Browsing Category

Special

ଶତ୍ରୁମାନଙ୍କୁ ଧ୍ୱଂସ କରିବ “ଅନନ୍ତ ଶସ୍ତ୍ର”: ସେନାର କ୍ରୟ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ (ଆମ ଟିଭି): ଭାରତୀୟ ସେନା ଏବେ ମଧ୍ୟମ ଦୂରଗାମୀ କ୍ୱିକ୍ ରିଆକ୍ସନ୍ ସରଫେସ୍-ଟୁ-ଏୟାର (QRSAM) କ୍ଷେପଣାସ୍ତ୍ରର ଅଧିକ ବ୍ୟବହାର କରିବାକୁ ପ୍ରସ୍ତୁତ ହେଉଛି। ଯାହା ଆକାଶରେ…

ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ଦେଖାଦେଲେ ଓଲି,କହିଲେ ବର୍ତ୍ତମାନର ସରକାର ଅସମ୍ବିଧାନିକ

ନେପାଳ (ଆମ ଟିଭି): ସର୍ବସାଧାରଣରେ ଆସି ଭାଷଣ ଦେଲେ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମାଓଲି । ନେପାଳ ହିଂସା ଥମିବାର ପ୍ରାୟ ଏକ ସପ୍ତାହ ପରେ ଓଲି ଜନସାଧାରଣଙ୍କୁ ସମ୍ବୋଧନ…

୧ ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷିବ, ଧୋଇନେବ ଦଶହରା !

ଭୁବନେଶ୍ୱର (ଆମ ଟିଭି): ଏଥର ଧୋଇଯିବ ଦଶହରା l ୧ ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷିବ l ଏଭଳି ଅନୁମାନ କରିଛି ପାଣିପାଗକେନ୍ଦ୍ର । ତେବେ ୩୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

ବନ୍ଦ ହେଲା ହୀରାକୁଦର ଆଉ ୪ ଗେଟ

ସମ୍ବଲପୁର (ଆମ ଟିଭି): ହୀରାକୁଦର ଆଉ ୪ଟି ଗେଟ୍‌ ବନ୍ଦ କରାଯାଇଛି। ଫଳରେ ଶନିବାର ସନ୍ଧ୍ୟା ସୁଦ୍ଧା ୬ଟି ଗେଟ୍‌ ଦେଇ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସିତ ହେଉଛି। ହୀରାକୁଦରେ ୨୦ଟି…

“ଓସାମା ବିନ୍ ଲାଡେନଙ୍କୁ ଲୁଚାଇ ରଖିଥିବା ଦେଶ ଏବେ…”: ଜାତିସଂଘରେ ପାକିସ୍ତାନକୁ ଭାରତର କଡା ଜବାବ

ନୂଆଦିଲ୍ଲୀ (ଆମ ଟିଭି): ଜାତିସଂଘ ସାଧାରଣ ସଭାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ କାଶ୍ମୀର ଏବଂ ସିନ୍ଧୁ ଜଳ ଚୁକ୍ତିନାମା ଉପରେ ବୟାନକୁ ଭାରତ କଡ଼ା ସମାଲୋଚନା କରିଛି।…

ଧନତେରସରେ ଆହୁରି ଶସ୍ତା ହେବ ସୁନା !

ନୂଆଦିଲ୍ଲୀ (ଆମ ଟିଭି): ନବରାତ୍ରି ଚାଲୁଥିବା ବେଳେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଗଲାଣି, ଏବଂ ଧନତେରସ ଏବଂ ଦୀପାବଳି ଖୁବ୍ ଶୀଘ୍ର ଆସୁଛି। ତେବେ ଆଗକୁ ସୁନା ଏବଂ ରୂପାର ମୂଲ୍ୟ ହ୍ରାସ…

ଫୁଲୁଛି ମହାନଦୀ କିନ୍ତୁ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ : ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର (ଆମ ଟିଭି): ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ପ୍ରତିକ୍ରିୟା ଦେଲେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । କହିଲେ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ ।…

ଭାରତ ପାଇଁ “ଖୁସି ଖବର”: ଆଣ୍ଡାମାନ ସାଗରରେ ମିଳିଲା ପ୍ରାକୃତିକ ଗ୍ୟାସ ଭଣ୍ଡାର

ନୂଆଦିଲ୍ଲୀ (ଆମ ଟିଭି): ଆମେରିକାର ଶୁଳ୍କ, ବର୍ଦ୍ଧିତ ଏଚ-୧ବି ଶୁଳ୍କ ଏବଂ ବାଣିଜ୍ୟ ଆଲୋଚନାକୁ ନେଇ ଅନିଶ୍ଚିତତା ମଧ୍ୟରେ ଭାରତ ପାଇଁ କିଛି “ଖୁସି ଖବର” ଅଛି। ଆଣ୍ଡାମାନ ସାଗରରେ ଏକ ବୃହତ…

ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର (ଆମ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ସରକାରୀ ଉଦ୍ୟୋଗ (State PSUs) ର କର୍ମଚାରୀମାନଙ୍କ ପାଇଁ ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ।…

ଝାରସୁଗୁଡ଼ାରେ ୬୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ଝାରସୁଗୁଡ଼ା (ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସି ଝାରସୁଗୁଡାର ଅମିଲିପାଲିଠାରେ ଆୟୋଜିତ ଯୁବ ସମାବେଶରେ ଯୋଗ ଦେଇ ୬୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର…