Browsing Category

Special

ଅଗ୍ନିକାଣ୍ଡରେ ୭ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ (ଆମ ଟିଭି): ଆଜି ଭୋରରୁ ମୁମ୍ବାଇର ଗୁରଗାଁଓରେ ଏକ ୭ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ନିଆଁ ଲାଗିଛି । ଏଥିରେ ୭ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଜଣ…

ରାଜଧାନୀ ପୂଜାରେ ରାତି ୧୨ଟା ଯାଏଁ ଚାଲିବ ମେଲୋଡ଼ି

ଭୁବନେଶ୍ୱର(ଆମ ଟିଭି): ପାର୍ବଣ ପାଇଁ ଗାଁ’ଠୁ ସହର ସବୁଠି ଉତ୍ସବମୁଖର। ମା’ଙ୍କ ପୂଜା ସାଙ୍ଗକୁ ସମସ୍ତ ପ୍ରକାର ମେଳା ମହୋତ୍ସବ, ମିନାବଜାର ଓ ନାଚଗୀତ ଆସର ଜମିବ । ଚଳିତବର୍ଷ ରାଜଧାନୀ…

ଆଜିଠୁ ଖୋଲିବ ଭୁବନେଶ୍ୱର ୟୁନିଟ୍ ୧ ହାଟ

ଭୁବନେଶ୍ୱର (ଆମ ଟିଭି): ବହୁ ବାଦ ବିବାଦ ଓ ଆଲୋଚନା ପରେ ଆଜିଠୁ ଖୋଲିବାକୁ ଯାୁଛି ଭୁବନେଶ୍ୱର ୟୁନିଟ୍ ୧ ହାଟ । ବିଏମସି ସହ ଆଲୋଚନା ପରେ ୧ ନମ୍ବର ହାଟ ବ୍ୟବସାୟୀ ସଂଘ ସଭାପତି ଏ…

ଆଜି ୧୨ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର (ଆମ ଟିଭି): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଗୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଏହାରି ଭିତରେ ଆଜି ୧୨ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା…

ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର (ଆମ ଟିଭି): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଏହାରି ଭିତରେ ୫ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବାର ସମ୍ଭାବନା…

ଲଘୁଚାପ ବର୍ଷା: ୪ ତାରିଖ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର (ଆମ ଟିଭି): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଉତ୍ତର ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଆସନ୍ତା ୨୪…

ବଙ୍ଗୋପସାଗରରେ ସୃଷ୍ଟି ହେଲା ପୁଣି ଏକ ଲଘୁଚାପ

ଭୁବନେଶ୍ୱର (ଆମ ଟିଭି): ବଙ୍ଗୋପସାଗରରେ ସୃଷ୍ଟି ହେଲା ପୁଣି ଏକ ଲଘୁଚାପ । ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବ । ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । ଆଜି…

ଶାଢୀ ବଦଳରେ ୟୁନିଫର୍ମ ପିନ୍ଧିବେ ଏୟାର ଇଣ୍ଡିଆ କର୍ମଚାରୀ

ନୂଆଦିଲ୍ଲୀ (ଆମ ଟିଭି): ଏୟାର ଇଣ୍ଡ଼ିଆ ଏବେ ଟାଟା ହାତରେ । ଟାଟା ହାତକୁ ଯିବା ପରେ ଏବେ ଏହାର ଅନେକ ପରିବର୍ତ୍ତନ କରିବାକୁ ଯାଉଛି । ନିକଟରେ ଖବର ଆସିଥିଲା ଯେ, ଏୟାର ହଷ୍ଟେସଙ୍କ ୟୂନିଫର୍ମ…

ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସକୁ ନେଇ ଆତଙ୍କିତ ଲୋକେ

ସୁନ୍ଦରଗଡ (ଆମ ଟିଭି): ପଶ୍ଚିମ ଓଡ଼ିଶାରେ ସ୍କ୍ରବ୍ ଟାଇଫସକୁ ନେଇ ଆତଙ୍କ ଖେଳିଯାଇଛି । ପୂର୍ବରୁ ସ୍କ୍ରବ ଟାଇଫସରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଭାବେ ଆଇସିୟୁରେ…

ବିବାହ ଉତ୍ସବ ବେଳେ ଅଗ୍ନିକାଣ୍ଡ: ୧୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ (ଆମ ଟିଭି): ଚାଲିଥିଲା ହସଖୁସିର ମାହୋଲ୍ । ହେଲେ ହଠାତ୍ ଚାରିଆଡେ ଖେଳିଗଲା ଶୋକର କଳାବାଦଲ । ଆଉ ଦେଖୁ ଦେଖୁ ପ୍ରାଣ ହରାଇଲେ ୧୦୦ ରୁ ଅଧିକ ଜୀବନ । ଗୁରୁତର ହୋଇଗଲେ ୧୫୦ରୁ…