Browsing Category
Special
ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି
ଭୁବନେଶ୍ୱର (ଆମ ଟିଭି): ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି ଭିଜିଲାନ୍ସ।…
ଉତ୍ତର ବଙ୍ଗୋପସାଗରରେ ଚଳିତ ମାସରେ ତୃତୀୟ ଲଘୁଚାପ କ୍ଷେତ୍ର ସୃଷ୍ଟି: ପ୍ରଭାବରେ ୨୭ରୁ ୩୦ରୁ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର (ଆମ ଟିଭି): ସୃଷ୍ଟି ହେଲା ଆଉ ଗୋଟିଏ ଲଘୁଚାପ। ଉତର ବଙ୍ଗୋପସାଗର ଓ ବାଙ୍ଗଲାଦେଶ ସଂଲଗ୍ନ ଅଂଚଳରେ ସୃଷ୍ଟି ହେଇଛି ଏକ ଲଘୁଚାପ। କ୍ରମଶହ ପଶ୍ଚିମ ଓ ଉତର ପଶ୍ଚିମ ଦିଗକୁ ଗତିକରି…
ଦୁଇ ଦିନରେ ଆଳୁ ସମସ୍ୟାର ହେବ ସମାଧାନ: ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସୂଚନା
ଭୁବନେଶ୍ବର (ଆମ ଟିଭି); ଦୁଇ ଦିନରେ ରାଜ୍ୟକୁ ଆସିବ ଆଳୁ। ଦୂର ହେବ ଅଭାବ। ପଶ୍ଚିମବଙ୍ଗ ସରକାରଙ୍କ ସହ କଥା ହେବା ପରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ। କୃଷ୍ଣଚନ୍ଦ୍ର ପାତ୍ର…
ଭୁବନେଶ୍ୱରରେ ଚାଞ୍ଚଲ୍ୟ ; ରେଳଧାରଣାକୁ ଡେଇଁ ସାମ୍ବାଦିକାଙ୍କ ଆତ୍ମହତ୍ୟା , ଭାଇରାଲ ହେଉଛି ଆତ୍ମହତ୍ୟା ପୁର୍ବର ଭିଡିଓ
ଭୁବନେଶ୍ଵର (ଆମ ଟିଭି ): ଟ୍ରେନରେ କଟି ଜୀବନ ହାରିଲେ ୱେବ୍ ସାମ୍ବାଦିକା । ତାଙ୍କ ନାଁ ମଧୁମିତା ପରିଡା ବୋଲି ଜଣାପଡିଛି । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସୂଚନା । ଭୁବନେଶ୍ୱର…
ଆହୁରି ୩ ଦିନ ବର୍ଷା; ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିପାରେ
ଭୁବନେଶ୍ଵର (ଆମ ଟିଭି): ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆହୁରି ତିନି ଦିନ ବର୍ଷିବ। ଆଜି କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା…
ମା’ ମଝିଘରିଆଣିଙ୍କ ହୁଣ୍ଡିରୁ ମିଳିଲା ୯୯ ଲକ୍ଷ ୧୫ ହଜାର ଟଙ୍କା ; ବିଦେଶୀ ମୁଦ୍ରା ସହ ମିଳିଲା ବିପୁଳ ସୁନା, ରୂପା
ଭୁବନେଶ୍ଵର (ଆମ ଟିଭି): ମା’ଙ୍କ ହୁଣ୍ଡିରୁ ମିଳିଲା ବିଦେଶୀ ମୁଦ୍ରା। ସରିଲା ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣିଙ୍କ ହୁଣ୍ଡି ଗଣତି । ହୁଣ୍ଡିରୁ ସମୁଦାୟ ୯୯ ଲକ୍ଷ ୧୫ ହଜାର ୪୨୨…
ବନ୍ୟା ନିୟନ୍ତ୍ରଣ, ଜଳସେଚନ ପ୍ରକଳ୍ପପାଇଁ ବଡ଼ ପ୍ୟାକେଜ୍ ଘୋଷଣା
ନୂଆଦିଲ୍ଲୀ (ଆମ ଟିଭି): ବିଭିନ୍ନ ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା ବଢ଼ାଇବା ଏବଂ ଜଳସେଚନ ପ୍ରକଳ୍ପଗୁଡ଼ିକର ବିକାଶ ପାଇଁ କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ୧୧,୫୦୦ କୋଟି ଟଙ୍କାର…
ରାଜ୍ୟର ନୂଆ ସିଇଓ ହେଲେ ଆର୍ ସନ୍ଥଗୋପାଳନ; ୨୦୦୧ ବ୍ୟାଚର ଆଇଏଏସଙ୍କୁ ମିଳିଲା ଗୁରୁ ଦାୟିତ୍ୱ
ଭୁବନେଶ୍ୱର(ଆମ ଟିଭି): ରାଜ୍ୟର ନୂଆ ସିଇଓ ହେଲେ ଆଇଏଏସ୍ ଅଫିସର ଆର୍ ସନ୍ଥଗୋପାଳନ । ୨୦୦୧ ବ୍ୟାଚର ଏହି ଆଇଏଏସ୍ ଅଫିସରଙ୍କୁ ରାଜ୍ୟର ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଇଛି ।…
ଆଇରନ୍ ବଟିକା ଖାଇ ୩୦ ଛାତ୍ରୀଛାତ୍ର ଅସୁସ୍ଥ
ପାରାଦୀପ(ଆମ ଟିଭି): ଜଗତ୍ସିଂହପୁର ଜିଲା ଅଠରବାଙ୍କି ତଳଗଡ଼ ଯୁପି ସ୍କୁଲରେ ସୋମବାର ଏକ ଅଘଟଣ ଘଟିଛି। ସ୍କୁଲରେ ଦିଆଯାଇଥିବା ଆଇରନ୍ ବଟିକା ଖାଇ ୩୦ରୁ ଊଦ୍ଧର୍ବ ଛାତ୍ରୀଛାତ୍ର ଅସୁସ୍ଥ…
ବୁଲା କୁକୁର ନିୟନ୍ତ୍ରଣ ପାଇଁ ଯୋଜନା କରିବେ ୭ ଆଇଏଏସ୍ ଅଫିସର
ଭୋପାଳ (ଆମ ଟିଭି): ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳରେ ବୁଲା କୁକୁର ଜନିତ ସମସ୍ୟା ବଢ଼ିବାରେ ଲାଗିଛି। ପରିସ୍ଥିତିକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ…