Browsing Category
State
ଶ୍ରୀମଦ ଭଗବତ ଗୀତା ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ
ଶ୍ରୀମଦ ଭଗବତ ଗୀତା ବିଦ୍ୟା ମନ୍ଦିର, ନୟାପଲ୍ଲୀ ଠାରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଛି l ଏହି ଅବସରରେ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ପଦ୍ମଜା ପ୍ରିୟଦର୍ଶିନୀ ଜେନା…
ଗୁରୁ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆଗାମୀ ୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ
ଭୁବନେଶ୍ୱର: ଗୁରୁ ଦିବସ ଅବସରରେ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଏକାଗ୍ରତାର ସହ ପାଠପଢ଼ା ଜାରି ରଖି ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…
ଗୁରୁ ଦିବସରେ ଗୁରୁ ଗର୍ଜନ, ୪ ଦଫା ଦାବି ନେଇ ରାଜରାସ୍ତାରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ
ଭୁବନେଶ୍ୱର : ଗୁରୁ ଦିବସରେ ଗୁରୁ ଗର୍ଜନ । ରାଜଧାନୀରେ ଶିକ୍ଷକ ଓ ଅଧ୍ୟାପକଙ୍କ ମହାସମାବେଶ । ଗୋଟିଏ ପଟେ ସାରା ଦେଶ ଗୁରୁ ଦିବସ ପାଳନ କରୁଥିବାବେଳେ ଭୁବନେଶ୍ବର ରାଜରାସ୍ତାରେ ହଜାର ହଜାର…
ପୁରୁଣା ନିୟମରେ ହେବ ସଂଶୋଧନ, ଚାରି ପୃଷ୍ଠାରେ ସୀମିତ ରହିବ ପଞ୍ଜୀକରଣ ଦଲିଲ
ଭୁବନେଶ୍ୱର : ଚାରି ପୃଷ୍ଠାରେ ସୀମିତ ରହିବ ପଞ୍ଜୀକରଣ ଦଲିଲ । ପେପରଲେସ୍ ହେବ ସେଲ୍ ଡିଡ୍ ରେଜିଷ୍ଟ୍ରେସନ୍ । ପୁରୁଣା ନିୟମରେ ହେବ ସଂଶୋଧନ; କ୍ୟାବିନେଟ୍ ଅନୁମୋଦନ ପରେ ବିଧାନସଭାକୁ ଆସିବ…
ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ, ରହିଛି ଶେକ୍ ଆଣ୍ଡ୍ ଆଲର୍ଟ ସୁବିଧା
ଭୁବନେଶ୍ୱର : ସ୍ୱାୟତ୍ତ ଶାସନ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କରିଛନ୍ତି । ଓଡ଼ିଶାରେ ସୁରକ୍ଷିତ, ସ୍ମାର୍ଟ ଏବଂ…
ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ୪୧ ଲକ୍ଷ ଚାଷୀ ପରିବାରଙ୍କୁ ସହାୟତା
ଭୁବନେଶ୍ୱର : ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି । ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ OUAT କୃଷି ସଦନରେ ଏକ ସ୍ୱତନ୍ତ୍ର…
ମୁମ୍ବାଇରେ ଓଡ଼ିଶାର ଜୟଗାନ: ଅଜୟ ଦେବଗନ୍ଙ୍କ ହାତରୁ ‘ଇଣ୍ଟରନାସନାଲ ଗ୍ଲୋରୀ ଆୱାର୍ଡସ୍-୨୦୨୬’ ଗ୍ରହଣ କଲା ‘ଗ୍ରୀନ୍…
ଭୁବନେଶ୍ୱର, ଓଡ଼ିଶା: ମୁମ୍ବାଇର ନୋଭୋଟେଲ୍ ଜୁହୁ ଠାରେ ଅନୁଷ୍ଠିତ ଅତି ମର୍ଯ୍ୟାଦାଜନକ ଜାତୀୟ ସମାରୋହ ‘ଇଣ୍ଟରନାସନାଲ ଗ୍ଲୋରୀ ଆୱାର୍ଡସ୍ (IGA) ୨୦୨୬’ ରେ ଓଡ଼ିଶାର ପ୍ରମୁଖ ଖାଦ୍ୟ…
ଏଚସିଜି କ୍ୟାନସର ସେଣ୍ଟର କଟକ ପକ୍ଷରୁ ଅତ୍ୟାଧୁନିକ ‘ରୋବୋଟିକ୍ ସର୍ଜରୀ ସିଷ୍ଟମ୍’ର ଶୁଭାରମ୍ଭ
ଓଡ଼ିଶାରେ କର୍କଟ ରୋଗୀଙ୍କୁ ଅତ୍ୟାଧୁନିକ ତଥା ଉନ୍ନତମାନର ସର୍ଜିକାଲ୍ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟରେ କଟକ ସ୍ଥିତ ଏଚସିଜି କ୍ୟାନସର ସେଣ୍ଟର ପକ୍ଷରୁ ଏକ ନୂତନ ରୋବୋଟିକ୍-ଆସିଷ୍ଟେଡ୍…
ରାଜ୍ୟରେ ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା, ୫ ତାରିଖ ଯାଏ କିଛି ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା । ଆଜି ମଧ୍ୟ ଅଧା ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉତ୍ତର ଓଡ଼ିଶା ଉପରେ ରହିଛି ସ୍ପଷ୍ଟ…
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୧୦ ହଜାରରୁ ୬ ହଜାର ହେଲା PUCC ଜରିମାନା
ଭୁବନେଶ୍ୱର : ରାଜ୍ୟରେ କମିଲା PUCC ଫାଇନ୍ । ୧୦ ହଜାରରୁ ୬ ହଜାର ହେଲା PUCC ଜରିମାନା ଟଙ୍କା । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବଡ଼ ଘୋଷଣା । ପ୍ରଥମ ଥର ବାଇକ ନିୟମ…