Browsing Category
Special
ରଥଯାତ୍ରା ପ୍ରସ୍ତୁତି ନେଇ ବଡ଼ ବୈଠକ, ରିପିଟ ନହେଉ ଦଳଚକଟା ଘଟଣା, କେମିତି ହେବ ଭିଡ଼ ନିୟନ୍ତ୍ରଣ ସେ ନେଇ ଆଲୋଚନା
ପୁରୀ : ରଥଯାତ୍ରା ପ୍ରସ୍ତୁତି ନେଇ ବଡ଼ ବୈଠକ। ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ରାଜ୍ୟ ଅତିଥି ଭବନରେ ହୋଇଛି ବୈଠକ । ରିପିଟ ନହେଉ ଦଳଚକଟା ଘଟଣା । କେମିତି ହେବ ଭିଡ଼…
ଦୋହଲିଗଲା ମୁଖ୍ୟମନ୍ତ୍ରୀ ବିଜୟଙ୍କ ସ୍ଥିତି, ସମର୍ଥନ ପ୍ରତ୍ୟାହାର କରିବାକୁ ଧମକ ଦେଇଛି CPIM
ତାମିଲନାଡୁ : ତାମିଲନାଡୁରେ ନୂଆ ସରକାର ଗଠନ ହେବାର କିଛି ଦିନ ପରେ ତାମିଲନାଡୁ ରାଜନୀତିରେ ରାଜନୈତିକ ଉତ୍ତେଜନା ବୁଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ଥାଲପତି ବିଜୟଙ୍କ TVK ଦଳକୁ ବାହାରୁ…
ବଦଳିଲା CRUTର ନାଁ
ବଦଳିଲା ସରକାର CRUTର ନା । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟରୁ ହେଲା କମ୍ପ୍ରିହେନସିଭ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ । ଏ ନେଇ ସୂଚନା ଦେଇଛନ୍ତି କୃଷ୍ଣଚନ୍ଦ୍ର ମହାପାତ୍ର ।…
ଆଜି ଦେଶବ୍ୟାପୀ ଔଷଧ ଦୋକାନ ବନ୍ଦ
ଆଜି ଦେଶବ୍ୟାପୀ ବନ୍ଦ ରହିବ ଔଷଧ ଦୋକାନ । ଅନଲାଇନ ଔଷଧ ବିତରଣକୁ ବିରୋଧ କରି ଦେଶର ବିଭିନ୍ନ ଘରୋଇ ଔଷଧ ଦୋକାନ ସଂଘ ଦିନିକିଆ ବନ୍ଦ ଡାକରା ଦେଇଛନ୍ତି। ରାଜ୍ୟର ପ୍ରାୟ ୩୦ ହଜାର ଔଷଧ…
ପ୍ରେମ, ବିଚ୍ଛେଦ ଓ ସ୍ମୃତିର ଭାବପ୍ରବଣ କାହାଣୀ ନେଇ ଫେରିଲେ ଇମତିଆଜ୍ ଅଲି
ପ୍ରସିଦ୍ଧ ନିର୍ଦ୍ଦେଶକ ଇମତିଆଜ୍ ଅଲି ତାଙ୍କର ନୂତନ ଚଳଚ୍ଚିତ୍ର ‘ମେ ୱାପସ୍ ଆଉଙ୍ଗା’ ମାଧ୍ୟମରେ ପୁଣିଥରେ ଦର୍ଶକଙ୍କ ପାଇଁ ଆଣିଛନ୍ତି ଏକ ହୃଦୟସ୍ପର୍ଶୀ ପ୍ରେମ କାହାଣୀ । ଦିଲଜିତ୍…
ରୁଟିନ୍ ଚେକଅପ୍ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅମିତାଭ ବଚ୍ଚନ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ବଲିଉଡର ଶେହନଶାହ ଭାବେ ପରିଚିତ ଅମିତାଭ ବଚ୍ଚନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ପେଟ ସମ୍ବନ୍ଧୀୟ କିଛି ସମସ୍ୟା କାରଣରୁ ସେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା…
ଖୁବଶିଘ୍ର ଭୁବନେଶ୍ବରରେ ଖୋଲିବ ସେବି ଅଫିସ
ଖୁବଶିଘ୍ର ଓଡିଶାର ସେବି ବା ଷ୍ଟକ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ର ଏକ ଶାଖା ଖୋଲିବ। ଏହା ଭୁବନେଶ୍ବରରେ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଛନ୍ତି ସେବି ର ଅଧ୍ୟକ୍ଷ…
ଭାରତ ପୁଷ୍ପରାଗ ପାଇଲେ ୨୦୨୬ ର ଶ୍ରେଷ୍ଠ ନବାଗତ ନାୟକ ସମ୍ମାନ
ଭୁବନେଶ୍ଵର,୧୯/୫: ମାସିକ ପତ୍ରିକା 'ବାଣୀଚିତ୍ର' ର ୫୮ତମ ପୂର୍ତ୍ତି ଅବସରରେ 'ବାଣୀଚିତ୍ର ସମ୍ମାନ ଉତ୍ସବ' ଗତ କାଲି ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏହି…
ଆଗକୁ ପୁଣି ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର, କ୍ଷତି ସହୁଛନ୍ତି ତୈଳ କମ୍ପାନୀ
ଭୁବନେଶ୍ୱର : ଆଗକୁ ପୁଣି ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର । ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଲିଟର ପିଛା ପ୍ରାୟ ୩୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ପ୍ରାୟ ୬୦ ଟଙ୍କା କ୍ଷତି ସହୁଛନ୍ତି ।…
ଭୁବନେଶ୍ୱରରେ ମଟନ୍ କିଲୋ ପ୍ରତି ୫୦ ଟଙ୍କା ବୃଦ୍ଧି, ତଥାପି ହେଲା ପ୍ରାୟ ୪ କୋଟିର ବେପାର
ଭୁବନେଶ୍ୱର: ବିଶ୍ୱବ୍ୟାପୀ ଜାରି ରହିଥିବା ତେଲ ସମସ୍ୟା ଏବଂ ପଡ଼ୋଶୀ ରାଜ୍ୟର ରାଜନୈତିକ ପ୍ରଭାବ ଏବେ ଓଡ଼ିଶାର ଆମିଷ ବଜାର ଉପରେ ପଡ଼ିଛି। ରାଜଧାନୀ ଭୁବନେଶ୍ୱରରେ ମଟନ୍ ଏବଂ ମାଛ ଦର ହଠାତ୍…