Browsing Category
Special
ହଠାତ୍ ସାପ କାମୁଡ଼ିଲେ କଣ କରିବେ? ଜାଣନ୍ତୁ ଲାଇଫ ସେଭିଂ ଟିପ୍ସ*
ସାପ କାମୁଡ଼ିବା, ଯଦିଓ ଅପେକ୍ଷାକୃତ ବିରଳ, ସଠିକ୍ ଭାବରେ ପରିଚାଳିତ ନହେଲେ ଏକ ଗମ୍ଭୀର ଏବଂ ସମ୍ଭାବ୍ୟ ଜୀବନ ପ୍ରତି ବିପଦ ହୋଇପାରେ ।ଯେତେବେଳେ ସମ୍ଭବ ସାପ ଏବଂ ସେମାନଙ୍କ ବାସସ୍ଥାନକୁ…
ବୈଦିକ ମନ୍ତ୍ରୋଚ୍ଚାରଣ ଏବଂ ପାରମ୍ପରିକ ରୀତିନୀତି ସହ ଖୋଲିଲା ବାବା କେଦାରନାଥଙ୍କ କପାଟ, ଭିଡିଓ ଓ ଫଟୋ ଉଠାଇବା ମନା
ଉତ୍ତରାଖଣ୍ଡ : ଖୋଲିଲା ବାବା କେଦାରନାଥଙ୍କ ମନ୍ଦିର । ବୈଦିକ ମନ୍ତ୍ରୋଚ୍ଚାରଣ ଏବଂ ପାରମ୍ପରିକ ରୀତିନୀତି ଅନୁଯାୟୀ ମନ୍ଦିରର ଦ୍ୱାର ଖୋଲିଲା । ବୈଦିକ ମନ୍ତ୍ରୋଚ୍ଚାରଣ ଏବଂ ପାରମ୍ପରିକ…
ଏଣିକି ଭୁବନେଶ୍ଵରରୁ ଶିରିଡ଼ି, ତିରୁପତିକୁ ଉଡ଼ିବ ବିମାନ
ଭୁବନେଶ୍ବର: ପୁଣି ନୂଆ ୧୦ଟି ରୁଟ୍ରେ ବିମାନ ଉଡ଼ାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବରରୁ ୪ଟି ନୂଆ ରୁଟ୍ ବଛାଯାଇଛି। ତିରୁପତି, ସୁରତ,…
ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡର ପୁର୍ନଗଠନ କଲେ ରାଜ୍ୟ ସରକାର
ରାଜ୍ୟ ସରକାର ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡର ପୁର୍ନଗଠନ କରିଛନ୍ତି । ମୁଖ୍ୟ ଶାସନ ସଚିବ ବୋର୍ଡର ଅଧ୍ୟକ୍ଷ ରହିବେ । ରାଜ୍ୟ ସାମାଜିକ ସଶକ୍ତିକରଣ ଓ ଭିନ୍ନକ୍ଷମ ବିଭାଗର ସଚିବ…
ଓଡ଼ିଶାର ଶ୍ରୀୟା ଲେଙ୍କାଙ୍କୁ ପ୍ରଶଂସା କଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି
ଦକ୍ଷିଣ କୋରିଆର ରାଷ୍ଟ୍ରପତି ତାଙ୍କର ତିନି ଦିନିଆ ଭାରତ ଗସ୍ତ ସମୟରେ ଜଣେ ଓଡ଼ିଶା ଝିଅଙ୍କ ପ୍ରେରଣାଦାୟକ ଯାତ୍ରା ଉପରେ ଆଲୋକପାତ କରିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ…
ଓଡ଼ିଶା ଫେରିଲା ପୋସ୍କୋ; JSW ମିଳିତ ଉଦ୍ୟମରେ ହେବ ଦୁଇଟି ବଡ଼ ଇସ୍ପାତ କାରଖାନା
ପୁଣିଥରେ ରାଜ୍ୟକୁ ଫେରିଛି ପୋସ୍କୋ। JSW Steel ସହ ପୋସ୍କୋର ମିଳିତ ଉଦ୍ୟମରେ ଦୁଇଟି ବଡ଼ ଇସ୍ପାତ କାରଖାନା ସ୍ଥାପନର ପଥ ସ୍ପଷ୍ଟ ହୋଇଛି। ଢେଙ୍କାନାଳ ଓ କେନ୍ଦୁଝରରେ ଏହି ମେଗା ପ୍ରକଳ୍ପ…
ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ
ରାଜ୍ୟରେ ଚାଲିଥିବା ଜନଗଣନା କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷାକୁ ତତ୍ପରତା ଦେଖାଇଛି ରାଜ୍ୟ ସରକାର । ରାଜ୍ୟ ସାରା ଦୁର୍ଘଟଣା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଘଟଣା ରିପୋର୍ଟ ଆସିବା…
ପଶ୍ଚିମବଙ୍ଗରେ ଲାଗିଲା ନିର୍ବାଚନୀ କଟକଣା, ଦିନରେ ବାଇକ ପଛରେ ବସାଇବା ମନା, ରାତିରେ ବାଇକ୍ ଚଲାଇବା ବିଲକୁଲ୍ ମନା
କୋଲକତା : ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୩ ତାରିଖରେ ହେବ । ଏହା ପୂର୍ବରୁ ପଶ୍ଚିମବଙ୍ଗରେ ଦୁଇ ଚକିଆ ଯାନ ଉପରେ କଟକଣା ଲଗାଯାଇଛି । ବାଇକରେ ରାଲି ବ୍ୟାନ୍ କରିବା ସହ,…
ଖାଦ୍ୟରେ ବ୍ୟବହାର ହେବ ନାହିଁ ଅଶ୍ବଗନ୍ଧା ପତ୍ର; କଟକଣା ଜାରି କଲା ଏଫ୍ଏସ୍ଏସ୍ଏଆଇ
ଏଣିକି ଖାଦ୍ୟରେ ବ୍ୟବହାର ହୋଇପାରିବ ନାହିଁ ଅଶ୍ୱଗନ୍ଧା । କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଉଠାଯାଇଥିବା ସୁରକ୍ଷା ଚିନ୍ତାକୁ ଦୃଷ୍ଟିରେ ରଖି ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ…
ମହିଳାଙ୍କ ବିକାଶ ବିନା ବିକଶିତ ଭାରତ ସ୍ବପ୍ନ ପୂରଣ ହୋଇପାରିବ ନାହିଁ: ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ
ଓଡ଼ିଶାରେ ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ। ରାଉରକେଲାରେ ପହଞ୍ଚି ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ରାଷ୍ଟ୍ରପତି। ପ୍ରାୟ ୧୫୮ କୋଟି ଟଙ୍କା…