Browsing Category
Special
ଆଫଗାନିସ୍ତାନରେ ପୁଣି ଭୂକମ୍ପ ଝଟକା, ତୀବ୍ରତା ୩.୭
ଆଫଗାନିସ୍ତାନ (ଆମ ଟିଭି): ଆଫଗାନିସ୍ତାନରେ ପୁଣି ଭୂକମ୍ପ ଝଟକା । ଆଜି ସକାଳ ୬.୯ ମିନିଟ୍ ସମୟରେ ରାଜଧାନୀ କାବୁଲ ଏବଂ ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୭…
ଶୋଷରେ ମରିବ ପାକିସ୍ତାନ, ଭାରତ ପରେ ପାଣି ବନ୍ଦ ଯୋଜନା କରୁଛି ଆଫଗାନିସ୍ତାନ
ଆଫଗାନିସ୍ତାନ (ଆମ ଟିଭି): ଭାରତ ପରେ ପାକିସ୍ତାନକୁ ନେଇ ବକ୍ଷ ପଦକ୍ଷେପ ନେଇଛି ଆଫଗାନିସ୍ତାନ । ଆଫଗାନିସ୍ତାନରୁ ପାକିସ୍ତାନ ଆଡ଼କୁ ବୋହୁଥିବା ସମସ୍ତ ନଦୀର ପାଣିକୁ ବନ୍ଦ କରିପାରେ…
ଜୈବିକ ଚାଉଳରୁ ପ୍ରସ୍ତୁତ ହେବ ମହାପ୍ରଭୁଙ୍କ କୋଠଭୋଗ, ସୂଚନା ଦେଲେ କୃଷି ବିଭାଗ ସଚିବ
ପୁରୀ (ଆମ ଟିଭି): ଜୈବିକ ଟାଉଳରୁ ପ୍ରସ୍ତୁତ ହେବ ମହାପ୍ରଭୁଙ୍କ କୋଠଭୋଗ । ଆସନ୍ତା ରଥଯାତ୍ରାରୁ ଜୈବିକ ଚାଉଳରୁ କୋଠ ଭୋଗ ପ୍ରସ୍ତୁତ କରାଯିବ । ବଳଭଦ୍ର ଜୈବିକ ଚାଷ ମିଶନ ଦ୍ୱାରା…
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ, ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି: ରାଜସ୍ବ…
ଭୁବନେଶ୍ୱର (ଆମ ଟିଭି): ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଦକ୍ଷିଣ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ । ମଧ୍ୟମରୁ ପ୍ରବଳ…
ଆସନ୍ତା ୨୭ ତାରିଖ ଆଡ଼କୁ ବାତ୍ୟା ଆଶଙ୍କା, ଭାରତୀୟ ପାଣିପାଗ ବିଭାଗର ସୂଚନା
ଭୁବନେଶ୍ୱର (ଆମ ଟିଭି): ୨୭ରେ ବାତ୍ୟା ଆଶଙ୍କା । ଆସନ୍ତା ୨୭ ତାରିଖ ଆଡ଼କୁ ବାତ୍ୟା ଆଶଙ୍କା । ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣପୂର୍ବ…
ଦିଲ୍ଲୀରେ ବଡ଼ଧରଣର ଏନକାଉଣ୍ଟର, ଚାରି ଅପରାଧୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀରେ ଏନକାଉଣ୍ଟର । ବାହାଦୂର ଶାହା ମାର୍ଗରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ବିହାର ପୋଲିସର ମିଳିତ ଅପରେସନ । ଚାରି ଜଣ ଅପରାଧୀ ମୃତ । ମୃତକ ମାନେ ବିହାରର…
ବାଲେଶ୍ୱର ଏଫ ଏମ ଛାତ୍ରୀ ଆତ୍ମାହୁତି ମାମଲା, ହାଇକୋର୍ଟରୁ ଦୁଇ ଅଭିଯୁକ୍ତଙ୍କୁ ମିଳିଲା ଜାମିନ
ଭୁବନେଶ୍ବର: ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ମାମଲାରେ ହାଇକୋର୍ଟରୁ ଦୁଇ ଅଭିଯୁକ୍ତଙ୍କୁ ମିଳିଲା ଜାମିନ । ଅଭିଯୁକ୍ତ ଜ୍ୟୋତିପ୍ରକାଶ ବିଶ୍ବାଳଙ୍କୁ ମିଳିଲା ଜାମିନ ।…
ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ତଦନ୍ତ ସିବିଆଇ ଦ୍ବାରା କରିବାକୁ ମଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି
ଭୁବନେଶ୍ବର (ଆମ ଟିଭି): ବହୁ ଚର୍ଚ୍ଚିତ ପୋଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା କେଳେଙ୍କାରୀର ତଦନ୍ତ ଭାର ସିବିଆଇକୁ ଅର୍ପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ…
ପୀତବାସ ପଣ୍ଡା ହତ୍ୟା ମାମଲା, ପୋଲିସ ହାତରେ ଆଉ ଜଣେ ଅଭିଯୁକ୍ତ ସୁନୀଲ ହୋତା
ବ୍ରହ୍ମପୁର (ଆମ ଟିଭି): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ହାତରେ ଆଉ ଜଣେ ଅଭିଯୁକ୍ତ ସୁନୀଲ ହୋତା । ହତ୍ୟାକାଣ୍ଡ ଘଟାଇବା ପରେ ଅନ୍ୟତମ ଅଭିଯୁକ୍ତ ଉମା ବିଷୋୟୀ ଓ ଗୁଳି…
ଦକ୍ଷିଣ ଓଡ଼ିଶାକୁ ବର୍ଷା ଆଲର୍ଟ
ଭୁବନେଶ୍ୱର (ଆମ ଟିଭି): ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡ଼ୁ ମୁହାଁ ୱେଲମାର୍କଡ ଲୋ-ପ୍ରେସର। ଆଜି ଦୁର୍ବଳ ହୋଇ ପୁଣି ଲଘୁଚାପରେ ପରିଣତ ହୋଇପାରେ । ତେବେ ଏହାର ପ୍ରଭାବରେ ଆଜି ଦକ୍ଷିଣ…