Browsing Category

Special

ଶରଧାବାଲିରେ ଠେଲାପେଲା ଦଳାଚକଟା; ୩ ମୃତ, ୬ ଆହତ

ପୁରୀ (ଆମ ଟିଭି): ପୁରୀ ଶରଧାବାଲିରେ ଠେଲାପେଲା ଦଳାଚକଟା । ତିନି ଭକ୍ତଙ୍କ ଜୀବନ ଯାଇଛି । ସେମାନଙ୍କ ଭିତରୁ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟ ହୋଇଛି । ମୃତକମାନେ ହେଲେ…

ରାଷ୍ଟ୍ରୀୟ ଲୋକ ଦଳ ନ୍ୟାସନାଲ ଜେନେରାଲ ସେକ୍ରେଟାରୀ ଅର୍ଗାନାଇଜେସନ୍‌ ଶ୍ରୀ ତ୍ରିଲୋକ ତ୍ୟାଗୀଙ୍କ ପ୍ରେସମିଟ

ଭୁବନେଶ୍ୱର (ଆମ ଟିଭି): ପବିତ୍ର ରଥଯାତ୍ରା ଉପଲକ୍ଷେ ଆଜି ରାଷ୍ଟ୍ରୀୟ ଲୋକ ଦଳର ନ୍ୟାସନାଲ ଜେନେରାଲ ସେକ୍ରେଟାରୀ ଅର୍ଗାନାଇଜେସନ୍‌ ଶ୍ରୀ ତ୍ରିଲୋକ ତ୍ୟାଗୀ ଜୀ ଓଡ଼ିଶା ଆସିଛନ୍ତି ।…

ବଡ ଠାକୁରଙ୍କ ରଥ କାହିଁକି ମୋଡ ନେଲା? ବିଭିନ୍ନ ମହଲରେ ଚାଲିଲା ଆଲୋଚନା

ପୁରୀ (ଆମ ଟିଭି): ଗତକାଲି ବଳଭଦ୍ରଙ୍କ ତାଳଧ୍ବଜ ରଥ ଟାଣିବା ବେଳେ ବାରମ୍ବାର ମୋଡ ନେଇଥିଲା। ଫଳରେ ପୁରା ରଥ ଟଣା କାର୍ଯ୍ୟରେ ବିଳମ୍ବ ଘଟିଲା। ତେବେ ଏଥର ବଳଭଦ୍ରଙ୍କ ରଥ କାହିଁକି ମୋଡ ନେଲା…

ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିବେ ଗୌତମ ଆଦାନୀ: ଭୁବନେଶ୍ଵରରୁ ପୁରୀ ଅଭିମୁଖେ ଆରମ୍ଭ କଲେ ଯାତ୍ରା

ଭୁବନେଶ୍ଵର (ଆମ ଟିଭି): ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ୨୭ ଜୁନ୍ ୨୦୨୫ ରୁ ଆରମ୍ଭ ହୋଇଛି। ୯ ଦିନ ଧରି ଚାଲୁଥିବା ରଥଯାତ୍ରା ଯୋଗୁଁ ଦେଶ ଏବଂ ବିଦେଶର କୋଣ…

“କାଣ୍ଟା ଲଗା” ଗାର୍ଲଙ୍କ ମୃତ୍ୟୁ: ମନୋରଞ୍ଜନ ଜଗତରେ ଶୋକର ଛାୟା

ମୁମ୍ବାଇ (ଆମ ଟିଭି): ଅଭିନେତ୍ରୀ ଏବଂ ମଡେଲ ଶେଫାଲି ଜରିୱାଲ ୨୦୦୨ ମସିହାରେ “କାଣ୍ଟା ଲଗା” ମ୍ୟୁଜିକ୍ ଭିଡିଓ ସହିତ ବହୁତ ଲୋକପ୍ରିୟତା ହାସଲ କରିଥିଲେ। ଏହା ପରେ ସେ ଫିଲ୍ମ ଏବଂ ଅନେକ…

ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଘଟଣା, ବ୍ଲାକ ବକ୍ସରୁ ମିଳିଲା ଡାଟା

ନୂଆଦିଲ୍ଲୀ(ଆମ ଟିଭି): ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ବ୍ଲାକବକ୍ସରୁ ମିଳିଲା ତଥ୍ୟ । ଜଣାପଡିବ କେମିତି ହୋଇଥିଲା ଫ୍ଲାଇଟ AI 171 ବିମାନ ଦୁର୍ଘଟଣା । ପ୍ଲେନ କ୍ରାସର କାରଣ କଣ…

ଲଗାତର ତିନିଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ସାରି ଦିଅନ୍ତୁ ଜରୁରୀ କାମ

ଭୁବନେଶ୍ବର (ଆମ ଟିଭି): ଆସନ୍ତା ତିନି ଦିନରେ ଯଦି ଆପଣଙ୍କର ବ୍ୟାଙ୍କରେ କୌଣସି କାମ ଅଛି, ତେବେ ତାହା ପୂରା ହୋଇପାରିବ ନାହିଁ । ପ୍ରକୃତ କଥା ହେଉଛି, ଜୁନ ୨୭ରୁ ୨୯ ପର୍ଯ୍ୟନ୍ତ ଲଗାତର…

ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଜାଣନ୍ତୁ କେଉଁ ସମୟରେ କଣ ରହିଛି ନୀତି, କେତେବେଳ ଗଡିବ ରଥ?

ପୁରୀ(ଆମ ଟିଭି): ଆସନ୍ତାକାଲି ହେଉଛି ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା। ଆଜିଠାରୁ ପୁରୀରେ ଲକ୍ଷଲକ୍ଷ ଭକ୍ତ ଏକାଠି ହେବାରେ ଲାଗିଛନ୍ତି। ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି…

ଜୁଲାଇ ୧୫ ରୁ ଦୁଇ ଚକିଆ ଯାନବାହାନ ଉପରେ ଲାଗିବ କି ଟୋଲ୍ ଟିକସ?: ସ୍ପଷ୍ଟ କଲେ ନୀତିନ ଗଡକରୀ

ନୂଆଦିଲ୍ଲୀ(ଆମ ଟିଭି): କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଥିଲା ଯେ, ଆଗାମୀ ଦିନରେ ମୋଦି ସରକାର ଜାତୀୟ ରାଜପଥ ବ୍ୟବହାର କରୁଥିବା ଦୁଇ ଚକିଆ ଯାନରୁ ମଧ୍ୟ ଟୋଲ୍ ଟିକସ ଆଦାୟ କରିବେ।…

ବଢ଼ିବ ରେଳ ଟିକେଟର ମୂଲ୍ୟ, ଜୁଲାଇ ଏକରୁ ଖାଲି ହେବ ରେଳଯାତ୍ରୀ ପକେଟ

ନୂଆଦିଲ୍ଲୀ (ଆମ ଟିଭି): ଭାରତୀୟ ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର । ବଢ଼ିବାକୁ ଯାଉଛି ଟିକେଟ୍ ମୂଲ୍ୟ । ଯାହା ସାଧାରଣ ଯାତ୍ରୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ପକେଟ କରିବ…