Browsing Category

Special

ଆଗକୁ ଆହୁରି ବଢ଼ିବ ତାତି

ଭୁବନେଶ୍ୱର(ଆମ ଟିଭି): ଆଗକୁ ଆହୁରି ବଢ଼ିବ ତାତି । ଶୁକ୍ରବାର ମାଲକାନଗିରିରେ ତାପମାତ୍ରା ୩୭ଡିଗ୍ରୀ ଛୁଇଁଥିବା ବେଳେ ଟିଟିଲାଗଡ଼, ପାଟଣାଗଡ଼, ବୌଦ୍ଧ ଓ ବଲାଙ୍ଗୀରରେ ତାତି ୩୫ଡିଗ୍ରୀ ଉପରେ…

ରାଜ୍ୟର ଘରୋଇ ସ୍କୁଲରେ ପଢ଼ିବେ ଗରିବ ମେଧାବୀ

ଭୁବନେଶ୍ୱର(ଆମ ଟିଭି): ଆରଟିଇ ବା ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଘରୋଇ ସ୍କୁଲରେ ମାଗଣା ପାଠ ପଢ଼ିବାକୁ ୧୭ହଜାର ୨୩୫ପିଲା ଯୋଗ୍ୟ ବିବେଚିତ ହୋଇଛନ୍ତି । ୨୦୨୪-୨୫ଶିକ୍ଷା ବର୍ଷ ପାଇଁ ଆରଟିଇ…

ପୋଲିସକୁ ବଡ଼ ସଫଳତା: ଟଳିପଡିଲେ ୪ ନକ୍ସଲ

ନୂଆଦିଲ୍ଲୀ (ଆମ ଟିଭି): ମହାରାଷ୍ଟ୍ରର ଗାଡଚିରୋଲିରେ ନକ୍ସଲମାନଙ୍କ ସହ ହୋଇଥିବା ଏନକାଉଣ୍ଟରରେ ପୋଲିସ ବଡ଼ ସଫଳତା ହାସଲ କରିଛି। ଏହି ଏନକାଉଣ୍ଟରରେ ସି୬୦ କମାଣ୍ଡୋଙ୍କ ଗୁଳିରେ ୪ ଜଣ ନକ୍ସଲ…

ଆସନ୍ତା ଦୁଇ ଦିନ ନାକେଦମ୍ କରିବ କାଳବୈଶାଖୀ

ଭୁବନେଶ୍ୱର (ଆମ ଟିଭି): ଆସନ୍ତା ଦୁଇ ଦିନ ନାକେଦମ୍ କରିବ କାଳବୈଶାଖୀ । କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ଓ ବଜ୍ରପାତ ହେବାର ଆଶଙ୍କା ରହିଛି । କିଛି ଜିଲ୍ଲାରେ ୩୦ରୁ ୫୫ କିଲୋମିଟର…

ସୁନ୍ଦରଗଡ଼ରେ ଠାବ ହେଲା ମହାବଳ ବାଘ

ସୁନ୍ଦରଗଡ (ଆମ ଟିଭି): ସୁନ୍ଦରଗଡ଼ରେ ଠାବ ହେଲା ମହାବଳ ବାଘ । ବଣାଇ ବାରସୁଆ ରେଞ୍ଜର ତୋଡ଼ା ସଂରକ୍ଷିତ ଜଙ୍ଗଲରେ ଖଞ୍ଜା ଯାଇଥିବା ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି ବାଘର ଚିତ୍ର । ଏହି ମହାବଳ…

ଟ୍ରାଫିକ୍ ପୋଷ୍ଟରେ ରେଡ୍ ଲାଇଟ୍ ଜଳିବା ପରେ ନିୟମ ଭାଙ୍ଗିଲେ ଡ୍ରାଇଭିଂ ଲାଇସେନ୍ସ ଜବତ କରି କୋର୍ଟ ଚାଲାଣ କରିବ ପୋଲିସ

ଭୁବନେଶ୍ୱର (ଆମ ଟିଭି): ଏଣିକି ରାଜଧାନୀରେ ସାବାଡ ହେବେ ଅମାନିଆ ଡ୍ରାଇଭର । ଟ୍ରାଫିକ୍ ପୋଷ୍ଟରେ ରେଡ୍ ଲାଇଟ୍ ଜଳିବା ପରେ ନିୟମ ଭାଙ୍ଗି ଗଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ମୋଟା…

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରଜତ କୁମାର ପ୍ରତିହାରୀଙ୍କ ପରଲୋକ

ପୁରୀ (ଆମ ଟିଭି): ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ପୂର୍ବତନ ପରିଚାଳନା କମିଟି ସଦସ୍ୟ ରଜତ କୁମାର ପ୍ରତିହାରୀଙ୍କ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି। ହୃଦଘାତରେ ତାଙ୍କର…

ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ସରକାରଙ୍କୁ ୩ ସପ୍ତାହର ମହଲତ

କଟକ (ଆମ ଟିଭି): ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ସରକାରଙ୍କୁ ୩ ସପ୍ତାହର ମହଲତ । ତଦନ୍ତ କମିଶନ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ନେଇ ନେଇ ରାଜ୍ୟ ସରକାରଙ୍କୁ ୩ ସପ୍ତାହର ସମୟ ଦେଇଛନ୍ତି…

ବଢିଲା ସୁନାର ମୂଲ୍ୟ, ଜାଣନ୍ତୁ କେତେ ରହିଛି ଦାମ୍

ନୂଆଦିଲ୍ଲୀ (ଆମ ଟିଭି): ଏବେ ଚାଲିଛି ବିବାହର ଋତୁ । ଦିନକୁ ଦିନକୁ ସୁନାର ଦାମ୍ ବୃଦ୍ଧି ପାଉଥିବାରୁ ଚିନ୍ତାରେ ଗ୍ରାହକ । ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଆଜି…

ଖୋର୍ଦ୍ଧା ବରୁଣେଇ ପୀଠ ପରିଦର୍ଶନ କରିଛନ୍ତି ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ

ଭୁବନେଶ୍ୱର (ଆମ ଟିଭି): ଖୋର୍ଦ୍ଧା ବରୁଣେଇ ପୀଠ ପରିଦର୍ଶନ ସହ ମନ୍ଦିର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଭୋର ସାଢ଼େ ୫ଟାରେ ମନ୍ଦିରରେ ପହଁଚି…