେ ସେନାର ଏନକାଉଣ୍ଟର। କିସ୍ତୱାଡ ଅଂଚଳରେ ୨ରୁ ୩ ଆତଙ୍କୀ ଅନୁପ୍ରବେଶ କରିଥିବା ସନ୍ଦେହ। ଯବାନଙ୍କୁ ଦେଖି ଗୁଳିମାଡ଼ କଲେ ଆତଙ୍କୀ। ଜବାବରେ ସେନାର…
ଆସନ୍ତା ୦୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା
ଭୁବନେଶ୍ୱର (ଆମ ଟିଭି): ଆସନ୍ତା ୦୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା । ଦକ୍ଷିଣ ଝାଡ଼ଖଣ୍ଡ ଏବଂ ପଡ଼ୋଶୀ ଉପରେ…
YouTubeର ନୂଆ ନିୟମ!: ଏବେ ଏକାକୀ ଲାଇଭଷ୍ଟ୍ରିମ୍ କରିପାରିବେ ନାହିଁ ଏହି ବୟସର ପିଲା
ନୂଆଦିଲ୍ଲୀ(ଆମ ଟିଭି): YouTube ତାର ଲାଇଭଷ୍ଟ୍ରିମିଂ ନୀତିରେ ଏକ ବଡ଼ ପରିବର୍ତ୍ତନ କରିଛି। ଏହି ନୂତନ ନିୟମ ଅନୁଯାୟୀ, ଯାହା ଜୁଲାଇ 22 ତାରିଖରୁ ଲାଗୁ ହେବ, ଏବେ ଯେକୌଣସି ବ୍ୟକ୍ତି ଅତି…
ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର(ଆମ ଟିଭି): ଆହୁରି ୩ ଦିନ ରାଜ୍ୟରେ ବର୍ଷା । କାରଣ ପଶ୍ଚିମବଙ୍ଗ ପାଖାପାଖି ଥିବା ଲଘୁଚାପ କ୍ଷେତ୍ର କାଲି ସୁଦ୍ଧା ଉତ୍ତର ଓଡ଼ିଶା ଦେଇ ଝାଡ଼ଖଣ୍ଡକୁ ଗତି କରିବ । ତେଣୁ ଆଗାମୀ ୨୪…
ରାଗିଲେ ମା ଲକ୍ଷ୍ମୀ, ବିଳମ୍ବିତ ରାତିରେ ଭାଙ୍ଗି ଦେଲେ ନନ୍ଦିଘୋଷ ରଥ
ପୁରୀ(ଆମ ଟିଭି): ରଥଯାତ୍ରାରେ ମା ଲକ୍ଷ୍ମୀଙ୍କ ପ୍ରଭୃ ଜଗନ୍ନାଥ ନ ନେବାରୁ ମା ଲକ୍ଷ୍ମୀ ରାଗିଲେ। ଗତକାଲି ମଧ୍ୟ ରାତ୍ରରେ ଶ୍ରୀମନ୍ଦିର ଛାଡି ଗୁଣ୍ଡିଚା ମନ୍ଦିର ଆସିଥିଲେ। ଆଉ ସାମନାରେ…
ଗାଜା ଉପରେ ଇସ୍ରାଏଲର ଆକ୍ରମଣ, ୭୪ ମୃତ
ନୂଆଦିଲ୍ଲୀ (ଆମ ଟିଭି): ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି । ଏପିର ରିପୋର୍ଟ ଅନୁଯାୟୀ, ପ୍ରତ୍ୟକ୍ଷଦର୍ଶୀ ଏବଂ ସ୍ୱାସ୍ଥ୍ୟ କର୍ମୀ କହିଛନ୍ତି ଯେ ଇସ୍ରାଏଲ ଗାଜାର ଏକ କାଫେ ଉପରେ…
ଉତ୍ତର ଓଡ଼ିଶା ଉବୁଟୁବୁ: ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ଅବବାହିକାରେ ବନ୍ୟା ପରିସ୍ଥିତି
ବାଲେଶ୍ୱର (ଆମ ଟିଭି): ସପ୍ତାହେ ନପୂରୁଣୁ ପୁଣି ଉତ୍ତର ବାଲେଶ୍ୱରରେ ବନ୍ୟା ସ୍ଥିତି । ଝାଡ଼ଖଣ୍ଡ ଗାଲୁଡି ବ୍ୟାରେଜ ପାଣିରେ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।…
ଓମାନ ଯାଉଥିବା ଏକ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ, ଦେବଦୂତ ଭଳି ପହଞ୍ଚିଲା ଭାରତୀୟ ନୌସେନା, ସାମ୍ନାକୁ ଆସିଲା ଚିତ୍ର
ଭୁବନେଶ୍ୱର (ଆମ ଟିଭି): ଓମାନ ଯାଉଥିବା ଏକ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ । ଦେବଦୂତ ଭଳି ପହଞ୍ଚିଲା ଭାରତୀୟ ନୌସେନା, ଆଉ ବଞ୍ଚାଇଲା କ୍ରୁ- ସଦସ୍ୟଙ୍କ ଜୀବନ । ଓମାନ ଉପସାଗରରେ ଏକ ମିଶନରେ…